Yearly Archives

2021

ଆସୁଛେ ନୂଆଁଖାଇ, ହେଲେ ନେଇଁ ଥେବ୍‌ବାର୍ ତାଏଲ୍ କରୋନା : ହୁସିଆର୍ ହେବାକେ ପଡ୍‌ବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସୁଛେ କୋଶଲ୍ ବାହିର୍ ଶିଘା ତିହାର୍ ନୂଆଁଖାଇ । ଆଏବାର୍ ମାସର୍ ୧୧ ତାରିଖ୍ ଦିନେ ଫିଟିଛେ ଲଗନ୍ । ହେଲେ ନେଇଁ ଥେବ୍‌ବାର୍ ତାଏଲ୍ କରୋନା । ଏଭେ ବି କେନେ କେନତା କରୋନା ଉତ୍‌କୁଛେ । ଆମ୍‌କୁ ହୁସିଆର୍ ହେବାକେ ପଡ୍‌ବା । କରୋନା କଟ୍‌କନା କେ ମାନି କରି…
Read More...

ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ଓ ଚୂଡାନ୍ତ ପ୍ରକାଶନ ନିମନ୍ତେ ବୈଠକ

୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କ ଭୋଟର ତାଲିକାରେ ନାମ ସଂଯୋଗୀକରଣର ବ୍ୟବସ୍ଥାପନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଭୋଟରଙ୍କ ଫଟୋ ସହ ଭୋଟର ତାଲିକାର ସମସ୍ତ ତଥ୍ୟ ସମ୍ବଳିତ ପ୍ରକାଶନ…
Read More...

ସାମ୍ୟବାଦୀ ବିପ୍ଳବୀ ଜନନେତା ଯୁଧିଷ୍ଠିର ମିଶ୍ର

ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ପରାଧିନ ଭାରତର ଶେଷବେଳକୁ ବ୍ରିଟିସ ଶାସନ ଲୋକଙ୍କୁ ଅତିଷ୍ଠ କରିଦେଇଥିଲା । ଠିକ୍‌ ସେହିପରି ବ୍ରିଟିସ ଶାସନକୁ ଆୟୁଧକରି ଶାସନ କରୁଥିବା ଗଡଜାତରାଜ୍ୟମାନଙ୍କରେ ପ୍ରଜାଙ୍କୁ ଶୋଷଣ କରାଯାଉଥିଲା । ଠିକ୍‌ ସେହି ସମୟରେ ଓଡିଶାର କିଛି ଛାତ୍ରଙ୍କୁ ଏହା…
Read More...

ତାଲିକାଭୁକ୍ତ ଅଧିବକ୍ତାଙ୍କ ତିନିଦିନିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିରର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାଧିକରଣ ଅଧିନ ତାଲିମଭୁକ୍ତ ଅଧିବକ୍ତାଙ୍କ ଏକ ତିନି ଦିନିଆ ତାଲିମ ଶିବିର ଅନ୍‌ଲାଇନ୍‌…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୬୬୪କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୩୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

ସମାଜସେବୀଙ୍କ ଅକାଳ ବିୟୋଗ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିଖରପଲ୍ଲୀ ଗ୍ରାମର ନିରାକାର ପ୍ରଧାନ(୪୭)ଙ୍କ ଆଜି ହଠାତ୍‌ ପରଲୋକ ହୋଇଯାଇଛି । ତାଙ୍କର ଜଣେ ୨୦ବର୍ଷ ବୟସର ବିବାହିତା ଝିଅ ଓ ଜଣେ ୧୭ବର୍ଷର ପୁଅ ଥିବା ଜଣାଯାଇଛି । ସେ ଜଣେ…
Read More...

ବ୍ଳକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍କୁଲକୁ ପରିଦର୍ଶନ କରିବା ସହ ସ୍କୁଲର ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି ଟିଟିଲାଗଡ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ । ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବିଡିଓ ଦେବାଶିଷ ସାମଲ, କନିଷ୍ଠ…
Read More...

ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଖଣ୍ଡଦେଉଳି ହାଇସ୍କୁଲର ପୂର୍ବତନ ଶିକ୍ଷକ ତ୍ରିଲୋଚନ ତ୍ରିପାଠୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ…
Read More...

ପୁରୁଣା ମାଛବଜାର ସ୍ୱଭାବିକ ହେବ ବୋଲି ପ୍ରତିଶୃତି ଦେଲେ କର୍ତ୍ତୃପକ୍ଷ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଏକ ସପ୍ତାହ ଧରି ଛତ୍ରପୁର ମାଛ ବଜାରକୁ ନେଇ ଦେଖା ଦେଇଥିବା ବିବାଦ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ହସ୍ତକ୍ଷେପ ପରେ ତୁଟିଛି । ଘଟଣାରୁ ପ୍ରକାଶ ଯେ, ଛତ୍ରପୁର ସହରରେ ଥିବା ପୂରାତନ ମାଛ ବଜାରରେ ପୁରୁଷାନୁକ୍ରମେ ଛତ୍ରପୁର ଉପକଣ୍ଠ…
Read More...

ଫର୍ ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ସଂଗଠନ ଫାଇଟ୍ ଅନ୍ ରାଇଟ୍ ଏବଂ ଆମ ଓଡ଼ିଶା ପକ୍ଷରୁ ଯୁବ ସ୍ୱାଭିମାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ…
Read More...