Yearly Archives

2021

ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲାୟନ୍ସ କ୍ଲବ୍‌ ପକ୍ଷରୁ ସଭାପତି ଲାୟନ୍‌ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଲାୟନ ଆଲୋକ ଅଗ୍ରୱାଲଙ୍କ ଆଲୁମିନିଅମ୍‌ କାରଖାନାର କାର୍ଯ୍ୟରତ ଶତାଧିକ…
Read More...

ଚୀନ୍ ବଦଳାଇଲା ନିୟମ, ପ୍ରତ୍ୟେକ ଦମ୍ପତିଙ୍କୁ ୩ ସନ୍ତାନ ଜନ୍ମ ଦେବାକୁ ଅନୁମତି

ବେଜିଂ : ଜନସଂଖ୍ୟାର ଏକ ବଡ଼ ଭାଗ ବୃଦ୍ଧ ହେବା ଦେଖି ଚୀନ୍ ସରକାର ଏହାର ୨ ଶିଶୁ ନୀତି ପରିବର୍ତ୍ତନ କରିଛନ୍ତି । ଚୀନ୍ ସରକାର ବର୍ତ୍ତମାନ ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ୩ ପିଲା ଜନ୍ମ କରିବାକୁ ଅନୁମତି ଦେଇଛନ୍ତି । ଚୀନ୍ ସରକାର ସୋମବାର ୩ ଶିଶୁ ନୀତି ଘୋଷଣା କରିଛନ୍ତି । ଦୀର୍ଘ ଦିନ…
Read More...

ଗତ ୨୪ ଘଂଟାରେ ୮୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୨୨୨

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୯୯୫୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୯୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮୪୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା…
Read More...

କୋଶଲି କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ ସ୍ମୃତି ସଭା

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : କୋଶଲି ଭାଷାର ଜଣେ ପ୍ରଖ୍ୟାତ କବି, ଭାଷାବିତ ତଥା ସଂଗଠକ ସ୍ବର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ଆତ୍ମାର ସଦ୍‌ଗତି କାମନା କରି କୋସଲି ଡେରା ପାଟଣାଗଡ଼ ତରଫରୁ ଅନ୍‌ଲାଇନ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦିଲୀପ କୁମାର ପସାୟତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ…
Read More...

ଦେଓଗାଁ ବ୍ଲକରେ ଆଜି ୧୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ସର୍ବାଧିକ ୪ଜଣ, କୁଲୁତାପଡା ୩, ମହଲାଇ ଓ ଉଡାର ୨ଜଣ ଲେଖାଏଁ, ବଡ଼ବନ୍ଧ ଓ କୁତୁର୍ଲା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ଏହିପରି ଭାବେ ଦେଓଗାଁ ବ୍ଲକରେ…
Read More...

କାଳବୈଶାଖୀର ସମୀକ୍ଷା କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ଆଜି ଅପରାହ୍ନ ସମୟରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ କୁଆପଥର ବର୍ଷା ହେବା ସହ ବହୁତ୍‌ ଜୋରରେ ପବନ ହେବା ଯୋଗୁଁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛିଛି । କାହା ଘରର ଛପର ଉଡିଯାଇଛି ତ ଆଉ କାହା ଘର…
Read More...

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା ଘୋରଡିଆର କାର୍ଯ୍ୟାଳୟ ସହକାରୀ ଗୋପବନ୍ଧୁ ସାସମଲଙ୍କୁ ଆଜି ବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଳାପି,…
Read More...

୨୪ ଘଣ୍ଟାରେ ୩୦ ଜାହାଜ ପରିଚାଳନା କରି ପୁନର୍ବାର କିର୍ତ୍ତୀମାନ ସ୍ଥାପନ କଲା ପାରାଦ୍ୱୀପ ବନ୍ଦର

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍‌ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କରୋନା ମହାମାରୀ ସମୟରେ କୋଭିଡ୍‌-୧୯ କଟକଣା ଓ ଗାଇଡ୍‌ଲାଇନ୍‌ ଅନୁସରଣ କରି ପାରାଦ୍ୱୀପ ବନ୍ଦର ତାର…
Read More...

ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଜାତୀୟ ସମ୍ପାନ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଗତକାଲି ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ‘ଏପିଡେମିକସ୍‌ ଓ ପାଣ୍ଡେମିକସ୍‌ ଓ ଇତିହାସରୁ ଶିକ୍ଷା’ ଶୀର୍ଷକ ଉପରେ ଏକ ଜାତୀୟ ସ୍ଥରର ଅନ୍‌ଲାଇନ୍‌ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟରୁ…
Read More...

ଅଶୋକ ଚନ୍ଦନ ସ୍ମୃତି ଉଦ୍ଦେଶ୍ୟରେ ସାହିତ୍ୟ ଆସର

ପାଟଣାଗଡ଼, (ଗୋରେଖନାଥ ବରିହା) : ସୁନାମଧନ୍ୟ କବି, ଗାଳ୍ପିକ ଅଶୋକ ଚନ୍ଦନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭର୍‌ଚୁଆଲ୍‌ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ତପୋବନ, ଟିଟିଲାଗଡ଼ ତଥା ଅଶୋକ ଚନ୍ଦନ ସ୍ମୃତି ବ୍ୟାସ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ବିଶିଷ୍ଟ କବି ଗଜାନନ ମିଶ୍ର…
Read More...