csstore

ସୁନ୍ଦରଗଡ଼ ଜିଲ୍ଲା ସମନ୍ୱୟ ସମିତି ପକ୍ଷରୁ ଅଖଣ୍ଡଜପ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ : ବିଶ୍ଵବ୍ୟାପୀ କୋରନା ମହାମାରୀ ସଂକଟରୁ ସୁରକ୍ଷା କବଚ ପାଇବା ହେତୁ ୨୩/୦୬/୨୦୨୧(ବୁଧବାର) ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସମସ୍ତ ବ୍ଲକ, ପଞ୍ଚାୟତ, ମହାନଗର, ସେକ୍ଟର ଅଞ୍ଚଳରେ ଥିବା ସମସ୍ତ ଶ୍ରଦ୍ଧାଳୁ ଗାୟତ୍ରୀ ପରିବାରର ପରିଜନ, ସହଯୋଗୀ ଆତ୍ମୀୟ ଭାଇଭଉଣୀଙ୍କ ମିଳିତ ପ୍ରୟାସରେ ନିଜ ନିଜ ଘରେ ବାର ଘଣ୍ଟା ଅଖଣ୍ଡ ଜପରେ ଭାଗ ନେଇ ପୁଣ୍ୟ ଅର୍ଜନ କରନ୍ତୁ । ୧୨ଘଣ୍ଟା ମଧ୍ୟରୁ ଗୋଟିଏ ଘଣ୍ଟା ସପରିବାର ସହିତ ଅଖଣ୍ଡଜପରେ ନିଶ୍ଚିତ ଭାଗ ନେବା ପାଇଁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.