ଦମୟନ୍ତୀ ବାଗ ହେଲେ ବଲାଙ୍ଗିର ବିଜେଡି ମହିଳା ଦଳର ଜିଲ୍ଲା ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ସୁପ୍ରିିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ତଥା ବିଶିଷ୍ଟ ବିଜେଡି ନେତ୍ରୀ ଶ୍ରୀମତୀ ଦମୟନ୍ତୀ ବାଗ ବଲାଙ୍ଗିର ବିଜେଡି ମହିଳା ଦଳର ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି । ଏଥିପାଇଁ ବିଜେଡି ସୁପ୍ରିିମୋଙ୍କ ନିର୍ଦ୍ଦେଶକୁ ଜିଲ୍ଲା ବିଜେଡି ମହଲରେ ପ୍ରଶଂସା କରାଯାଇଥିବା ବେଳେ ନବ ମନୋନୀତ ଶ୍ରୀମତୀ ବାଗଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.