Yearly Archives

2021

ରାଜ୍ୟରେ ଆଉ ୬୧୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରେ ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଣ୍ଟାଇନ୍‌ କେନ୍ଦ୍ରରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୮ଟି ଲୋକାଲ କେସ୍‌ ରହିଛ । ୬୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୬୮ ଜଣ ପିଲା ଚିହ୍ନଟ
Read More...

୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫ ଜଣ ବେପାରୀଙ୍କୁ ଗିରଫ କଲା ଏସଟିଏଫ୍

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବଳିଆପଣ୍ଡା ବାଇପାସ ଅଂଚଳରୁ ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫ ଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ୍ ବୋଲି ଖବର ମିଳିଛି । ଗିରଫ ୫ ଜଣ ବେପାରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ଜବତ ୨୫୦ ଗ୍ରାମ୍ ବ୍ରାଉନସୁଗାରର
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୬୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଜଗତସିଂହପୁର, ଯାଜପୁର, ସୁନ୍ଦରଗଡ଼
Read More...

ପଦ୍ମପୁର ଟାଉନ କ୍ଲବ ଠାରେ ସ୍ୱର୍ଗତଃ ପର୍ଶୁରାମ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଠାରେ ପଦ୍ମପୁରର କଳିଙ୍ଗ ଗ୍ରୁପର ପ୍ରତିଷ୍ଠାତା ତଥା ସମାଜସେବୀ ସ୍ୱର୍ଗତଃ ପର୍ଶୁରାମ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଗତ ତା ୫/ ୧୦/୨୦୨୧ ମଙ୍ଗଳବାର ରାତିରେ
Read More...

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଛୋଟ ଶିଶୁ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ଏକ ନିଖୋଜ ଶିଶୁକୁ ଉଦ୍ଧାର କରି ତାର ମା'ବାପାଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମଳିଛି । ସୂଚନା ଯୋଗ୍ୟ ଯେ, କଣ୍ଟାବାଞ୍ଜି ରେଳଷ୍ଟେସନରେ ଛୋଟ ଶିଶୁଟିଏ କାନ୍ଦୁଥିବା ଦେଖି ସମାଜସେବୀ ଆଶିଷ ଜୈନ ଜୁନିୟର ରେଡକ୍ରସ
Read More...

ସଚେତନତା ଭିତ୍ତିକ ସର୍ଟ ଫିଲ୍ମ କରି ଚର୍ଚ୍ଚାରେ ବିଶ୍ୱନାଥ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ସର୍ଟ ଫିଲ୍ମ କରି ଚର୍ଚ୍ଚାରେ ଅଛନ୍ତି ନବରଙ୍ଗପୁରର ଯୁବକ । ଫିଲ୍ମ ପୁଣି ନିର୍ମାଣ ହୋଇଛି କୋରାପୁଟିଆ ଦେଶୀଆ ଭାଷାରେ । ମାତ୍ର ୨୩ବର୍ଷ ବୟସରେ ୫୦ରୁ ଅଧିକ ସଚେତନ ଧର୍ମୀ ଫିଲ୍ମ କରି ପ୍ରଶଂସା ସାଉଁଟୁଛନ୍ତି ନବରଙ୍ଗପୁର ଜିଲ୍ଲା ଦୁରାଗାଁର ବିଶ୍ୱନାଥ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି । ସ୍ଥାନୀୟ ଶାନ୍ତିପଡା ସ୍ଥିତ ସିଆର୍‌ପିଏଫ୍‌ ମୁଖ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଜନଜୀବନ ପାଇଁ ଲାଭଦାୟକ
Read More...

ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ପରିସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ରେ ଜଡ଼ିତ ସ୍ଵେଚ୍ଛାସେବୀ ଚୂଡ଼ାମଣି ସାହୁ ଏବଂ ଜଗଦୀଶ
Read More...

ସ୍ୱୟଂସେବକ ସଚିକାନ୍ତ କାଲସାଏଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଧାରାଣୀପଡା ନିବାସୀ ସ୍ୱୟଂସେବକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ, ପୂର୍ବତନ ଶିକ୍ଷା ବିକାଶ ସମିତି କାର୍ଯ୍ୟକର୍ତ୍ତା ତଥା ବଲାଙ୍ଗିର ସହଜିଲ୍ଲା ସଂଘଚଳକ ସଚିକାନ୍ତ କାଲସାଏଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ୧୯୫୭ ଫେବୃୟାରୀରେ ଜନ୍ମଗ୍ରହଣ
Read More...

ଗାଡି ଚଢାଇ ୭ ଜଣ କୃଷକଙ୍କ ସହ ଜଣେ ସାମ୍ବାଦିକଙ୍କୁ ହତ୍ୟାର ପ୍ରତିବାଦରେ ଆନ୍ଦୋଳନ ଜାରି : ଆମ୍‌-ଆଦମୀ ପାର୍ଟି ପକ୍ଷରୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୩ ତାରିଖରେ ଉତ୍ତର ପ୍ରଦେଶର ଲଖିମ୍‌ପୁର କ୍ଷେରୀ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ନିରୀହ କୃଷକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ କୃଷକ ଆନ୍ଦୋଳନର ୭ ଜଣ କୃଷକ ଏବଂ ଜଣେ ସାମ୍ବାଦିକ ମୃତ୍ୟୁ ବରଣ
Read More...