Yearly Archives

2021

ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ପଛୁଆ ବର୍ଗ (ଓବିସି)ପ୍ରସଙ୍ଗରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ରାଜନୈତିକ ଫାଇଦା ହାସଲ ପାଇଁ ପଛୁଆ ବର୍ଗଙ୍କୁ ଉପେକ୍ଷା କରାଯାଉଛି । ଏନେଇ ଜିଲ୍ଲାର ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୋମବାର ନୂଆପଡା ଜିଲ୍ଲା ପଛୁଆ ବର୍ଗର
Read More...

ମା’ ସମଲେଇ ଆଜି ମହାଗୌରୀ ବେଶରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ସମଲେଇ ଆଜି ମହାଗୌରୀ ବେଶରେ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି । ଆଜି ଦେବୀଙ୍କ ଅଷ୍ଟମ ଶକ୍ତିର ବେଶ ‘ମହାଗୌରୀ’ । ଏହି ଅବସରରେ ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ବିଭିନ୍ନ ଦେବୀ ପୀଠରେ ଦେବୀ ମହାଗୌରୀ
Read More...

ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା, ଯାତାୟାତ ପାଇଁ ନାହିଁ ରାସ୍ତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା କହିଲେ ନସରେ । କେନ୍ଦ୍ରକୁ ଯାତାୟାତ ପାଇଁ ରାସ୍ତା ଟିଏ ନଥିବା ପଡାବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଆଜିକୁ ଦୀର୍ଘଦିନ
Read More...

ତୁଳସୀନଗରରେ ଭାଇ ଜିଉଁନ୍ତିଆ ଓଷା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀନଗରରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭଉଣୀମାନେ ସାରା ନିର୍ଜଳା ଉପବାସ ରହି ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ତେବେ ଆସନ୍ତାକାଲି ସକାଳୁ ଭଉଣୀମାନେ ଭାଇମାନଙ୍କୁ ଦୁବ ଚାଉଳ ଉତାରିବା ପରେ
Read More...

ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଭାଇ ଜିଉଁନ୍ତିଆ ଓଷା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଆଜି ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀ ମାନଙ୍କର ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି । ଅଶ୍ୱନି ସପ୍ତମୀ ତିଥି ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ
Read More...

ଦଶହରା ଉପଲକ୍ଷେ କୋଶଲୀ ଚଳଚ୍ଚିତ୍ର ‘ସୁଖର ଘରେ ଦୁଃଖର ଝରିଆ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ଘ.୫ ସମୟରେ ଯାଦବ ଭବନ ବଲାଙ୍ଗିର ଠାରେ ଦଶହରା ଉପଲକ୍ଷେ ଏକ ସଚେତନ ଧର୍ମୀ କୋସଲି କ୍ଷୁଦ୍ର ଚଳଚ୍ଚିତ୍ର “ସୁଖର ଘରେ ଦୁଃଖର ଝରିଆ”ର ଉନ୍ମୋଚନ ହୋଇଯାଇଛି । ଆଜିର ଏହି ଉନ୍ମୋଚନ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ସମ୍ମାନିତ
Read More...

ଦୃଢ଼ ଇଛା ଶକ୍ତି ଓ ପ୍ରୟାସ ଆଗରେ ହାର ମାନିଲା ସଫଳତା : ଓଡିଶା ପ୍ରଶାସନିକ ସେବାରେ ଉତ୍ତୀଣ୍ଣ ହେଲେ ଚିତ୍ତରଂଜନ…

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଯେତେବେଳେ ଗ୍ରାଜୁଏସନ କରିବା ପାଇଁ ରେଳ ଯୋଗେ ରାୟଗଡା ଯାତ୍ରା କରୁଥିଲେ, ସେ ସମୟରେ ସମାଜର ଅବହେଳିତ ବର୍ଗଙ୍କ ଅବସ୍ଥା ଦେଖି ମନରେ ଏକ ଭାବନା ଜାତ ହୋଇଥିଲା । ସେମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ ସେଥିପାଇଁ ମନ ବ୍ୟଗ୍ର
Read More...

ମାଲପଡାରେ ଭାଇ ଜିଉଁନ୍ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାରେ ଭାଇ ଜିଉଁନ୍ତିଆ ବ୍ରତ ପାଳିତ ହୋଇଯାଇଛି । ଆଜି ସନ୍ଧ୍ୟା ସମୟରେ ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ଭଉଣୀମାନେ ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ଜଗତ ଜନନୀ ମା’ଙ୍କୁ ଆରଧନା କରିଛନ୍ତି ।
Read More...

ଶାନ୍ତିପଡାରେ ପାଳିତ ହେଲା ଭାଇ ଜିଉଁନ୍ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡାରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଆଜି ସନ୍ଧ୍ୟା ସମୟରେ ଭାଇମାନଙ୍କ ଦୀର୍ଘାୟୁଷ କାମନା କରି ଭଉଣୀମାନେ ମା’ ଦୁର୍ଗାଙ୍କୁ ପୂଜା କରିଛନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ଜଗତ ଜନନୀ ମା’ଙ୍କୁ ଆରଧନା କରିଛନ୍ତି । ହିନ୍ଦୁ
Read More...

ଛତ୍ରପୁରର ନୂଆଁ ଥାନାଅଧିକାରୀଙ୍କ ଦୃଢ଼ତା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ନୂଆଁ ଥାନା ଅଧିକାରୀଙ୍କ ଯୋଗଦାନ ପରେ ଆଇନଶୃଙ୍ଖଳା ଉପରେ ବିଶେଷ ଧ୍ୟାନଦେଇ ଜୁଆ ଆଡ୍ଡା, ଚୋରୀ, ଡକାୟତିଙ୍କୁ ଦମନ କରିବାରେ ସିଦ୍ଧହସ୍ତ ହୋଇଛନ୍ତି । ଥାନାବାବୁଙ୍କ ଏହି ଦୃଢ଼ତା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଲାଗିଛି । ପ୍ରକାଶ
Read More...