Yearly Archives

2021

ବଟମିତ୍ର ସମ୍ମାନ ସମାରୋହ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡା ଗ୍ରାମରେ ଗ୍ରୀନ ଇଗଲ ଆର୍ମି ଅନୁଷ୍ଠାନ ତରଫରୁ ବଟମିତ୍ର ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନ ଇଗଲ ଆର୍ମି ଦୀର୍ଘ ଦଶ ବର୍ଷ ହେଲା ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଛକରେ ବଟ ବୃକ୍ଷ ରୋପଣ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ
Read More...

ରାୟପୁର ରେଲଓ୍ୱେ ଷ୍ଟେସନରେ ଟ୍ରେନରେ ବିସ୍ଫୋରଣ : ୬ ଜଣ ଯବାନ ଆହତ

ଛତିଶଗଡ଼ : ରାୟପୁର ରେଲଓ୍ୱେ ଷ୍ଟେସନରେ ଟ୍ରେନରେ ବିସ୍ଫୋରଣ ହେବା ଫଳରେ ସିଆଇଏସଏଫର ୬ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ସିଆଇଏସଏଫ୍ ୨୧୧ ବାଟାଲିଅନର ଯବାନମାନେ ସ୍ପେଶାଲ୍ ଟ୍ରେନ୍ ଯୋଗେ ଜମ୍ମୁ ଯାଉଥିବା ବେଳେ ଛତିଶଗଡ଼ର ରାୟପୁର ରେଲଓ୍ୱେ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ବିସ୍ଫୋରକ
Read More...

୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୬ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମଦିନରେ
Read More...

ଯୁବ ଲେଖକଙ୍କ ୩୫୦ କି.ମି. ବାଇକ୍‌ ଯାତ୍ରା, ‘ଲାଇଫ୍‌ରେଚର୍‌’ର କଳାହାଣ୍ଡି ଅନ୍ୱେଷଣ : ପ୍ରକୃତି ସହ ପାର୍ବଣ

ଭବାନୀପାଟଣା, (ହେମନ୍ତ ସାହୁ) : ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ସଂସ୍ଥା ଗ୍ଲୋବାଲ୍‌ ଲାଇଫ୍‌ରେଚର୍‌ ଫାଉଣ୍ଡେସନ୍‌ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରାନ୍ତର ଯୁବ ଲେଖକ ତଥା ପ୍ରକୃତିପ୍ରେମୀଙ୍କୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ‘କଳାହାଣ୍ଡି ଅନ୍ୱେଷଣ : ପ୍ରକୃତି ସହ ପାର୍ବଣ’ ଆୟୋଜିତ
Read More...

ଲେଖକ ସୁଧୀର ଧଙ୍ଗଡ଼ାମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଭବାନୀପାଟଣା, (ହେମନ୍ତ ସାହୁ) : ଯୁବ ଲେଖକ, ସଂପାଦକ, ଉପସ୍ଥାପକ, ଅଭିନେତା ତଥା ସଂଗଠକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ୨୦୨୧ ମସିହା ପାଇଁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ । ରାଜ୍ୟର ଅଗ୍ରଣୀ ସଂସ୍ଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ (ଏମ୍‌ଏସ୍‌ଏ)ର ପ୍ରତିଭା ମନୋନୟନ
Read More...

ମନାଇପାଦରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମନାଇପାଦ ହାଇସ୍କୁଲ ପଡିଆଠାରେ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ ଅଧକ୍ଷତାରେ ଅନୁଷ୍ଠିତ ନୂଆଁଖାଇ
Read More...

ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ସାଙ୍ଗରେ ବରିଷ୍ଠ ସାମ୍ବାଦିକ ତଥା ‘ଲେଦା’ର ସମ୍ପାଦକଙ୍କ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୀବନ ଯୌବନ ଏକ ପାଣି ଫୋଟକା ମାତ୍ର । କେତେ ବେଳେ ଫୋଟକା ଟି ମିଳେଇ ଯିବ ତାହା ଠାକୁରଙ୍କୁ ହିଁ ଜଣା । ଆମ ଅଞ୍ଚଳର ସମ୍ବଲପୁରୀ ଭାଷାର ପ୍ରସାର ଓ ପ୍ରଚାରକୁ ବିଶ୍ୱ ଦରବାରରେ ପହଞ୍ଚାଇ ଥିବା ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କୁ କିଏ ବା ନ ଜାଣେ । ସେ
Read More...

ଗତ ୨୪ ଘଂଟାରେ ୩୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୧୧୯ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ରାଜବାଟୀ ଦୁର୍ଗାଙ୍କ ଦରବାରରେ ସମର୍ଦ୍ଧିତ ହେଲେ ଦମ୍ପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଦ୍ମପୁର ରାଜବାଟୀ ଦୂର୍ଗାପୂଜା ମହାଦଶମୀର ରଣଜିତା ପର୍ବ ଅବସରରେ ସାର୍ବଜନୀନ ଦୂର୍ଗାପୂଜା କମିଟି ଓ ପଦ୍ମପୁର ନଗରବାସୀଙ୍କ ତରଫରୁ ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଲଷ୍ମୀନାରାୟନ ଅଗ୍ରୱାଲଙ୍କ ପୁତ୍ର ଅମରଦୀପ ଅଗ୍ରୱାଲ ଓ
Read More...