ବିଜୁଳି ଦର ବୃଦ୍ଧି ବିରୁଦ୍ଧରେ ଆପ୍ର ଧାରଣା : ଦାବୀପତ୍ର ପ୍ରଦାନ
ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିଜୁଳି ଦର ବୃଦ୍ଧି ବିରୁଦ୍ଧରେ ତଥା ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ପର୍ୟ୍ୟନ୍ତ ବିନା ମୁଲ୍ୟରେ ବିଜୁଳି ଯୋଗାଇ ଦେବା ଦାବୀରେ ଧାରଣା ପ୍ରଦର୍ଶନ କରିବା ସହ!-->…
Read More...
Read More...