Yearly Archives

2021

ରକ୍ତ ରଞ୍ଜିତ ହେଲା ଘୁନସର ଚଣ୍ଡୀ ପୀଠ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁରେ ପାରମ୍ପାରିକ ରୀତିନୀତି ଅନୁସାରେ ରକ୍ତ ରଞ୍ଜିତ ହେଲା ଚଣ୍ଡୀ ପୀଠ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ଯାତ୍ରା ପାଳନ କରାଯାଇଥିଲା । ମାନସିକଧାରୀ ମାନେ ବୋଦା,…
Read More...

ତାତିରେ ରୋଜଗାର ଦେଉଛି ଆଖୁରସ : ପିଇବା ପାଇଁ ଲୋକଙ୍କ ଭିଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବାଲଙ୍ଗିର ଜିଲ୍ଲାରେ ତାତି ବଢିବାରେ ଲାଗୁଥିବା ବେଳେ ଲୋକେ ଘରୁ ପଦାକୁ ବାହାରିବା ଭାରି କଷ୍ଟ କରି ହୋଇପଡୁଛି । ତେବେ ଲୋକେ କାମ ଧନ୍ଦା ନ ପାଇବା ପରେ ଅନ୍ୟ ରାଜ୍ୟକୁ ଦାଦାନ ଖଟିବା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ସମୟରେ ରୋଜଗାର ଦେଉଛି ଆଖୁରସ ।…
Read More...

ପାଣି ପାଇଁ ହାହାକାର ଲୋକେ : ୩ ବର୍ଷ ହେଲାଣି ଅଧାପନ୍ତରିଆ ଅବସ୍ଥାରେ ପ୍ରକଳ୍ପ

ସଇଁନ୍ତଲା, (ଅଜିତ କୁମାର ସାହୁ) ; ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ଅନ୍ତର୍ଗତ କରେଲଧୁଆ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ୬୯ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ…
Read More...

ନିଆରା ଚି‌ନ୍ତନ : ଜନ୍ମଦିନରେ ଅଙ୍ଗଦାନ ଅଭିଯାନରେ ସାମିଲ୍‌ ହେଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ସେ ଆଜି କଟକସ୍ଥିତ ‘ସମାଜ’ କାର୍ୟ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ…
Read More...

ଭୋଇପାଲିରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୪୧ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଲୋଇସିଂହା ବ୍ଲକ ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଉପରବାହାଲ ପଞ୍ଚାୟତ ଅଧିନ ଭୋଇପାଲି ଗ୍ରାମ ଠାରେ ଏହି ଅବସରରେ ଆୟୋଜିତ…
Read More...

ନେଗିପାଲି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ଭୂମି ପୂଜନ

ଲୋଇସିଂହା, (କେପିଏନ୍‌ଏସ୍‌) : ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବଲାଂଗିର ଜିଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତର ନେଗିପାଲି ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ କାର୍ୟ୍ୟକ୍ରମର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନ ଆନୁଷ୍ଠାନିକ ଭାବେ ନଡ଼ିଆ…
Read More...

କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା : କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଜରିମାନା ସହ ଦୁଇଟି ଦୋକାନ ସିଲ୍

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା ‌ଦ୍ୱିତୀୟ ଲହରୀରେ ସାରା ଦେଶରେ ହୁହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ…
Read More...

ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବରିକେଲ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁ (୭୬)ଙ୍କ ପରଲୋକ ହୋଇଯାଇଛି । ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ‌ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ…
Read More...

ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୨ : ବଲାଙ୍ଗିର ପୌରାଚଂଳରୁ ୩୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଚଂଳରୁ ୩୪ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଚଂଳ ୱାର୍ଡ ନଂ. ୧, ୱାର୍ଡ ନଂ. ୮, ୱାର୍ଡ ନଂ. ୧୦, ୱାର୍ଡ ନଂ. ୧୧, ୱାର୍ଡ ନଂ.…
Read More...

ସ୍ୱର୍ଗତ ହରିନାରାୟଣ ଜୈନଙ୍କ ଷଷ୍ଠ ପୂଣ୍ୟ ତିଥି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ସମାଜସେବୀ ସ୍ୱର୍ଗତ ହରିନାରାୟଣ ଜୈନଙ୍କ ଷଷ୍ଠ ପୁଣ୍ୟ ତିଥି ସ୍ଥାନୀୟ ତେରାପନ୍ଥ ଭବନ ପରିସରରେ ଅନଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ହରିନାରାୟଣ ଜୈନଙ୍କ ସମାଜ ପ୍ରତି ରହିଥିବା…
Read More...