Yearly Archives

2021

କେନ୍ଦ୍ର ସରକାର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କଲେ

ନୂଆଦିଲ୍ଲୀ : ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ନିଯୁକ୍ତ କରିଛନ୍ତି । ସୁବୋଧ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଧରି କାର୍ଯ୍ୟ କରିବେ । ଏବେ ସୁବୋଧ ଜୈସୱାଲ୍ ସିଆଇଏସ୍ଏଫର ଡିଜି ଅଛନ୍ତି । ସୁବୋଧ ପୂର୍ବରୁ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୧,୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୦,୩୭୩ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୧୧୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

ଚାଷୀଙ୍କ ପାଇଁ ଆଲୋଚନାରେ ସାଂସଦ ପ୍ରତିନିଧି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୁସାଗର ଭେଡେନ ଓ ସହଁରାଟିକରା ମାର୍କେଟକୁ ଯାଇ ଚାଷୀମାନଙ୍କ ଧାନ ବିକ୍ରୟ ସମନ୍ଧରେ ଆଲୋଚନା କରିଥିଲେ । ମାର୍କେଟ ୟାର୍ଡ଼ ସରକାର ଓ ସମବାୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ।…
Read More...

ବାତ୍ୟାରେ ଗଛ ପଡ଼ିଲା : ୧ ମୃତ

କେନ୍ଦୁଝର : ବାତ୍ୟା 'ୟାସ୍‌' ପ୍ରଭାବରେ ରାଜ୍ୟରେ ବର୍ଷା ପବନ ଲାଗି ରହିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ବାତ୍ୟାରେ ଜୀବନହାନୀ ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଉପରେ ଗଛ ଭାଙ୍ଗିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ…
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାକୁ ଆସିଛି । ବରଗାଁ ପଞ୍ଚାୟତ ବାଞ୍ଜିମୁଣ୍ଡା ଗ୍ରାମର ତଳିପଡାରେ ଏପରି ଘଟଣା ଘଟିଛି । ସୂଚନା ପ୍ରକାରେ ପରିବାରର ଅନୁମତି ଓ ସାମାଜିକ ସ୍ବୀକୃତି…
Read More...

ଆରକ୍ଷୀ ଅଧିକ୍ଷକଙ୍କୁ ବିଜେପି ପକ୍ଷରୁ ଦାବୀ ପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଚଳ ଭେନ୍ଟିଲେଟର ଗୁଡିକର ଫଟୋ ଭାଇରାଲ କରିବା, ଆଇସିୟୁରେ ଅନଧିକାର ପ୍ରବେଶ କରିବା ନେଇ ସାଂସଦ ପ୍ରତିନିଧି ଦିନେଶ ଶର୍ମାଙ୍କ ବିରୁଦ୍ଧରେ ଭୀମ ଭୋଇ ମେଡିକାଲ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ଜିଲ୍ଲା ବିଜେପି ମେଡିକାଲ କର୍ତ୍ତୁପକ୍ଷ ପ୍ରତିଶୋଧ…
Read More...

ରବିୠତୁ ନିମନ୍ତେ ଚଳିତ ବର୍ଷର ଧାନକ୍ରୟ ଶୁଭାରମ୍ଭ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତି ଅଧିନ ଖୁଣ୍ଟିଗୋରା ମଣ୍ତିଠାରେ ରବିଋତୁ ନିମନ୍ତେ ଧାନକ୍ରୟ ଶୁଭାରମ୍ଭ ହୋଇଯାଇଛି । ସମିତି ସଂପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସମିତି ପ୍ରଶାସକ ଗୁରୁଚରଣ ଦାଶ ନଡିଆ…
Read More...

ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୧୭ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ ପ୍ରତିଦିନ ଦେଓଗାଁ ବ୍ଲକରେ କରୋନାରେ ବହୁଳ ମାତ୍ରାରେ ସଂକ୍ରମିତ ହେଉଥିଲେ । ହେଲେ ୩ରୁ ୪ଦିନ ହେଲା ସଂକ୍ରମଣ ହାର କମିବାରେ ଲାଗିଛି । ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା…
Read More...

ମହାମାରୀ କରୋନା କାଳରେ ସହଯୋଗର ହାତ ବଢ଼ାଇଲା ବି.ଏସ୍‌.ଏରୋବିକ୍‌ ଏଣ୍ଡ୍‌ ଫିଟ୍‌ନେସ୍‌ ସେଣ୍ଟର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିବା ବେଳେ ଗରିବ ଖଟିଖିଆଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏମିତି ସମୟରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ଗରିବ ତଥା ଅସହାୟ ମଣିଷଙ୍କୁ ସହଯୋଗ କରିବା ପାଇଁ ଆଗେଇ…
Read More...

କୁଶମେଲରେ ୨୦ ଜଣଙ୍କୁ ଟିକାକରଣ

ଲୋଇସିଂହା, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ପ୍ରଶାସନ ପକ୍ଷରୁ ସଚେତନତା ମଧ୍ୟ କରାଯାଉଛି । ଅନ୍ୟପଟେ ଲୋକେ କୋଭିଡ଼ ଟିକା ନେବା ପାଇଁ ମଧ୍ୟ ଭୟ କରୁଛନ୍ତି ତେବେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ବିଡ଼ିଓ…
Read More...