Yearly Archives

2021

ମା’ ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ପକ୍ଷରୁ ରାତ୍ରି କାଳୀନ କବେଇଦେଇ ପ୍ରିମିୟମ ଲିଗ ଉଦ୍‌ଯାପିତ

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ କିଶନନଗର ଉପକଣ୍ଠ ବାରଦା ଗ୍ରାମ କବେଇସାହି ସ୍ଥିତ ମା' ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ଆନୁକୂଲ୍ୟ ଏବଂ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ" ସଂଯୋଜନାରେ ଏକ ରାତ୍ରିକାଳୀନ କବେଇଦେଇ ପ୍ରିମିୟମ ଲିଗ ମା' ଅମ୍ବିକେଶ୍ୱରୀ ଖେଳ…
Read More...

ନେସନାଲ ପିସ ୟୁନିସନ୍‌ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଭିଯାନର ତିନି ବର୍ଷ ପୂର୍ତ୍ତି ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ (ଭାରତ) ପକ୍ଷରୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଭିଯାନର ତିନି ବର୍ଷ ପୂର୍ତ୍ତି ସମାରୋହକୁ ଚିକିତ୍ସାଳୟ ପରିସର ମଧ୍ୟରେ…
Read More...

ବିଷୁବ ମିଳନ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାପର ବ୍ରହ୍ମଣୀ ନାଟ ଏଣ୍ଡ କଲଚରାଲ ଏସଓସିଏସନ ପକ୍ଷରୁ ବିଷୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଳାକାର ଲିଙ୍ଗରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ହରିହର ପ୍ରଧାନ,…
Read More...

ଛତ୍ରପୁର ସହରବାସୀଙ୍କ ପାଇଁ ୱାଇରଟେଲ ଡିଜିଟାଲ ନେଟୱାର୍କର ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଛତ୍ରପୁରସ୍ଥ ଶିବ୍ କୁମାର ପଟ୍ଟନାୟକ ରିଡିଂରୁମ୍ ପରିସରରେ ଏକ ଭବ୍ୟ ସମାରୋହରେ ଆବ-କୋ ଡିଜିଟାଲ ଓ ୱାଇରଟେଲର ମିଳିତ ଏକ ହାଇ- ସ୍ପିଡ୍ ଡିଜିଟାଲ ନେଟୱାର୍କର ଶୁଭାରମ୍ଭ ହୋଇଛି ।…
Read More...

ବ୍ରହ୍ମପୁର ଓ ଛତ୍ରପୁରରେ ଭାରତ ରତ୍ନ ଡ଼ଃ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପ୍ରସ୍ତାବ ଅଣାଗଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଡ଼ଃ.ଆମ୍ବେଦକରଙ୍କ ଜୟନ୍ତୀ ଦିବସ ଅବସରରେ ଆଲୋକପାତ ହୋଇଛି ଯେ' ବ୍ରହ୍ମପୁର ଛତ୍ରପୁର ସହରରେ ଭାରତରତ୍ନ ଡ଼ଃ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ନିମନ୍ତେ ସ୍ମୃତିଚାରଣ ସଭାରେ ପ୍ରସ୍ତାବ ଅଣାଗଲା । ଯାହାକି ଜ଼ିଲ୍ଲା ସଦର ମହକୁମା…
Read More...

ଶୋକବାର୍ତ୍ତା : ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗରେ ରାଜ୍ୟ କଂଗ୍ରେସର ଅପୂରଣୀୟ କ୍ଷତି ଘଟିଛି : ନିରଞ୍ଜନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ପିପିଲି ଉପ-ନିର୍ବାଚନରେ କଂଗ୍ରେସ ଦଳୀୟ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନା ଜନିତ ମହାମାରୀରେ ଅକାଳ ବିୟୋଗ ଯୋଗୁଁ ମୁଁ ଗଭୀର ମର୍ମାହତ ଓ ଦୁଃଖିତ ବୋଲି ଏକ ପ୍ରେସବାର୍ତ୍ତାରେ ପିସିସି ସଭାପତି…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ‌ୱାର୍ଡ ଖୋଲିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଠାରୁ କୋଭିଡ ଚିକିତ୍ସା ପାଇଁ ୱାର୍ଡ ଖୋଲିଲା । ଆଜି ଠାରୁ ଏହି ବିଭାଗରେ ରୋଗୀଙ୍କୁ ଚିକିତ୍ସା ଆରମ୍ଭ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ କ୍ରମଶଃ କୋଭିଡ ସଂକ୍ରମଣ ବୃଦ୍ଧି…
Read More...

ଟିଭି ପରଦାରେ ପାଲା ଗାୟକ ‌ଦ୍ୱୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ପୁରପଲ୍ଲୀରେ ପାଳା ପରିବେଷଣ କରି ଭକ୍ତ ମେହେର ଏବଂ ସତ୍ୟଭୂଷଣ ସାହା ବରଗଡ ଜିଲ୍ଲାରେ ବେଶ୍ ପରିଚିତ ଥିବାବେଳେ ଆଜି ଉଭୟ‌ଙ୍କ ଗାୟକଙ୍କର ସ୍ୱପ୍ନ ସତ ହୋଇଛି । ଟିଭି ପରଦାରେ ଆସିବୁ ବୋଲି ବହୁ ସ୍ୱପ୍ନ ଦେଖିଥିଲେ । ପଲ୍ଲୀଗ୍ରାମ…
Read More...

ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୯ : ଶୀର୍ଷରେ ସୁନ୍ଦରଗଡ଼

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୯୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୩୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୨୫୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା…
Read More...

ବଙ୍ଗୋମୁଣ୍ଡାରେ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଆମ୍ବେଦକର ଛକ୍‌ ଠାରେ ଗତକାଲିି ବଙ୍ଗୋମୁଣ୍ଡା ବାବାସାହେବ ସଂଗଠନ ତରଫରୁ ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...