Yearly Archives

2021

ଆଜି ବୌଦ୍ଧ ଜିଲ୍ଲାରେ ୧୦ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ, (ମମତା ମହାକୁର) : ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୧୦ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୨ରେ…
Read More...

ବିଚାରୀ ତୁଲସୀ କାଲସାଏଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର ଗ୍ରାମର ବାସି‌ନ୍ଦା ତୁଲସୀ କାଲସାଏ ଓ ତାଙ୍କ ଝିଅ ଗାଁ ମଝିରେ ରହ‌ନ୍ତି । ମାଁ ଝୀଅ ଦୁହେଁ ମାନସିକ ଭାରସାମ୍ୟ ହରାଇ ଥିବା ଲୋକେ ପ୍ରକାଶ କରିଛନ୍ତି । ତୁଲସୀଙ୍କ ପୁଅ ବାହାର ରାଜ୍ୟକୁ କାମ କରି ଯାଇଥିବା…
Read More...

ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଳ୍ପଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଏବଂ ରିଲାଏନ୍ସ୍‌ ଏଜୁକେଶନ କମ୍ପେ୍ଲକ୍ସ୍‌ ଆନୁକୁଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ଏକ ଶିଳ୍ପଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶିକ୍ଷିତ ବେକାର ଯୁବକ…
Read More...

ଜୀବନ କୌଶଳ ଏବଂ କୈଶୋର ସ୍ୱାସ୍ଥ୍ୟ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ସ୍ଵେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ବାଉଁଶୁଣି ପକ୍ଷରୁ ତା ୧୨ରୁ ୧୪ ରିଖ ପଯ୍ୟନ୍ତ ତ୍ରି-ଦିବସୀୟ ପିଅର ଏଜୁକେଟରମାନଙ୍କ ନିମନ୍ତେ ଜୀବନ କୌଶଳ ଏବଂ କିଶୋରୀ, କୈଶୋର ‌ସ୍ୱାସ୍ଥ୍ୟ ଶିକ୍ଷା ତାଲିମ କାର୍ୟ୍ୟକ୍ରମ ନାରାୟଣ ପ୍ରସାଦ ପଞ୍ଚାୟତର ସଦାନନ୍ଦ ଉଚ୍ଚ…
Read More...

ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିିତ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ମୁଖ୍ୟ ରାସ୍ତା ଧୂମାଭଟା ଛକ ଠାରେ ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ଆନୁକୂଲ୍ୟରେ ବାବା ସାହେବ ଡ଼ଃ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଡ଼. ଭିମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଇଯାଥିଲା । ଏଥିରେ…
Read More...

କରୋନାରେ ପୁଣି ଗଡ଼ିଲା ମୁଣ୍ଡ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନାର ଦ୍ବିତୀୟ ଲହରୀ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଅଧିକ ଚିନ୍ତା ବଢ଼ାଇଛି ଗତ ୩ ଦିନରେ ବରଗଡ଼ ସହରରେ ଥିବା ଏକ ଘରୋଇ ଚିକତ୍ସାଲୟରେ ପାଞ୍ଚ ଜଣ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିବା…
Read More...

ପଡିଆବାହାଲରେ ଭାରତରତ୍ନ ଡ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତରତ୍ନ ଡ. ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ଛତାମଖନା ଗ୍ରାମପଞ୍ଚାୟତ ପଡିଆବାହାଲ ଠାରେ ଗତକାଲି ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶମ୍ଭୁ ନାଗ ଯୋଗଦାନ କରିଥିିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଗୁପ୍ତେଶ୍ୱର ଖୁରା, ସରପଞ୍ଚ…
Read More...

ବିଜେପୁର ବ୍ଲକରେ ଫେଲ ମାରିଛି ୫ଟି ଓ ମୋ ସରକାର : ସାଧାରଣରେ ଚ‌ର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ଯୋଜନା କରୁଛନ୍ତି, କିନ୍ତୁ କେତେକ ସ୍ୱାର୍ଥଲୋଭି ପ୍ରଶାସନିକ ଅଧିକାରୀଙ୍କ ଗର୍ବ ଏବଂ ଅହଙ୍କାର ପାଇଁ ଲୋକେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ହରାଇଛନ୍ତି ସାଧାରଣ ଜନତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଦା…
Read More...

ଅବସରପ୍ରାପ୍ତ ସେନା ଅଧିକାରୀ ମନୋଜ କୁମାର ଦାଶଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିମନିଭାଟିପଡାର ଅବସରପ୍ରାପ୍ତ ସେନା ଅଧିକାରୀ ମନୋଜ କୁମାର ଦାଶଙ୍କ ୪୩ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ପୁଇଁତଲା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଜନ୍ମିତ ମନୋଜ କୁମାର ଦାଶ ଭାରତୀୟ ସେନାରେ ଜଣେ ସେନା ଅଧିକାରୀ ଭାବେ ୨୪ ବର୍ଷ ଧରି…
Read More...

ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ସହରାଂଚଳରେ ଆସନ୍ତା କାଲି ଠାରୁ ନାଇଟ୍‌ କର୍ଫ୍ୟୁ ଜାରି ହେବ । ରାଜ୍ୟ ସରକାରଙ୍କ ଏହି ଘୋଷଣା ଅନୁସାରେ ୧୦ଟି ବୋର୍ଡର୍‌ ଜିଲ୍ଲାରେ ଜାରି ହୋଇଥିବା ନାଇଟ୍‌ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଲାଗୁହେବ । ଅନ୍ୟ ୨୦ ଜିଲ୍ଲାର…
Read More...