Yearly Archives

2021

ବିଭିନ୍ନ ପ୍ରକଳ୍ପକୁ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ନିର୍ମାଣାଧିନ ତଥା ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଉପରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୯ଟି ଟୀକାକେନ୍ଦ୍ରରେ ୧୮ରୁ ଅଧିକ ବର୍ଷ ବୟସର ନାଗରିକଙ୍କୁ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୦୧/୧୦/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ତରଭା ଓ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ୧୯ଟି ବ୍ୟବସ୍ଥିତ ଟିକା
Read More...

ନୂଆପଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନା ଫେଲ : ସାଧାରଣରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : କେନ୍ଦ୍ର ଏବଂ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଅନେକ ଜନ ହିତକର ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏସବୁ ଯୋଜନା ନାମକୁ ମାତ୍ର ହୋଇ ରହିଯାଉଛି ବୋଲି ମତପ୍ରକାଶ
Read More...

ଦୁଇ ବାପ ଛେଉଣ୍ଡ ଝିଅ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ : ପାଇବେ ସରକାରୀ ସହାୟତା

କଳାହାଣ୍ଡି, (ପି. କେ. ସାହୁ) : ଭଗବାନଙ୍କ ବିଚିତ୍ର ନିୟମ । ଯେଉଁ ବୟସରେ ବାପା ମା'ଙ୍କ ସ୍ନେହ ଟିକେ ପାଇବା ପାଇଁ ଏକ କୋମଲମତି ଛୁଆ ସ୍ବପ୍ନ ଦେଖୁଥାଏ, ସେହି ସମୟରେ କିଛି ଛୁଆଙ୍କୁ ତାହା ମିଳିନଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ପ୍ରତାପପୁର ଗାଁରେ । ସୂଚନା
Read More...

ବଲାଙ୍ଗିର ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପ୍ରଶାସନ ତରଫରୁ ବଲାଙ୍ଗିର ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ, ବ୍ଲକ ଓ ଜିଲ୍ଲାସ୍ତରୀୟ ଶିଶୁମାନଙ୍କ
Read More...

ଅବସରପ୍ରାପ୍ତ କଲେଜ ହେଡକ୍ଲର୍କ ଲକ୍ଷ୍ମଣ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଡଙ୍ଗାଘାଟ ଗ୍ରାମ ଓ ଆଖପାଖ ଅଞ୍ଚଳର ବିଶିଷ୍ଟ ଶିକ୍ଷାପ୍ରେମୀ ତଥା ପଦ୍ମପୁର ଅଞ୍ଚଳ କଲେଜର ଅବସରପ୍ରାପ୍ତ ହେଡକ୍ଲର୍କ ଓ ମହିଳା ବିଦ୍ୟାଳୟ, ପଦ୍ମପୁର ଅବସରପ୍ରାପ୍ତ ହେଡକ୍ଲର୍କ ଲକ୍ଷ୍ମଣ ସାହୁଙ୍କ ଆଜି ସକାଳ ୯ ଘ. ୨୭ମି. ସମୟରେ ତାଙ୍କ
Read More...

ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

କନ୍ଧମାଳ, (କେପିଏନଏସ୍) : ଓଡ଼ିଶା ଉତ୍କଳ ସାମ୍ବାଦିକ ସଂଘର ଦ୍ୱିଦିବସୀୟ ରାଜ୍ୟ ସ୍ତରୀୟ ସମ୍ମିଳନୀ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡି ଠାରେ ଅନୁଷ୍ଠିତ ହୋଇଯାଇଅଛି । ସେପ୍ଟେମ୍ବର ୨୯ ଓ ୩୦ ତାରିଖ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମ ଦିନରେ ସଂଘର ସଦସ୍ୟମାନେ
Read More...

ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ରେଙ୍ଗାଳପତ୍ରା ଗାଁକୁ ନାହିଁ ରାସ୍ତା : ଭୋଟ ବର୍ଜନ କରିବାକୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳପତ୍ରା ଗ୍ରାମକୁ ନାହିଁ ପକ୍କା ରାସ୍ତା । ସୂଚନା ଅନୁସାରେ ଅଛରାଏ ବର୍ଷା ହେଲେ କାଦୁଅ ସରସର ରାସ୍ତାରେ ଯିବା
Read More...

କୋସଲି ଡେରାର କୋସଲି ସଂସ୍କୃତି ଦିନ୍‌ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଗ୍ରଣୀ କୋସଲି ସାହିତ୍ୟିକ ଅନୁଷ୍ଠାନ କୋସଲି ଡେରା ପକ୍ଷରୁ କୋସଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିବସ ଅବସରରେ କୋସଲି ସଂସ୍କୃତି ଦିନ୍‌ ପାଳିତ ହୋଇଯାଇଛି । ବୈଠକ ପୂର୍ବରୁ ମାଁ ପାଟଣେଶ୍ୱରୀଙ୍କ ମନ୍ଦିର ଠାରୁ ଏକ
Read More...

ପଦ୍ମପୁର ଅଞ୍ଚଳ କଲେଜରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ସଭାଗୃହରେ ମହାବିଦ୍ୟାଳୟର ପୂର୍ବତନ ତଥା ପ୍ରଥମ ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁଙ୍କ ବିୟୋଗରେ ଏକ ଶୋକସଭା ପାଳିତ ହୋଇଯାଇଛି । ଏହି ଶୋକସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ସ୍ବର୍ଗତ ସାହୁଙ୍କ ସ୍ମୃତିଚାରଣ
Read More...