pakka

ଆସୁଛେ ନୂଆଁଖାଇ, ହେଲେ ନେଇଁ ଥେବ୍‌ବାର୍ ତାଏଲ୍ କରୋନା : ହୁସିଆର୍ ହେବାକେ ପଡ୍‌ବା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସୁଛେ କୋଶଲ୍ ବାହିର୍ ଶିଘା ତିହାର୍ ନୂଆଁଖାଇ । ଆଏବାର୍ ମାସର୍ ୧୧ ତାରିଖ୍ ଦିନେ ଫିଟିଛେ ଲଗନ୍ । ହେଲେ ନେଇଁ ଥେବ୍‌ବାର୍ ତାଏଲ୍ କରୋନା । ଏଭେ ବି କେନେ କେନତା କରୋନା ଉତ୍‌କୁଛେ । ଆମ୍‌କୁ ହୁସିଆର୍ ହେବାକେ ପଡ୍‌ବା । କରୋନା କଟ୍‌କନା କେ ମାନି କରି ଚଲ୍‌ମା ।

Leave A Reply

Your email address will not be published.

2 × 4 =