Yearly Archives

2021

କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୁନମ କହଁର ମନୋନୀତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ଜିଲ୍ଲା ମହିଳା ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି । ସେଥିମଧ୍ୟରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୁନମ କହଁର ମନୋନୀତ ହୋଇଛନ୍ତି । ଏହା ପୂର୍ବରୁ ସେ ଜିଲ୍ଲାର…
Read More...

କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଦରମା ଓ କେନ୍ଦୁପତ୍ର ତୋଳାଳିଙ୍କ ପତ୍ର ଖରିଦ୍‌ର ପଇସା ରଥଯାତ୍ରା ପୂର୍ବରୁ ଦେବାକୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ତୋଳାଳିମାନେ ଗତ ୨ ମାସ ହେଲା ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟ କେନ୍ଦୁପତ୍ର ବିଭାଗକୁ ବିକ୍ରି କରିଥିଲେ ମଧ୍ୟ ପଦ୍ମପୁର କେନ୍ଦୁପତ୍ର ଡିଭିଜନର ୫୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଟଙ୍କାଟିଏ ସୁଦ୍ଧା ସରକାର ଦେଇ ନାହାନ୍ତି ।…
Read More...

ଅଯୋଧ୍ୟା ବିକାଶ ଯୋଜନା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

• ଆଧ୍ୟାତ୍ମିକ କ୍ଷେତ୍ର, ବିଶ୍ବ ପର୍ୟ୍ୟଟନ କେନ୍ଦ୍ର ଏବଂ ଏକ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ଭାବେ ଅଯୋଧ୍ୟାର ବିକାଶ କରାଯିବ• ଅଯୋଧ୍ୟା ଆମ ପରମ୍ପରା ଓ ବିକାଶମୂଳକ ପରିବର୍ତ୍ତନର ଶ୍ରେଷ୍ଠତ୍ବକୁ ପ୍ରତିଫଳନ କରିବ : ପ୍ରଧାନମନ୍ତ୍ରୀ• ଅଯୋଧ୍ୟାର ମାନବୀୟ ଲୋକାଚାର ଭବିଷ୍ୟତର ମୌଳିକ…
Read More...

ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଆନ୍ତର୍ଜାତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) : ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ଆମ ସମାଜକୁ ନିଶା ଦ୍ରବ୍ୟର…
Read More...

ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତାଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନ୍ନିଧ୍ୟରେ ବଲାଙ୍ଗୀର ସେଣ୍ଟ୍ରାଲ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତା ମିଶ୍ର…
Read More...

ଦମୟନ୍ତୀ ବାଗ ହେଲେ ବଲାଙ୍ଗିର ବିଜେଡି ମହିଳା ଦଳର ଜିଲ୍ଲା ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ସୁପ୍ରିିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ତଥା ବିଶିଷ୍ଟ ବିଜେଡି ନେତ୍ରୀ ଶ୍ରୀମତୀ ଦମୟନ୍ତୀ ବାଗ ବଲାଙ୍ଗିର ବିଜେଡି ମହିଳା ଦଳର ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି । ଏଥିପାଇଁ ବିଜେଡି…
Read More...

ଏଆଇକେକେଏମ୍‌ଏସ୍‌ର କୃଷି ଓ ଗଣତନ୍ତ୍ର ବଞ୍ଚାଅ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମଗ୍ର ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଇତି ମଧ୍ୟରେ ୭ ମାସ ପୂରିଛି । ଏହି ଉପଲକ୍ଷେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଦିନଟିକୁ କୃଷି ଓ ଗଣତନ୍ତ୍ର ବଞ୍ଚାଅ ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକ୍‌ ଅଲ୍‌…
Read More...

ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକଙ୍କୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁତର ଉଚ୍ଚ ରକ୍ତଚାପ ତଥା ବ୍ରେନ୍‌ ଷ୍ଟ୍ରୋକ୍‌ (ମସ୍ତିଷ୍କ ଆଘାତ)ରେ ପୀଡ଼ିତ ହୋଇ ଡେଲାଙ୍ଗ ଓ କଣାସ ବ୍ଲକ୍‌ର ନିଉଜ୍‌-୭ ସାମ୍ବାଦିକ ଦୀପକ କୁମାର ମିଶ୍ର ଆଜିକୁ ୭ ଦିନ ଧରି ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।…
Read More...

ଯୁବ ସାମ୍ବାଦିକ ମନୋଜ ଜୈନଙ୍କୁ କରୋନା ଯୋଦ୍ଧା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନ୍ନିଧ୍ୟରେ ବଲାଙ୍ଗିର ସେଣ୍ଟ୍ରାଲ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତୁଷୁରା ସହରର ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ କରୋନା ଯୋଦ୍ଧା…
Read More...

ଆନ୍ତର୍ଜାତିକ ନିଶା ମୁକ୍ତି ଓ ଅବୈଧ ତସ୍କରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ପାଳନ କରି ଡେଲାଙ୍ଗ ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା, ଡଁପୁର ପକ୍ଷରୁ ଆନ୍ତର୍ଜାତିକ ନିଶା ମୁକ୍ତି ଓ ଅବୈଧ ତସ୍କରୀ ଦିବସ -୨୦୨୧ ଅବସରରେ ନିଶା ନିବାରଣ ସଚେତନତା କର୍ମଶାଳା ଅନୁଷ୍ଠିିତ ହୋଇଯାଇଛି । ଏଥିରେ ଆଭା…
Read More...