Yearly Archives

2021

ଓ.ବି.ସି. ମଂଚ ପକ୍ଷରୁ ପଂଚାୟତ ସିଟ୍‌ ସଂରକ୍ଷଣକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ମନୀଷ କୁମାର ହଂସ) : ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀରେ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର ସଂରପଂଚ ଓ ସମିତି ସଭ୍ୟ ତଥା୨ ଗୋଟି ଜିଲ୍ଲା ପରିଷଦ ପଦପଦବୀ ପାଇଁ ସଂରକ୍ଷଣ ବିଜ୍ଞପ୍ତି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶ ପାଇଛି । ବ୍ଲକର ୧୯ ଗୋଟି
Read More...

ନିଶାସକ୍ତ ଅବସ୍ଥାରେ ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

କଂଟାବାଂଜି, (ମନୀଷ କୁମାର ହଂସ) : ତୁରେକେଲା ବ୍ଲକ କଂଟାବାଂଜି ଥାନା ଅଧିନସ୍ଥ ଚଟୁଅନକା ଗ୍ରା.ପ.ର ମାଲିପଡା ନିବାସୀ ଜଣେ ଯୁବକ ଗତ ରାତିରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ ଦେଇଥିବା ସୂଚନା ଅନୁସାରେ ଯୁବକ ଜଣକ ହେଲେ ଉତର ମାଝି(୨୬) ଶୁକ୍ରବାର ରାତିରେ ନିଜ
Read More...

ମିର୍ଦ୍ଧାପାଲିର ଦକ୍ଷ ସଂଗଠକ ଜନାର୍ଦ୍ଦନ ପଟେଲ ପୁଣି କଂଗ୍ରେସକୁ ଫେରିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନର ରାଜନୀତିରୁ ମା' ମାଟି ଓ ଜନସାଧାରଣ ଦୂରେ ରହିଯାଉଛନ୍ତି । କେବଳ ଦଳୀୟ ନେତା ଓ ଦଳ ସର୍ବେସର୍ବା ପାଲଟୁଛନ୍ତି । ଦୀର୍ଘ ୨୧ ବର୍ଷର ଏପରି କୁତ୍ସିତ ରାଜନୀତି ଉପରେ ଗ୍ରାମବାସୀ ବିଶ୍ୱାସ ହରାଇଲେଣି । ଏଭଳି ସ୍ଥିତିରେ ମାଁ ମାଟି ଓ ଜନତା ପାଇଁ
Read More...

ରାଜେନ୍ଦ୍ର ଆଲୁମ୍ନି ୱେବିନାର ଆସନ୍ତାକାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୭ ଅକ୍ଟୋବର ରବିବାର ପୂର୍ବାହ୍ନ ୧୦.୩୦ରେ ରାଜେନ୍ଦ୍ର ଆଲୁମ୍ନି ‘ରାଜେନ୍ଦ୍ରଭିଆନ୍ସ’ ଆନୁକୂଲ୍ୟରେ ‘କ୍ୱାଣ୍ଟିଟି, କ୍ୱାଲିଟି ଆଣ୍ଡ୍ ଇକ୍ୱିଟି ଇନ୍ ହାୟର୍ ଏଜୁକେସନ୍’ ଶୀର୍ଷକ ଏକ ଭର୍ଚୁଆଲ୍ ଆଲୋଚନାଚକ୍ର ଆୟୋଜିତ ହେବ ବୋଲି ସୂଚନା ମିଳିଛି । ଏଥିରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୨୦ରୁ ଜଣେ, ଲୋଇସିଂହା ବ୍ଲକ କୁଶମେଲ ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଗ୍ରା.ପ.ରୁ ଜଣେ,
Read More...

ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ : ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ତେବେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି ବୋଲି ଏଆଇଏମ୍ଏସ୍ ଅଧିକାରୀମାନେ ଆଜି କହିଥିବା ବେଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଡାକ୍ତରଖାନାର
Read More...

ଟେମରୀ ପଞ୍ଚାୟତ ସ୍ତରୀୟ ଭାରତୀୟ ଜନତା ପାର୍ଟିର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତର ସୋଢା ଗ୍ରାମରେ ଭାରତୀୟ ଜନତା ପାର୍ଟିର ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ପଞ୍ଚାୟତ ସଭାପତି ମହେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ
Read More...

ମୁଖ୍ୟମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିବସରେ ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ : ୨୧ୟୁନିଟ ରକ୍ତ…

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିବସ । ଏହି ଅବସରରେ ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରିସାରିଥିବା ବେଳେ ଏଭଳି ଘଡି
Read More...

ମନିଷ ଅନୁରାଗ ମୃତ୍ୟୁ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମନିଷ ଅନୁରାଗ ମୃତ୍ୟୁ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ । ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତମାନେ ହେଲେ ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା,
Read More...

ମହୁଲପାଲି ଗ୍ରାମରେ ବୃକ୍ଷରୋପଣ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ୱାନ କ୍ରମେ ବନ ସୁରକ୍ଷା ସମିତି ମହୁଲପାଲି ତରଫରୁ ଏକ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ
Read More...