Yearly Archives

2021

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆଶାୟୀ ହିତାଧିକାରୀଗଣ ହଇରାଣ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ପାଇବାକୁ ଆବେଦନ କରିଥିବା ଅସହାୟ ବିଧବା ମହିଳାମାନଙ୍କ ଆଶା ଆକାଂକ୍ଷା ପ୍ରତି ଖପ୍ରାଖୋଲ ବ୍ଳକରେ ଗୁରୁତ୍ଵ ଦିଆଯାଇଥିବାରୁ ବହୁ ଆବେଦନକାରୀ ବଞ୍ଚିତ ହେଉଛନ୍ତି । ବହୁତ ଗୁଡ଼ାଏ ଆବେଦନ ଫର୍ମ ଯାଞ୍ଚ ଆଳରେ…
Read More...

ଚାଷୀ ନାଁରେ ଚେକ୍‌ଡ୍ୟାମ୍ ଚାଷୀଙ୍କ କାମରେ ଆସୁନି : ଯୋଜନାଟି ଧଳା ହାତୀ ପୋଷାରେ ଅର୍ଥ ବିନିଯୋଗ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ, ବେଲପଡା, ପାଟଣାଗଡ଼ ଆଦି ବ୍ଳକରେ ଥିବା ଅଣଜଳ ସେଚିତ ଅଞ୍ଚଳର ଜମି ଗୁଡିକୁ ସର୍ବ ନିମ୍ନ ଗୋଟିଏ ଚାଷ ପାଇଁ ସମ୍ପର୍ଣ୍ଣ ଜଳ ଯୋଗାଇ ଦେବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ବର୍ଷାଜଳ ପ୍ରବାହିତ ନାଳା…
Read More...

ଐତିହ୍ୟ ସଂପନ୍ନ ତଥା ପ୍ରସିଦ୍ଧ ନୃସିଂହନାଥ ମନ୍ଦିର : କିମ୍ବଦନ୍ତୀର ମହାସାଗର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲା, ପାଇକମାଲ ସ୍ଥିତ ଗାନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ଅଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ମନ୍ଦିର । ଏହି ଐତିହାସିକ ମନ୍ଦିରକୁ ପାଟଣାଗଡର ରାଜା ବୈଜଳ ସିଂ ୧୩୧୩ ମସିହାରେ ସ୍ଥାପିତ…
Read More...

ଚିଠି ଲେଖି ଦାବୀ ଜଣାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରେ ଭେଣ୍ଟିଲେଟର୍ ଯୁକ୍ତ ୧୦୦ ଶଯ୍ୟା କୋଭିଡ୍ ହସ୍ପିଟାଲ ଏବଂ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଚିଠି ଲେଖି ଦାବୀ ଜଣାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପିଏମ୍‌ସିଏଆର୍‌ଇଏସ୍‌ ଫଣ୍ଡରୁ ଡ଼ିଆର୍‌ଡ଼ିଓ ଦେଶର ଅନେକ ଜାଗାରେ…
Read More...

ପାଇକମାଲରେ ପଞ୍ଚମ ଦିନରେ ସେବା ହିଁ ସଂଙ୍ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଞ୍ଚମ ଦିନରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରରୁ ପାଇକମାଲ ଠାରେ ଆରମ୍ଭ କରାଯାଇଥିବା ହେଲ୍ପ ଡେକ୍ସ କାର୍ଯ୍ୟକ୍ରମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ,…
Read More...

ବରଗଡ ଜିଲ୍ଲାପାଳଙ୍କ ଅଚାନକ ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଆଜି ଅଚାନକ ପାଇକମାଳ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସି ବର୍ତ୍ତମାନ କୋଭିଡ ସମୟରେ କିଭଳି ଲୋକଙ୍କ ସ୍ୱାସ୍ଥ୍ୟସେବା ଦିଆଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଅନ୍ୟମାନଙ୍କ…
Read More...

ବଲାଙ୍ଗିର ଜିଲ୍ଲାରେ ଖସୁଛି ସଂକ୍ରମଣ : ୧୯୫ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୪୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଖସିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ବଲାଙ୍ଗିର ଜିଲ୍ଲାରେ ୧୯୫ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୪୯ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର…
Read More...

ଘୁନସରର ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ କଲେ ଆଶା ଓ ଅଙ୍ଗବାଡି କର୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଘର ଘର ବୁଲି କରୋନା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ । ବ୍ଳକର ଘୁନସର ଗ୍ରାମର ଆଶା ବାସମତି ବାଗ, ସ୍ୱାସ୍ଥ୍ୟ କର୍ମୀ ସୁନିତା ମହାନନ୍ଦ, ଅଙ୍ଗନବାଡି କର୍ମୀ ପଦ୍ମସିଲା କାଳସାଏ,…
Read More...

ଗୁଳିମାଡରେ ବନ କର୍ମଚାରୀ ମୃତ୍ୟୁ ଘଟଣା : ଦୁଇ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ରେଙ୍ଗାଳବାହାଲ ଛକ ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବନ ବିଭାଗ ଫରେଷ୍ଟର ଗାର୍ଡ ଯୁଗେଶ୍ଵର ବୁଡେକ(୧୯)ଙ୍କୁ ଗୁଳି ବିନିମୟ କରି ହତ୍ୟା ଘଟଣାରେ ଦୁଇଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି…
Read More...

ଜୁନିଅର ରେଡକ୍ରସ୍‌ ତରଫରୁ କରୋନା ସଚେତନତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ବିଶ୍ୱ ବର୍ତ୍ତମାନ କରୋନା ଯୋଗୁଁ ତାଲା ବନ୍ଦରେ ଥିବାବେଳେ ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ ଜାରି ରହିଛି । ଜୁନିୟର ରେଡକ୍ରସ୍‌ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଠାରେ ବଙ୍ଗୋମୁଣ୍ଡା ବ୍ଳକ…
Read More...