Yearly Archives

2021

ଭରତବାହାଲରେ ନିଜ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଥାନାରେ ଆତ୍ମସମର୍ପଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମରେ ଜଣେ ସ୍ଵାମୀ ନିଜ ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ଭରତବାହାଲ ଗ୍ରାମର ପଞ୍ଚୁ ନାଏକ (୨୫) ଗତ
Read More...

ପଦ୍ମପୁର ବ୍ଲକ କର୍ମଚାରୀଙ୍କ ଅପାରଗତା ପାଇଁ ନଦୀ ପାଣି ପିଇ ଜୀବନ ବିତାଉଛନ୍ତି ଗଡ଼ଭାଟି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ପଞ୍ଚାୟତ ଅନ୍ତର୍ଗତ ଗଡ଼ଭାଟି ଗ୍ରାମରେ ଲାଗି ରହିଛି ପାଣି ସମସ୍ୟା । ସୂଚନା ଅନୁସାରେ ଗାଁରେ ଦୁଇଟି ୱାର୍ଡରେ ଥିବା ୯୦୦ରୁ ଅଧିକ ଲୋକେ ଏଠାରେ ବସବାସ କରନ୍ତି । ଗାଁରେ ଥିବା ନଳକୂପମାନଙ୍କ ମଧ୍ୟରୁ କେବଳ ଦୁଇଟି ନଳକୂପ ଚାଲୁଛି ।
Read More...

ଓୟୁଜେ ପକ୍ଷରୁ ସାମ୍ବାଦିକ ଡ଼ମ୍ବରୁଧରଙ୍କୁ ଚେକ୍ ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବାର୍ଦ୍ଧକ୍ୟଜନିତ କାରଣ ଯୋଗୁଁ ଅସୁସ୍ଥ ଥିବା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ୍‌ ବରଗଡ଼(ଜାବ) ପ୍ରତିଷ୍ଠାତା ସଦସ୍ୟ ଡ଼ମ୍ବରୁଧର ରଣାଙ୍କୁ ଓଡ଼ିଶା ୟୁନିଅଫ୍ ଜର୍ଣ୍ଣାଲିଷ୍ଟ(ଓୟୁଜେ) ପକ୍ଷରୁ ସହାୟତା ରାଶିର ଚେକ ପ୍ରଦାନ କରାଯାଇଛି । ଜାବର ବରିଷ୍ଠ ସଭ୍ୟ
Read More...

ଓଡ଼ିଆ ପୁଅ ପ୍ରଶାନ୍ତଙ୍କ ପ୍ରଚେଷ୍ଟାରେ ଦୁବାଇରେ ‘ଆମର୍ ସାହିତ୍ୟ’ ୱେବ୍ ସାଇଟ୍ ଲୋକାର୍ପିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଇତି ମଧ୍ୟରେ ବିଜୟା ଦଶମୀ ଦିନ ଲୋକାର୍ପିତ ହୋଇ ଯାଇଛି 'ଆମର୍ ସାହିତ୍ୟ' ୱେବ୍ ସାଇଟ୍ । ଦୁବାଇରେ ରହୁଥିବା ପ୍ରଶାନ୍ତ ମେହେରଙ୍କର ପ୍ରଚେଷ୍ଟାରେ ଓ ଅନ୍ୟାନ୍ୟ ଉଦ୍ୟମୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ୱେବ୍ ସାଇଟ୍ ତିଆରି ହୋଇ କବି, ଲେଖକ, ପାଠକ ଓ
Read More...

ବିସିଏ ପରୀକ୍ଷାରେ ଇମ୍ପେରିଆଲ କଲେଜର ସଫଳତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିସିଏ ସ୍ନାତକ ପରୀକ୍ଷାରେ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜର ତିନିଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇଛନ୍ତି । ଏଞ୍ଜେଲ ବେହେରା ୮୬•୩୭% ସପ୍ତମ ସ୍ଥାନ, ଅଙ୍କିତ ନାଗ ୮୬•୧୧% ଅଷ୍ଟମ ସ୍ଥାନ
Read More...

ପେନ୍‌ସନ୍‌ ଭୋଗୀଙ୍କ ଅଧିବେଶନ ଏବଂ ବ୍ରହ୍ମପୁର ଡାକ-ମଣ୍ଡଳର ଡାକ ସପ୍ତାହ ପାଳନ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡାକ ସପ୍ତାହର ଶେଷ ଦିବସରେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଡାକ-ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୌରୋହିତ୍ୟ ତଥା ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସୁଧାଂଶୁ କୁମାର ପାଢ଼ୀ, ବ୍ରହ୍ମପୁର ପୋଷ୍ଟ ମାଷ୍ଟର ତାରିଣୀ
Read More...

ବିଜୟା ଦଶମୀରେ ଦେବୀ ମା’ଙ୍କ ନଗର ପରାକ୍ରମା ଖପର ଚୁପା ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ତଥା ଐତିହାସିକ ଖପରଚୁପା ଯାତ୍ରା ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଯାଇଛି । କୋଭିଡ଼ କଟକଣା ମଧ୍ୟରେ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତିମୟ ପରିବେଶରେ ମା’ଙ୍କର ଏହି
Read More...

ଆରଏସ୍‌ଏସ୍‌ର ବିଜୟା ଦଶମୀ ଉତ୍ସବ ପାଳିତ

ଡେଲାଙ୍ଗ, ( ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟୀୟ ସ୍ୱୟଂ ସେବକ ସଂଘ, ଡେଲାଙ୍ଗ ଖଣ୍ଡ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଡେଲାଙ୍ଗ ହାଟ ବଜାର ମେଳଣ ପଡ଼ିଆରେ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡେଲାଙ୍ଗ ଖଣ୍ଡର ସମସ୍ତ ପଞ୍ଚାୟତରୁ ଦେଢ଼ ଶହରୁ ଅଧିକ ସ୍ୱୟଂ ସେବକମାନେ ଅଂଶ ଗ୍ରହଣ
Read More...

ମ୍ୟୁନିସନ୍ସ କମ୍ପାନୀ ହାତକୁ ଗଲା ବଡ଼ମାଲ ଗୋଳାବାରୁଦ କାରଖାନା : ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ସାଂସଦ ସଂଗୀତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନାକୁ କେନ୍ଦ୍ର ଦ୍ବାରା ପରିଚାଳିତ ହେବାକୁ ଥିବା ମ୍ୟୁନିସନ୍ସ କମ୍ପାନୀ ହାତକୁ ଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ
Read More...

ଟ୍ରେନ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର : ହତ୍ୟା ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ

କଂଟାବାଂଜି, (ମନୀଷ କୁମାର ହଂସ) : କଂଟାବାଂଜି ରେଳ ଷ୍ଟେସନର ଅନତି ଦୂରରେ ଜଣେ ଯୁବକର ମୃତ ଦେହ ରେଳ ଟ୍ରାକରୁ ଆଜି ସକାଳେ କଂଟାବାଂଜି ଜି.ଆର.ପି. ପୋଲିସ ଉଦ୍ଧାର କରିଛି । କଂଟାବାଂଜି-ତୁରେକେଲା ରେଳ ସେକ୍ସନର ମାଇଲ ଖୁଂଟ ୧୬୮/୧୪ ନିକଟରେ ଏକ ଯୁବକର ମୃତ ଦେହ ପଡିଥିବା ଖବର ପାଇ
Read More...