Yearly Archives

2021

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଅଧ୍ୟକ୍ଷଙ୍କୁ ଘେରାଉ ସହ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, (ତାପସ ଦାସ) : ଆଜି ଦିବା ୧୦ ଘଟିକା ସମୟରେ ଜିଲ୍ଲା କଂଗ୍ରେସର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପୋଲିସର ବେଆଇନ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ
Read More...

ଗଁଁନ୍ଦିଆ ପୋଲିସ ଓ ଶିଶୁ କଲ୍ୟାଣ କମିଟିର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ପାଖ କୁମ୍ଭରୁଣୀଭାଟି ଗ୍ରାମରେ ଏକ ବାଲ୍ୟ ବିବାହକୁ ଆଜି ବନ୍ଦ କରିଛି ସ୍ଥାନୀୟ ପୋଲିସ ଓ ଢେଙ୍କାନାଳ ଶିଶୁ ବିକାଶ କଲ୍ୟାଣ କମିଟି । ସଭ୍ୟ ସମାଜରେ ଅସଭ୍ୟ କାମ । ଲୋକମାନଙ୍କୁ ଯେତେ ସଚେତନ କଲେ
Read More...

ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସନ୍ତରଣ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୁବର୍ଣ୍ଣପୁରସ୍ଥିତ ନବ ନିର୍ମିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମା' ଝାଡେଶ୍ୱରୀ ମହାବିଦ୍ୟାଳୟ ଦ୍ବାରା ଆୟୋଜିତ ଏହି ସନ୍ତରଣ
Read More...

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ସ୍କୁଲ ଅଫ୍‌ ଆପଲାଏଡ୍‌ ସାଇନ୍ସ ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସେମିନାର କକ୍ଷରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଶକ୍ତି ସଂରକ୍ଷଣ ସଚେତନା ସଭା
Read More...

ହରିଶଙ୍କରଠାରେ ରେଡକ୍ରସ କର୍ମୀଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ହିଁ ଧର୍ମ, ସ୍ୱଚ୍ଛତା ହିଁ କର୍ମ, ସ୍ୱଚ୍ଛତା ହିଁ ସେବା ଭାବଧାରାକୁ ନେଇ ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସ ଓ ଜୁନିୟର ରେଡକ୍ରସ ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରସିଦ୍ଧ ଶୈବ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ
Read More...

କଂଗ୍ରେସ ଭବନରେ ପଶି ଛାତ୍ର ନେତାଙ୍କୁ ମାଡ ଘଟଣା : ଏସ୍‌ପି ଅଫିସ ସମ୍ମୁଖରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ

ମମିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ - ନରସିଂହପୋଲିସ କେବଳ ଭୁଲ ମାଗିଲେ ଚଳିବ ନାହିଁ, ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦିଆଯାଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଭବନରେ ପଶି ଛାତ୍ର ନେତାଙ୍କୁ ମାଡ ମାରିବା ଘଟଣାକୁ ନେଇ ଆଜି ଏସ୍‌ପି ଅଫିସ ସମ୍ମୁଖରେ
Read More...

ବିଶିଷ୍ଟ ସାମ୍ବାଦିକ ମନୋଜ ପାତ୍ରଙ୍କ ଦେହାନ୍ତ

ରାୟଗଡ଼ା, (କେପିଏନ୍‌ଏସ୍‌) : ରାୟଗଡ଼ାର ବିଶିଷ୍ଟ ସାମ୍ବାଦିକ ମନୋଜ ପାତ୍ର(୫୫)ଙ୍କ ଆଜି ସକାଳେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଭାବେ ସେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି
Read More...

ବଲାଙ୍ଗିର ମାଛ ବଜାରରେ ନୂତନ ଷ୍ଟଲ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ରୁଗୁଡିପଡ଼ା ଛକର ନୂତନ ମାଛ ବଜାର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରାଣା ପଞ୍ଚଦଶ ଅର୍ଥ କମିଶନରୁ ଦଶ ଲକ୍ଷ ବ୍ୟୟ ଅଟକଳରେ ନୂତନ ୨୬ ଗୋଟି ଷ୍ଟଲକୁ ଉଦ୍‌ଘାଟନ କରିଥିଲେ । ପୌର ନିର୍ବାହୀ
Read More...

ସଂପୂର୍ଣ୍ଣ ବାର୍ତ୍ତା ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ବୁରାଟସ୍ଥିତ ତାଲିମ କେନ୍ଦ୍ରଠାରେ ସଂପୂର୍ଣ୍ଣ ବାର୍ତ୍ତା ବ୍ଳକ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେବାଜଗତ ତରଫରୁ ରୋଶନାରା ମହାନ୍ତିଙ୍କ ପରିଚାଳନାରେ
Read More...

ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଋଣ ମେଳା ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଜୀବିକା ମିଶନ ଓ ମିଶନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ତରଫରୁ ୩ ଦିନିଆ ଋଣ ମେଳା କାର୍ଯ୍ୟକ୍ରମ ଚାଲୁରହିଛି । ବ୍ଲକ୍‌ରେ ମୋଟ ୧୬୦୦ ସ୍ଵଂୟ ସହାୟକ ଗୋଷ୍ଠୀ ଜଡ଼ିତ ରହିଥିବା ସୂଚନା ରହିଛି ଓ ଏହି ଋଣ ମେଳା ଆସନ୍ତା କାଲି ଯାଏଁ
Read More...