Yearly Archives

2021

ଭୀମସାର ବୁର୍ଲାରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା : ଗୁରୁତର ରୋଗୀଙ୍କୁ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ପାଇଁ ମିଳୁଛି ୨…

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ସାଧାରଣ ରୋଗୀଙ୍କ ଜୀବନ ସହ ଖେଳ ଖେଳିବା ସଦୃଶ ଗୁରୁତର ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବହିର୍ବିଭାଗରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ଡାକ୍ତରମାନେ
Read More...

ବେହେରା ପାଲି ପରିଦର୍ଶନ କଲେ ନରସିଂହ : ପିଇବା ପାଣି ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ଯନ୍ତ୍ରୀଙ୍କ ଉପରେ ବର୍ଷିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌରାଞ୍ଚଳ ଅନ୍ତଗର୍ତ ୯ ନଂ ୱାର୍ଡ ବେହେରାପାଲିକୁ ଯାଇ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଅଲୋଚନା ସମୟରେ ବିଶେଷ କରି ବେହେରାପାଲି ବନ୍ଧର ପାଣି ବ୍ୟବହାର ଉପଯୋଗି ନଥିବା ଏବଂ ଜନସ୍ୱାସ୍ଥ୍ୟ
Read More...

କୁଲତା ଯୁବ ଶକ୍ତି ଶାଖା ତରଫରୁ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କୁଲତା ଯୁବ ଶକ୍ତି ଓଡିଶା ବଲାଙ୍ଗିର ଶାଖା ତରଫରୁ ଏକ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡ଼ଶଙ୍କର ଡୁଙ୍ଗୁରିପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଟାଉନ କୁଲତା ସମାଜର ସଭାପତି ସୁରଥ ପଧାନ
Read More...

ବଲାଙ୍ଗିର ଦିନ ପାଇଁ ଲୋଗୋ ଉନ୍ମୋଚିତ : ଦିବସ ପାଇଁ ଏକାଠି ହେଲେ କଳାକାର ଓ ବୁଦ୍ଧିଜୀବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପ. ଏକାଡେମି ସଭାଗୃହରେ ଆସନ୍ତା ନଭେମ୍ବର ୧ ବଲାଙ୍ଗିର ଦିନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିରର ବୁଦ୍ଧିଜୀବୀ, କବି କଳାକାର ଓ ବିଭିନ୍ନ ଅନୁଷ୍ଠାନ ୟୁଥ ଏକ୍ସନ କମିଟି, ବିଙ୍ଗ ହ୍ୟୁମାନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୨ରୁ ଜଣେ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ
Read More...

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣଗଡର ଅଗ୍ରଣୀ ସାରସ୍ଵତ ଅନଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ସଭା ସ୍ଥାନୀୟ ସିଦ୍ଧି ବିନାୟକ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାନେତ୍ରୀ ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ହଲିଆଗୀତ କଣ୍ଠଶିଳ୍ପୀଙ୍କୁ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସମ୍ବର୍ଦ୍ଧନା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଆଧୁନିକ ସଙ୍ଗୀତ ତଥା ନୃତ୍ୟ ପ୍ରତି ପ୍ରବଳ ଆଗ୍ରହ ଓ ପ୍ରୋତ୍ସାହନ ଯୋଗୁ ଦିନକୁ ଦିନ ପ୍ରାଚୀନ କଳା, ଲୋକଗୀତ, ଲୋକନୃତ୍ୟ, ଲୋକସଂସ୍କୃତି ଲୋପ ପାଇବାକୁ ବସିଲାଣି । ଫଳରେ ପୁରୁଣା ଲୋକଗୀତ ଲୋକ ସଂସ୍କୃତି ପ୍ରତି ବିତୃଷ୍ଣା ହୋଇ ଆଧୁନିକ ଗୀତକୁ ଆଦରି
Read More...

ନବଜ୍ୟୋତି ସାହିତ୍ୟ ସଂସଦର ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ନବଜ୍ୟୋତି ସାହିତ୍ୟ ସଂସଦ ତରଫରୁ ସେକ୍ଟର ୨୦ସ୍ଥିତ କଳିଙ୍ଗ କଳା ପରିଷଦଠାରେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ
Read More...

ଆଦର୍ଶ ପଡା କ୍ରିକେଟ୍ କପର ଫାଇନାଲ ମ୍ୟାଚ ଅନୁଷ୍ଠିତ : କନ୍ଧପାଲିପଡା ଦଳ ୧୦ ରନରେ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ମିଶନ୍ ପଡିଆଠାରେ ଗତକାଲି ଆଦର୍ଶ ପଡା କ୍ରିକେଟ୍ କପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଚିବ ହରେକୃଷ୍ଣ
Read More...

ବିଜେଡିର ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ ବିଜେଡି କାର୍ଯ୍ୟାଳୟରେ.ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପଡ଼ିଆବାହାଲ ଓ ଓଡ଼ିଆପାଲି ପଞ୍ଚାୟତର ସକ୍ରିୟ ବିଜେଡି କର୍ମକର୍ତ୍ତାଙ୍କୁ ନେଇ ଏକ ସାଂଗଠନିକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ
Read More...