Yearly Archives

2021

୧୩ତମ ସୁଜିତ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ କ୍ୱାଟର ଫାଇନାଲରେ ରତାଖଣ୍ଡିକୁ ୫ ରନ୍‌ରେ ହରାଇଲା…

 ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଗୁଡ଼ଭେଳା ବ୍ଲକ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସରଗଡାରେ ୧୩ତମ ସୁଜିତ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ସାଗରପାଲିକୁ ବଡଙ୍ଗୋମୁଣ୍ଡା ଦଳ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦାବକାନିକୁ ରତାଖଣ୍ଡି ହରାଇଥିଲା
Read More...

ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ୪୧ଦିନରେ : ସମଗ୍ର ଓଡ଼ିଶା କୃଷି ଭିତ୍ତିକ ଶିଳ୍ପ କାର୍ଯ୍ୟକ୍ଷମ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସରୁ ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳରେ ହେଉଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଭିଆଇପି ତରଫରୁ ଅନିଶ୍ଚିତ କାଳୀନ ଧାରଣା ଆଜି ୪୧ଦିନରେ ପହଞ୍ଚିଛି । ମଙ୍ଗଳବାର ଦିନ ଏହି ଧାରଣା ସ୍ଥାନ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ବ୍ରାହ୍ମଣୀପାଲିରେ ଅଖିଳ ଭାରତୀୟ ସଚେତନତା ଏବଂ ପ୍ରାଧିକରଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୦ଟା ସମୟରେ ଉଡାର ପଞ୍ଚାୟତ ବ୍ରାହ୍ମଣୀପାଳିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ତରଫରୁ ଏକ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା । ଏହା ଅଖିଳ ଭାରତୀୟ ସଚେତନତା ଏବଂ ପ୍ରାଧିକରଣ କାର୍ଯ୍ୟକ୍ରମ ଆଜାଦିର ୭୫ତମ ସ୍ୱାଧୀନତା ଉପଲକ୍ଷେ
Read More...

କୋଭିଡ-୧୯ ପାଇଁ ପୁଣି ଫିକା ପଡିଲା ଦୁର୍ଗାପୂଜା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗ୍ରାମରେ ଆଜି ମାଁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ମାଁ ମୃଣ୍ମୟୀ ଦେବୀଙ୍କ ମହାଶପ୍ତମୀ ପୂଜାରେ କର୍ତ୍ତା ଭାବେ ଖପ୍ରାଖୋଲ ଗ୍ରାମର ଛାୟାକାନ୍ତ ବାରିକ ଓ ତାଙ୍କ ଧର୍ମପତ୍ନୀ ରୁବି ବାରିକ ଦାୟିତ୍ୱ ତୁଲାଉଛନ୍ତି । ସବୁ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୯ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ସୋନପୁର, ଉଲୁଣ୍ଡା ଓ
Read More...

ଡାକ୍ତର ଶଙ୍କର ରାମଚନ୍ଦାନୀ ସତ୍ୟରମ୍ଭା ସମ୍ମାନରେ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ଦିନିକିଆ ସତ୍ୟରମ୍ଭା ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ କରମଚାନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ
Read More...

ୱାର୍ଡ ନଂ.୨୦ରେ ବିକାଶର ଚିତ୍ର ଧୂମିଳ : ନାଁ ସୁଧୁରୁଛି ରାସ୍ତା, ପିଇବା ପାଣି ଅବସ୍ଥା, ନା ଉଠୁଛି ମଇଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଲେସଲାଇନ ୱାର୍ଡ ନଂ.୨୦ବାସିନ୍ଦା ବିଭିନ୍ନ ଅସୁବିଧା ଦେଇ ଗତି କରୁଛନ୍ତି । ଅଂଚଳର ସମସ୍ତ ରାସ୍ତା ଦିନକୁ ଦିନ ଖରାପ ହୋଇ ବସୁଥିବା ବେଳେ ଦୈନନ୍ଦିନ ପିଇବା ପାଣି ଯୋଗଣ ହେଉନାହିଁ । ଏପରିକି ଅଂଚଳର ମଇଳା ଆବର୍ଜନ ପୌରପାଳିକା ଦ୍ୱାରା ଉଠା ଯାଉ ନଥିବା
Read More...

ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଳାକାର ସଂଘର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ “ପଞ୍ଚମ” ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ସଂଘର ସଭାପତି ନାଟ୍ୟକାର ଅବଦୁଲ ଜମାଲ ଖାନ । ବିଗତ ଦିନରେ କରୋନା ମହାମାରୀ ତଥା ଅନ୍ୟାନ୍ୟ କାରଣରୁ
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ର ଠାରେ ବିଶ୍ୱ ମାନିସକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ନିର୍ଦ୍ଦେଶକ ସୂର୍ଯ୍ୟମଣୀ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ
Read More...

କୋଶଲୀ ଚଳଚ୍ଚିତ୍ର ‘ସରଗପୁରେ ନୂଆଁଖାଇର ଚିନ୍ତା’ ମୁକ୍ତିଲାଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଲ୍ୟାଣ ମଣ୍ଡପ ଠାରେ ବୁଲୁ ବଗର୍ତ୍ତିଙ୍କ ନିର୍ଦ୍ଦେଶନାରେ ବିବେକାନନ୍ଦ ନାଟ୍ୟ ସଂସଦ (ଆମର କଳାକାର)ର କାର୍ଯ୍ୟକର୍ତା ମାନଙ୍କ ଦ୍ଵାରା 'ସରଗପୁରେ ନୂଆଁଖାଇର ଚିନ୍ତା' ଫିଲ୍ମର ଶୁଭ ମୁକ୍ତି ଲାଭ ହୋଇଯାଇଛି । ମୁଖ୍ୟ
Read More...