Yearly Archives

2021

ମା’ ମାଣିକେଶ୍ୱରୀ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ : କଟକଣା ସତ୍ତ୍ୱେ ଶ୍ରଦ୍ଧାଳୁ ସାମିଲ, ହଜାର ହଜାର ବଳି…

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗତକାଲି ନିଶାର୍ଦ୍ଧରେ ମନ୍ଦିର ପରିସରରେ ପୋଢ଼ ବଳି ପରେ ଆଜି ସକାଳୁ ସହର ଜେନାଖାଲରୁ ମା'ଙ୍କ ଛତର ମନ୍ଦିରକୁ ଆସିଥିଲା । ଲୋକନୃତ୍ୟ ଓ
Read More...

ଗାନ୍ଧୀପାଠାଗାର ପୂଜା ମଣ୍ଡପ ଟିକ୍ରାପଡାରେ ମା’ ଦୁର୍ଗାଙ୍କ ସନ୍ଧିପୂଜା ଓ ନବମୀ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡାରେ ମା’ ଦୁର୍ଗାଙ୍କ ସନ୍ଧିପୂଜା ଓ ନବମୀ ପୂଜା ବୁଧବାର ରାତ୍ର ଘ.୭ରୁ ଆରମ୍ଭ ହୋଇଯାଇଛି । ମା’ଙ୍କର ସନ୍ଧିପୂଜାରେ କୋଭିଡ୍‌ ନିୟମ ମାନି ସମସ୍ତେ ଉପସ୍ଥିତ ଥିଲେ । ଗତ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୩୯ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ସୋନପୁର, ଉଲୁଣ୍ଡା ଓ
Read More...

ସମ୍ବାଦିକ ସୁଧୀର ମିଶ୍ର ପାଇଲେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଦେଶରେ ବଣ ଜଙ୍ଗଲ ଓ ପ୍ରାଣୀଙ୍କ ସୁରକ୍ଷା ଦିଗରେ ଜନସାଧାରଣଙ୍କୁ ସଚେତନତା ପୂର୍ବକ ବନ୍ୟପ୍ରାଣୀ ସପ୍ତାହ ପାଳିତ କରାଯାଇଛି । ଜିଲ୍ଲା ବନଖଣ୍ଡ ତଥା ଉପଖଣ୍ଡିୟ ବନଖଣ୍ଡ ଦ୍ୱାରା ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷାକୁ
Read More...

ଚାଲିଗଲେ ଅଭିଜିତ

ସୋନପୁର, (ପ୍ରଭୁଦତ୍ତ ରଥ) : ଚାଲିଗଲେ ଅଭିଜିତ ପୂଜାରୀ । ଗତକାଲି ରାତି ୯ ଟା ବେଳେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହେଉଥିଲା । ସେ ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକାର ନିବାସୀ । ସେ ଦିଲ୍ଲୀରେ ପ୍ରସ୍ତୁତି କରୁଥିଲେ । ତାଙ୍କର ବିୟୋଗରେ
Read More...

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ନୃସିଂହନାଥରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲର ନୃସିଂହନାଥ ମନ୍ଦିର ପରିସରରେ ଆଜି କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ନେହେରୁ ଯୁବ କେନ୍ଦ୍ର ବରଗଡର ସ୍ୱେଛାସେବୀମାନେ ପ୍ଲାଷ୍ଟିକ ଓ ଆବର୍ଜନା ସଫା କରିଥିଲେ ।
Read More...

ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଉତ୍ତରପ୍ରଦେଶ ଲଖିମ୍‌ପୁର ଖେରି ଅଞ୍ଚଳରେ ଚାଷୀଙ୍କ ପ୍ରତି ହୋଇଥିବା ବର୍ବରକାଣ୍ଡ ଘଟଣାର ପ୍ରତିବାଦରେ ଆଜି ବରଗଡ଼ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ପକ୍ଷରୁ ସହିଦ ଚାଷୀଙ୍କୁ କ୍ୟାଣ୍ଡେଲ
Read More...

ଭାଇ ହାତରେ ଭଉଣୀର ଜିଉଁନ୍ତିଆ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଗତ ଜନନୀ ଦୁର୍ଗାଙ୍କର ମହା ସପ୍ତମୀ ନୀତି ପୂଜା ମଣ୍ଡପମାନଙ୍କରେ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀମାନଙ୍କର ମଧ୍ୟରେ ନୂତନ ଉତ୍ସାହ
Read More...

ପାଇକମାଲ ଦୁର୍ଗାପୂଜା ଏକ ଅନନ୍ୟା ପରମ୍ପରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗାପୂଜା ଯାହାକି ନଅ ଦିନଧରି ଚାଲିଥାଏ । ତାହାର ବୈଶିଷ୍ଠ୍ୟ ପରମ୍ପରା ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ମନ୍ଦିର ସହିତ ଜଡିତ । ବିନ୍ଧ୍ୟବାସିନୀ ମନ୍ଦିର ଓ ପାଇକମାଲ ଗ୍ରାମର ଗୌନ୍ତିଆଙ୍କ ପୂଜାବିଧି କେଉଁ କାଳରୁ ଚାଲି ଆସୁଅଛି । ତାହା ଏକ
Read More...

ପ୍ରଧାନ ଶିକ୍ଷକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କୁଠାରପାଲି ଗ୍ରାମର ପ୍ରହଲ୍ଲାଦ ଦାଶ(୫୭)ଙ୍କ ଶବ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ପ୍ରହଲ୍ଲାଦ ଦାସ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ।ତାଙ୍କର ଚାକିରୀ କାଳରେ ସେ ଅମ୍ବାଭୋନା ୟୁପି ସ୍କୁଲରେ ଦୀର୍ଘ ୨୨ବର୍ଷ
Read More...