Yearly Archives

2021

ଜର୍ଜଗଡରେ ଦୁର୍ଗାପୂଜା କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଆଜି ୨୨ ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ମାଆ ଭଉଣୀମାନେ ୧୦୮ କଳସରେ ପବିତ୍ର ପାଣି ନୃସିଂହନାଥ ଝରଣାରୁ ଆଣି ପୂଜା ମଣ୍ଡପରେ ସ୍ଥାପନ
Read More...

୭୮୮ ବର୍ଷର ସମୃଦ୍ଧ ପରମ୍ପରା : ଜରାସିଂହା ପାଟଖଣ୍ତା ଯାତ୍ରା

ଦେଓଗାଁ, (ମନିଷ କୁମାର ସାହୁ) : ଜରାସି˚ହାର ଇଷ୍ଟଦେବୀ ମା' ପାଟଖଣ୍ତାଙ୍କଠାରେ ପାଳିତ ହେଉଥିବା ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମା'ଙ୍କ ପାଟଖଣ୍ତା ଯାତ୍ରା ସବୁଠୁ ଅଧିକ ପ୍ରସିଦ୍ଧି ଲାଭ କରିଛି । ସମ୍ପୂର୍ଣ୍ଣ ଆଞ୍ଚଳିକ ପରମ୍ପରା ଓ ରୀତି ନୀତିରେ ପାଳିତ ହେଉଥିବା ଏକ ଉତ୍ସବ ସଠିକ ପ୍ରଚାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୧୨ ଓ ୧୧ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଇଁନ୍ତଲା ବ୍ଲକ ବହଲପଦର
Read More...

‘ଭାରତ ଏକ ହିନ୍ଦୁ ରାଷ୍ଟ୍ର ଅଟେ, ଥିଲା ଏବଂ ରହିବ’, ବିଜେପି ନେତାଙ୍କ ହୁଂକାର – ବର୍ତ୍ତମାନ…

ନୂଆଦିଲ୍ଲୀ : ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କହିଛନ୍ତି ଯେ, 'ଭାରତ ଏକ ହିନ୍ଦୁ ରାଷ୍ଟ୍ର ଅଟେ, ଥିଲା ଏବଂ ରହିବ'। କଂଗ୍ରେସକୁ ଟାର୍ଗେଟ କରୁଥିବା ବେଳେ ସେ ଏହା କହିଛନ୍ତି । ରବି କହିଛନ୍ତି ଯେ, କଂଗ୍ରେସ ପ୍ରଥମେ 'ଆପତ୍ତିଜନକ' ରାଜନୀତି କରିଥିଲା । ​​କିନ୍ତୁ ବର୍ତ୍ତମାନ
Read More...

କଂଗ୍ରେସ ଆରଜେଡିର ଗୁଲାମ୍‌ ନୁହେଁ, ସନ୍ଧ୍ୟା ସୁଦ୍ଧା ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯିବ : ଭକ୍ତ ଚରଣ ଦାସ

ପାଟନା : ବିହାରରେ ବିଧାନସଭା ଉପ-ନିର୍ବାଚନ ପାଇଁ ଦୁଇଟି ଆସନରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଏବଂ କଂଗ୍ରେସ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଦଳର ବିହାର ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏପରିକି କହିଛନ୍ତି ଯେ, କଂଗ୍ରେସ ଦଳ ବିହାରର ରାଷ୍ଟ୍ରୀୟ ଜନତା
Read More...

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର ନଁଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ (ସାହୁ) ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନୃସିଂହନାଥ ସ୍ଥିତ ସ୍ୱ-ଜାତୀୟ ଧର୍ମଶାଳାଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ
Read More...

ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ଜଣେ ଜେସିଓ ଓ ଚାରିଜଣ ସୈନିକ ଶହୀଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ରାଜୌରୀ ସେକ୍ଟରରେ ୫ ସୈନିକଙ୍କ ଶହୀଦ ହେବାର ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେନାର ଜଣେ ଜୁନିଅର କମିଶନ ଅଫିସର (ଜେସିଓ)ଙ୍କ ସମେତ ୫ ସୈନିକ ସହିଦ ହୋଇଛନ୍ତି । ଯେତେବେଳେ ସେନା ବାହିନୀ ରାଜୌରୀ ସେକ୍ଟରର ପୀର
Read More...

ଡଙ୍ଗାଘାଟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ଵେଚ୍ଛାସେବୀ ଚୂଡ଼ାମଣି ସାହୁ ଓ ଜଗଦୀଶ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ଗ୍ରାମବାସୀ ତଥା ବିର
Read More...

ସାଧାରଣରେ ଅଭିଯୋଗ : ଲୋକଙ୍କ ଆଶା ଭାଙ୍ଗୁଛି ପାଇକମାଲ ୟୁକୋ ବ୍ୟାଙ୍କ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଅଗ୍ରଣୀ ୟୁକୋ ବ୍ୟାଙ୍କ ଏହି ଅଞ୍ଚଳର ଲୋକମାନଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳର ଲୋକମାନଙ୍କର ଭରସା ବ୍ୟାଙ୍କ ଉପରେ ଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଫେରି ଯାଉଛନ୍ତି ବୋଲି
Read More...

ବରଗଡ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଦାବୀପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରା ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଉଦେଶ୍ୟରେ ବହୁସୁତ୍ର ଦାବୀ ଆଧାରିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଥିରେ ଆଗାମୀ ଦିନରେ ହେବାକୁ ଥିବା ଚତୁର୍ଥ ସେମିଷ୍ଟାର୍‌କୁ ଚାପ ଯୁକ୍ତ
Read More...