pakka

୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫ ଜଣ ବେପାରୀଙ୍କୁ ଗିରଫ କଲା ଏସଟିଏଫ୍

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ବଳିଆପଣ୍ଡା ବାଇପାସ ଅଂଚଳରୁ ୨୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୫ ଜଣ ବେପାରୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ୍ ବୋଲି ଖବର ମିଳିଛି । ଗିରଫ ୫ ଜଣ ବେପାରୀଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ଜବତ ୨୫୦ ଗ୍ରାମ୍ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା । ସେମାନଙ୍କଠାରୁ ଗୋଟିଏ ବାଇକ, ଗୋଟିଏ କାର୍ ଓ ୧୧ଟି ମୋବାଇଲ ଜବତ କରାଯାଇଛି । ନଗଦ ୫ ହଜାର ଟଙ୍କା ଓ ୨ଟି ଏଟିଏମ କାର୍ଡ ମଧ୍ୟ ଜବତ ହୋଇଛି ।

Leave A Reply

Your email address will not be published.

five × five =