Yearly Archives

2021

ଆସନ୍ତାକାଲି ଭୁବନେଶ୍ୱରରେ ଆୟୋଜିତ ହେବ ବିଶ୍ୱ ମତ୍ସ୍ୟପାଳନ ଦିବସ

ଦୀର୍ଘସ୍ଥାୟୀ ଭଣ୍ଡାର ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ଲାଗି ବିଶ୍ୱ ମତ୍ସ୍ୟପାଳନ କ୍ଷେତ୍ରର ପରିଚାଳନାରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱାରୋପ କରିବା ଏହି ଦିବସ ପାଳନର ଲକ୍ଷ୍ୟମତ୍ସ୍ୟପାଳନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କୁ ପୁରସ୍କୃତ କରିବେ ସରକାରନୀଳ ବିପ୍ଳବ
Read More...

ଜିଲ୍ଲା କବାଡି ଦଳ ଚୟନ ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସୁନ୍ଦରଗଡ଼ଠାରେ ହେବାକୁ ଥିବା ରାଜ୍ୟ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ବରଗଡ ଜିଲ୍ଲା ପୁରୁଷ, ବାଳକ ଦଳର ଆଜି ଚୟନ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି ପ୍ରକ୍ରିୟାରେ
Read More...

ଲେଖାଲେଖିର ୧୦ମ ସାହିତ୍ୟ ମେଳା ଅନୁଷ୍ଠିତ

ଆତ୍ମାର ସ୍ୱଚ୍ଛତା କବିତାର ଚରିତ୍ର : ଅପର୍ଣ୍ଣା ମହାନ୍ତି ରାଉରକେଲା, (ସସ୍ମିତା ପ୍ରଧାନ) : ଆତ୍ମାର ସ୍ୱଚ୍ଛତା କବିତାର ଚରିତ୍ର । ଯେଉଁ ସୃଷ୍ଟି କିଛି ସମୟ ପାଇଁ ମନକୁ ଆନ୍ଦୋଳିତ କରେ ସେ ଭଲ କବିତା ବୋଲି ଲେଖାଲେଖି ୧୦ମ ସାହିତ୍ୟ ମେଳାରେ ଅତିଥିମାନେ ମତପ୍ରକାଶ କରିଥିଲେ ।
Read More...

ଖଇରପାଲିଠାରେ ବୁଣାକାର ସଚେତନ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ବସ୍ତ୍ରାଳୟ ତରଫରୁ ପଦ୍ମପୁର ବ୍ଳକ ଖଇରପାଲି ଗ୍ରାମରେ ବୁଣାକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସମ୍ବଲପୁର ବସ୍ତ୍ରାଳୟର ସଂପାଦକ ସଂପୂର୍ଣ୍ଣାନନ୍ଦ ପ୍ରଧାନ ମୁଖ୍ୟବକ୍ତା ପଦ୍ମପୁର କ୍ଲାସଟର ମୁଖ୍ୟ ବୈଷ୍ଣବ ଦାସ
Read More...

ମରଣଯନ୍ତା ସାଜିଛି ପ୍ରଧାନମନ୍ତ୍ରୀ ସଡ଼କ : ସଚିବ ପ୍ରଦୀପ ଜେନାଙ୍କୁ ଭୁଆଁ ବୁଲେଇଲେ ନିର୍ବାହୀ ଯନ୍ତ୍ରୀ, ଚର୍ଚ୍ଚା ଜୋର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ବାଦିପାଲି ଗ୍ରାମରୁ ଜୋଖିପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ସୂଚନା ଅନୁସାରେ ଏହି ରାସ୍ତକୁ ମରାମତି କରିବା ପାଇଁ ଗ୍ରାମର ଯୁବ ସାମ୍ବାଦିକ ଅଶ୍ୱିନୀ କୁମାର ଦାସ
Read More...

କଚ୍ଚା ଘର କାନ୍ଥରେ ଲାଗିଛି ବିଜୁପକ୍କା ଘର ଫଳକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା ସମସ୍ତ କଚ୍ଚା ଘରକୁ ପକ୍କା କରି ଦିଆଯିବ ବୋଲି ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ତାହା ପଦ୍ମପୁର ବ୍ଲକ ଲୋହାରପାଲି ଗ୍ରାମ ପଞ୍ଚାୟତ ଗମ୍ଭୀରଡିହୀ ଗ୍ରାମରେ ଏକ
Read More...

ଚିନ୍ମୟ ମିଶନ ପକ୍ଷରୁ ଗୀତା ଜ୍ଞାନଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିରଠାରେ ଚିନ୍ମୟ ମିଶନ, ବଲାଙ୍ଗିର ଆନୁକୁଲ୍ୟରେ ଗତ୧୩ ତାରିଖରୁ ଶୁଭାରମ୍ଭ ହେଇଥିବା ଆଠ ଦିନ ବ୍ୟାପୀ ଗୀତା ଜ୍ଞାନ ଯଜ୍ଞ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଜ୍ଞାନଯଜ୍ଞର ପ୍ରବକ୍ତା ଚାସ୍‌, ବୋକାରୋ ଚିନ୍ମୟ ମିଶନର ଭାରପ୍ରାପ୍ତ ସ୍ୱାମୀ
Read More...

ଜିଲ୍ଲା କାରାଗାରରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀମାନଙ୍କୁ ନେଇ ଏକ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସୁନେତ୍ର ଓ ଜିଲ୍ଲା ଅନ୍ଧତ୍ୱ ନିରାକରଣ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୫ ଜଣ ଅନ୍ତେବାସୀ ଚକ୍ଷୁ ରୋଗୀଙ୍କର ଚକ୍ଷୁ ପରୀକ୍ଷା
Read More...

କଂଗ୍ରେସ ପକ୍ଷରୁ ଚାଷୀଙ୍କ ବିଜୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିଜୟ ଦିବସ ପାଳିତ ହେବା ସଙ୍ଗେ ସଙ୍ଗେ ୩ଟି ଦାବୀ ଉପସ୍ଥାପନ କରାଯାଇଥିଲା । ଚାଷୀ ଆନ୍ଦୋଳନରେ ସହୀଦ ହୋଇଥିବା ପ୍ରତ୍ୟେକ
Read More...

ତେତେଲପଡା ଗାଁରେ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ : ମୁରିବାହାଲ ଓ ଜୁରାବନ୍ଧ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଢ଼ଖାଇ ଖେଳ ପଡିଆଠାରେ ଆଜିଠାରୁ ୩ୟ ବର୍ଷ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିନରେ ପହଞ୍ଚିଛି । ଆୟୋଜିତ ଷଷ୍ଠ ଦିବସରେ ମୁଖ୍ୟ ଅତିଥି ଭାବେ ସାନଗମଡା
Read More...