Yearly Archives

2021

ବିଜେପିର ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ଦିବସରେ ଭାରତୀୟ ଜନତା ପାର୍ଟି ସାରା ଭାରତ ବର୍ଷରେ ବଳିଦାନ ଦିବସ ରୂପେ ପାଳନ କରି ଆସୁଛି । ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନକୁ ବିରୋଧ କରି ଡା ଶ୍ୟାମ…
Read More...

ଟୀକା ନେବା ପାଇଁ ବିଡିଓ ଗାଁକୁ ଗାଁ ବୁଲି ଲୋକଙ୍କୁ ବୁଝାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ମାଗଣାରେ ପ୍ରତିଷେଧକ ଟୀକା କୋଭିସିଲ ସରକାର ସର୍ବସାଧାରଣ ପାଇଁ ଉପଲବ୍ଧ କରୁଥିବା ବେଳେ ଲୋକେ ଟୀକା ନେବା ପାଇଁ ମଙ୍ଗୁ ନଥିବାରୁ ପାଇକମାଲ ବ୍ଲକ ବିଡିଓ ସୁରେନ୍ଦ୍ର ମେହେର ବୁଧବାର ବରତୁଣ୍ଡା ଗ୍ରାମପଞ୍ଚାୟତର…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ରହିଥିବା ସରକାରୀ ସୂତ୍ରରୁ କୁହାଯାଇଛି । ବଲାଙ୍ଗିର ବ୍ଲକରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲଟି ଅଞ୍ଚଳରୁ ୧୧ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ୨ଜଣ, ଗୁଡଭେଲା ବ୍ଲକରୁ ୨ଜଣ, ଖପ୍ରାଖୋଲ…
Read More...

ଚଟୁଅନକାରେ ଟୀକାକରଣ ଓ ସଚେତନତା

ତୁରେକେଲା, (କୈଳାଶ ସଗ୍ରିଆ) : ବହୁ ପ୍ରତୀକ୍ଷା ପରେ ଆଜି ତୁରେକେଲା ବ୍ଳକର ଚଟୁଅନକା ଗ୍ରାମ ପଞ୍ଚାୟତର କ୍ଳବ୍‌ ଗୃହରେ ୧୮ବର୍ଷରୁ ୪୪ବର୍ଷ ପର୍ଯ୍ୟନ୍ତ ବୟସର ବ୍ୟକ୍ତିମାନଙ୍କୁ କରୋନା ଟୀକା ପ୍ରଥମଥର ପାଇଁ ଦିଆଯାଇଥିଲା । ଲୋକମାନେ ଗୁଜବ ପାଇଁ ଟୀକାନେବାକୁ ଆଗଭର ହେଉନଥିବାରୁ ସଚେତନତା…
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଆନ୍ଦୋଳନ : ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦେଶବ୍ୟାପି ଚରଣବଦ୍ଧ ଆନ୍ଦୋଳନର ଡାକରା ଦିଆଯାଇଛି । ସେହି କ୍ରମରେ ଆଜି ପ୍ରଥମ ଚରଣରେ ଜିଲ୍ଲା କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...

ଦାରିଙ୍ଗବାଡିରେ ୱାଚଟାୱାର୍ ସହ ମିନିପାର୍କ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନ ଚୟନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶାର କାଶ୍ମୀର ତଥା ଭୂସ୍ୱର୍ଗ ଭାବେ ଦାରିଙ୍ଗବାଡ଼ି ପରିଚିତ । ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ଦାରିଙ୍ଗବାଡ଼ି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଶୀତଦିନ ହୋଇଗଲେ ଶୀତର ମଜା ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ…
Read More...

ତାଳଚେର ପୋଲିସକୁ ସଫଳତା

ତାଳଚେର : ତାଳଚେର ପୋଲିସ୍ ଆଜି ୪ ଜଣଙ୍କୁ ଗିରଫ କରିବା ସହିତ ରେମୁଆଁରୁ ଚୋରି ହୋଇଥିବା ସୁନାହାର, କାନଫୁଲ ଏବଂ ୪ ହଜାର ଟଙ୍କା ଜବତ କରିଛି । ପ୍ରକାଶ ଥାଉକି ଗତ ୧୭ ଜୁନରେ ରେମୁଆଁ ନୁଆ ସାହିର ସବିତା ସେନାପତି(୨୭) ଓ ତାଙ୍କ ସ୍ୱାମୀ ତୁଷାରକାନ୍ତ ସେନାପତି ଘର ତାଲା ପକାଇ କୋଭିଡ୍ ଟୀକା…
Read More...

ସୁନ୍ଦରଗଡ଼ ଜିଲ୍ଲା ସମନ୍ୱୟ ସମିତି ପକ୍ଷରୁ ଅଖଣ୍ଡଜପ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ : ବିଶ୍ଵବ୍ୟାପୀ କୋରନା ମହାମାରୀ ସଂକଟରୁ ସୁରକ୍ଷା କବଚ ପାଇବା ହେତୁ ୨୩/୦୬/୨୦୨୧(ବୁଧବାର) ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକ, ପଞ୍ଚାୟତ, ମହାନଗର, ସେକ୍ଟର ଅଞ୍ଚଳରେ ଥିବା ସମସ୍ତ ଶ୍ରଦ୍ଧାଳୁ ଗାୟତ୍ରୀ ପରିବାରର ପରିଜନ,…
Read More...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ : ବଲାଙ୍ଗିରରୁ ଯୋଗ ଦେଲେ ନରସିଂହ ଓ ଟୁକୁନି

ଅନୁଦାନ ଦେବାରେ ପଶ୍ଚିମ ଓଡିଶାକୁ ଅଣଦେଖା କରାନଯାଉ- ନରସିଂହମହାରାଣୀ ସାଗର, ଗନ୍ଧରେଲ ଓ ସୋନଗଡ ନଦୀ ବ୍ୟାରେଜ ଉପରେ କଲେ ଆଲୋଚନାପୌରପାଳିକାର ଡ୍ରେନେଜ୍‌ କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ନରସିଂହ, ଦାବୀ କଲେ ସ୍ୱତନ୍ତ୍ର ପ୍ୟାକେଜ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ…
Read More...

ରାୟଗଡା ଜିଲ୍ଲା ପ୍ରଶାସନ ପହଞ୍ଚିଲା ୪ ଅନାଥ ଶିଶୁଙ୍କ ପାଖରେ

ରାୟଗଡା : ଆଜି ରାୟଗଡା ଜିଲ୍ଲା ପ୍ରଶାସନ କରୋନା ସମୟରେ ଅନାଥ ହୋଇଯାଇଥିବା ୪ ଅନାଥ ଶିଶୁଙ୍କ ପାଖରେ ପହଞ୍ଚିଛି ବୋଲି ଖବର ମିଳିଛି । କରୋନା କବଳରେ ଆଜି ସାରା ବଶ୍ଵ ପ୍ରଭାବିତ । ଏହି ସମୟରେ କିଏ ବାପାଙ୍କୁ ହରାଇଛନ୍ତି ତ କିଏ ମା'ଙ୍କୁ ପୁଣି କିଏ ଉଭୟ ବାପା ମା'ଙ୍କୁ ହରାଇଥିବାର ଦୁୁଃଖଦ…
Read More...