ନୃସିଂହନାଥ ବନବିଭାଗ ଠାରେ ପୂର୍ବରୁ ଥିବା ଔଷଧ ଉଦ୍ୟାନ ବିଲୁପ୍ତ ହୋଇ ଯାଇଥିବାରୁ ପୁନଃ ଉଦ୍ଧାର ପାଇଁ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବନବିଭାଗ ନିକଟସ୍ଥ ବନଷ୍ପତି ବନ ସୋସାଇଟି ପରିସରରେ ଭେସଜ ସମିତି ନୃସିଂହନାଥ ର ସଭାପତି ଡା.ମାନଭଞ୍ଜନ ପଣ୍ତାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିବେଷ ସୁରକ୍ଷା ମଞ୍ଚ ବରଗଡର ସଭାପତି ମାନଭଞ୍ଜନ ପ୍ରଧାନ,!-->…
Read More...
Read More...