Yearly Archives

2021

୩ଟି ପଞ୍ଚାୟତ ବୁଲି ବିଜୁସ୍ୱାସ୍ଥ୍ୟ ବୀମା କାର୍ଡ ବାଣ୍ଟିଲେ ରୁଦ୍ରପ୍ରତାପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଖେଲାଉର, ଅରିଶଲ ଓ ସୁଜନପୁର ଆଦି ୩ଟି ପଞ୍ଚାୟତ ଗସ୍ତ କରି ସୋମବାର ଦିନ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ହିତାଧିକାରୀମାନଙ୍କୁ ବିଜୁସ୍ୱାସ୍ଥ୍ୟ ବୀମାକାର୍ଡ ବିତରଣ କରିଛନ୍ତି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ସେବା
Read More...

ବିଦ୍ୟୁତ ବିଭାଗର ଖାମଖିଆଲି କାମ ଯୋଗୁଁ ଅକାରଣରେ ଚାଲିଗଲା ନିରୀହ ଶିଶୁର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର ଭୁଲ କାମ ଯୋଗୁଁ ଅକାରଣରେ ଚାଲିଗଲା ସାତ ବର୍ଷର ଝିଅର ଜୀବନ । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଜନକେଡା ଗ୍ରାମର ଜଣେ ସାତ ବର୍ଷର ଶିଶୁକନ୍ୟା ଖେଳୁଥିବା ସମୟରେ ଘର ସମ୍ମୁଖରେ ଥିବା ଇଲେକ୍ଟ୍ରିପୋଲ
Read More...

ପୁଢୋଖାର ଗାଁରୁ ଜମଲା ଯାଇଥିବା ରାସ୍ତା କେବେ ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତ ଅଧିନରେ ଥିବା ପୁଢୋଖାର ଗାଁରୁ ଜମଲା ଯାଇଥିବା ରାସ୍ତା ଅତି ଶୋଚନୀୟ ହୋଇପଡିଛି । ସେଇ ରାସ୍ତା ଦେଇ ୪ ଖଣ୍ଡ ଗାଁ ଲୋକେ ଯିବା ଆସିବା କରୁଛନ୍ତି । ଜମଲା ପାଖରେ ସୋମବାର ଦିନ ବଜାର ବସିଥାଏ ।
Read More...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ
Read More...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବରଗଡ଼, (ନିରୋଜ କୁମାର ପାଣୀ) : ପାର୍ବଣ ଋତୁରେ ସାରା ଅଞ୍ଚଳ ଚଳଚଞ୍ଚଳ ଥିବା ବେଳେ ବରଗଡ଼ ତୁରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସୂଚନା ମୁତାବକ ଆଜି ସକାଳ ଭୋର ୫ଟା ସମୟରେ ତୁରା ପ୍ରଧାନ ଟିକ୍ରାରେ ଥିବା ରୁଗୁଡିବନ୍ଧକୁ ସେହି ଗ୍ରାମର ଦେବାନନ୍ଦ ସାହୁ(୩୫) ଓ ତାଙ୍କ ସ୍ତ୍ରୀ
Read More...

ବାରମ୍ବାର ଅନୁରୋଧ ସତ୍ତ୍ୱେ ହେଲାନି ଯୋଖିପାଲି ତଲିପଡ଼ା ଡ୍ରେନ : ପଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମର ଜଗନ୍ନାଥ ମନ୍ଦିର ତଳିପଡାରେ ଥିବା ଡ୍ରେନ ଅନେକ ରୋଗର ବାହକ ସାଜିଛି ଯାହା ଫଳରେ ପ୍ରତିବର୍ଷ ପଡ଼ାବାସୀ ହଇଜା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଭିଯୋଗ
Read More...

ବ୍ୟବସାୟୀ ଗୋପାଳ ଦାସ ଅଗ୍ରୱାଲଙ୍କ ଧର୍ମପତ୍ନୀଙ୍କ ବିୟୋଗ

ଟିଟିଲାଗଡ଼, ( ଅଜିତ କୁମାର ସାହୁ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଦାସ ଅଗ୍ରୱାଲ (ଠିକାଦାର ପଡ଼ା) ନିବାସୀଙ୍କ ଧର୍ମପତ୍ନୀ ଦେବକୀ ଅଗ୍ରୱାଲଙ୍କ ବିଳମ୍ବିତ ରାତ୍ରିରେ ହୃଦଘାତ ଯୋଗୁଁ ବିୟୋଗ ହୋଇଥିବା ସୂଚନା ମଳିଛି । ୭୦ ବର୍ଷୀୟ ଦେବକୀ ତାଙ୍କ ପଛରେ ସ୍ୱାମୀ, ପୁତ୍ର
Read More...

ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବମଞ୍ଚ ତରଫରୁ ଗାଁ ସଫେଇ ଅଭିଯାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବମଞ୍ଚ ତରଫରୁ ଯୁବମଞ୍ଚର ଆବାହକ ବନମାଳୀ ନାଏକଙ୍କ ଆହ୍ଵାନ କ୍ରମେ ଯୁବମଞ୍ଚର ଶତାଧିକ ସଦସ୍ୟଙ୍କ ମିଳିତ ସହଯୋଗରେ ଗାଁର ପ୍ରତ୍ୟେକ ୱାର୍ଡକୁ ଯାଇ ପଡିଥିବା ଅଳିଆ ଆବର୍ଜନା, ଲଟା ବୁଦା ସଫା କରିବା ସହ
Read More...

କେରମେଲି ପଞ୍ଚାୟତରେ ସରପଞ୍ଚ ଆସନକୁ ସଂରକ୍ଷଣ ପଛୁଆ ବର୍ଗ କରିବା ପାଇଁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨ ଟି ପଞ୍ଚାୟତରେ ସଂରକ୍ଷଣ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କେରମେଲି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବରୁ ଅନୁସୂଚିତ ଜାତି ମହିଳା ଥିବା ବେଳେ ଏହାକୁ
Read More...

ପାଟଣାଗଡ଼ ପ୍ରସିଦ୍ଧ ବଏଲ୍‌ ଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ : ୧୪୪ ଧାରା ଜାରି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ର ପ୍ରସିଦ୍ଧ ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଟଣାଗଡ଼ରେ ଆସନ୍ତା ୧୩ ଓ ୧୪ ତାରିଖ
Read More...