Yearly Archives

2021

କୋଭିଡ଼ କଟକଣା ମଧ୍ୟରେ ଜରାସିଂହା ପାଟଖଣ୍ଡା ଯାତ୍ରା : ଆଜି ନିଶିଗୁଡ଼ି ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରତିବର୍ଷ ପାଟଖଣ୍ଡା ଯାତ୍ରାକୁ କେବଳ ବଲାଙ୍ଗିର ଜିଲ୍ଲାର ନୁହେଁ ଏହା ସହ କଲାହାଣ୍ଡି ବୌଦ୍ଧ, ସୋନପୁର ଓ ବରଗଡ଼ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମାଁକୁ ହାରି ଗୁହାରି ଜଣାଇବା ପାଇଁ ଆସିଥାନ୍ତି ଶ୍ରଦ୍ଧାଳୁମାନେ । ପାଟଖଣ୍ଡା ଯାତ୍ରାକଳାକୁ ଯାଇଥିବା
Read More...

ଛତ୍ରପୁରର ଡ୍ରେନେଜ ଅବସ୍ଥା ସଙ୍ଗୀନ : ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଡ୍ରେନ ଭାଙ୍ଗି ନର୍ଦ୍ଦମାରୁ ପାଣି…

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଡ୍ରେନ ଭାଙ୍ଗି ନର୍ଦ୍ଦମା ଜଳ ରାସ୍ତାଉପରେ ବହୁଛି, କର୍ତ୍ତୃପକ୍ଷଙ୍କୁ ବହୁବାର ଅଭିଯୋଗ କଲେ ସୁଦ୍ଧା କର୍ତ୍ତୃପକ୍ଷଙ୍କ ନିଘା ନାହିଁ ବୋଲି ଅଭିଯୋଗ ହେଉଛି । କୋରନା
Read More...

ମା’ ଦୁର୍ଗା ମଣ୍ଡପରେ ଶ୍ରୀ ସତ୍ୟସାଇ ଭଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଣ୍ଡୋସିଲ ଭଜନ ମଣ୍ଡଳୀର ପ୍ରଚେଷ୍ଟାରେ ବିଜୟା ଦଶମୀ ଦିନ ଶ୍ରୀ ସତ୍ୟସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଣ୍ଡୋସିଲ, ଛିନ୍ଦେଇକେଲା, ପାଇକମାଲର ପ୍ରାୟ ଶତାଧିକ ଭକ୍ତ ଉପସ୍ଥିତ ଥିଲେ । ଯୋଗେନ୍ଦ୍ର ଦଣ୍ଡସେନା ମଞ୍ଚ
Read More...

୨ ମାସ ହେବ ଅନ୍ଧାରରେ ଭୋଇରପଡ଼ା ଗ୍ରାମବାସୀ : ବିଭାଗୀୟ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଭୋଇରପରା ଗାଁର ଲୋକେ ୨ ମାସ ହେବ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ଦିନ କାଟୁଛନ୍ତି । ଅନେକ ଥର ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ
Read More...

ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ତୀର୍ଥରେ ସେବାଶ୍ରମରେ ଜନ୍ମ ଦିନ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ସ୍ଥିତ ଦେଓଗାଁ ସେବାଶ୍ରମ ସପ୍ତର୍ଶି ଗୁରୁକୂଳକୁ ଗତକାଳଇ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ତିଥିରେ
Read More...

ଗତ ୨୪ ଘଂଟାରେ ୪୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୯୯୭ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଭୁର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ୮:୩୦ ମି ସମୟରେ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କ ଅଧ୍ୟକ୍ଷ୍ୟତାରେ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଜରୁରୀ କାଳୀନ ଭିତ୍ତିରେ ଭୁର୍ଚୁଆଲ ମୋଡରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ପୁରୋହିତ ଯୁଦ୍ଧକାଳୀନ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୫ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ, ଜଗତସିଂହପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ
Read More...

ଦେଶରେ ଗତ୨୪ ଘଣ୍ଟାରେ ୧୪,୧୪୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ : ମୃତ୍ୟୁସଂଖ୍ୟା ୧୪୪

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୪୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୬୭,୭୧୯ରେ ପହଞ୍ଚିଥିବା ବେଳେ ସମୁଦାୟ ମୃତ୍ୟୁସଂଖ୍ୟା
Read More...

ଧୂମାଭଟାଠାରେ କ୍ଷେତ୍ରୀୟ ସମାଜ ପକ୍ଷରୁ ଖଣ୍ଡାଯାତ୍ରା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଧୂମାଭଟାଠାରେ କ୍ଷେତ୍ରୀୟ (ପାଇକ) ସମାଜ ପକ୍ଷରୁ ଖଣ୍ଡା ଯାତ୍ରା ଓ ବିଶାଳ ମଶାଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଏବଂ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ୧୫ରୁ ୨୦ ଖଣ୍ଡ ଗାଁର ପାଇକ ସମାଜର ଲୋକମାନେ ନିଜ
Read More...