ଭାରତୀୟ କିଷାନ ସଂଘର ଦେଓଗାଁ ବ୍ଲକ ସଭାପତି ଦେବେନ୍ଦ୍ର ପୁରୋହିତଙ୍କ ପରଲୋକ
ଦେଓଗାଁ, (ମନୀଷ କୁମାର ସାହୁ) : ଭାରତୀୟ କିଷାନ ସଂଘର ଦେଓଗାଁ ବ୍ଲକ ସଭାପତି ଦେବେନ୍ଦ୍ର ପୁରୋହିତଙ୍କ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ରାତିରେ ଡାକ୍ତର!-->…
Read More...
Read More...