Yearly Archives

2021

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଅଜାତଶତ୍ରୁ ଆନନ୍ଦ ଆଚାର୍ୟ୍ୟଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଏବଂ ଅଜାତଶତ୍ରୁ ଆନନ୍ଦ ଆଚାର୍ୟ୍ୟଙ୍କ ୮୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା-ମୋ-ପରିବାର (ଜୀବନ ବିନ୍ଦୁ) ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବୁର୍ଲା ରକ୍ତ…
Read More...

କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ : ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦକ୍ଷିଣ ପୂର୍ବ ଦିଲ୍ଲୀ ପୋଲିସ୍ ପାଇଁ ଜଣେ ବିଶେଷଜ୍ଞଙ୍କ ‌ଦ୍ୱାରା ପ୍ରସ୍ତୁତ ଏକ ପରାମର୍ଶ ଅନୁଯାୟୀ, କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ ଏବଂ ୭୦% ଜନସଂଖ୍ୟାର ଟୀକାକରଣ ନହେବା ପର୍ଯ୍ୟନ୍ତ ଏବଂ ଲୋକେ ରୋଗ ପ୍ରତିରୋଧକ ଶକ୍ତି ନ ପାଇବା ପର୍ୟ୍ୟନ୍ତ…
Read More...

ପିପଲଖୁଣ୍ଟା ବନ ସଂରକ୍ଷଣ ସମିତିର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂନାଥ ନିକଟସ୍ଥ ଲାଗିଥିବା ମିଠାପାଲି ଗ୍ରାମ ପଞ୍ଚାୟତ ପିପଲଖୁଣ୍ଟା ବନ ସଂରକ୍ଷଣ ସମିତି ଆନୁକୂଲ୍ୟରେ ଏକ ସାଧାରଣ ସଭା ବିଜୟ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଲାପ ଦାଶ ସଭାପତି‌ତ୍ୱ କରିଥିଲେ । ଏହି…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗିରିଧାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ରାଜ୍ୟରେ ସମସ୍ତଙ୍କୁ ପକ୍କାଗୃହ ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀମାନେ ଘର ପାଇ ପାରୁ ନାହାନ୍ତି । ଅଫିସର…
Read More...

ଚଳନ୍ତା ଟ୍ରେନରୁ ଖସି ପଡ଼ି ଜଣେ ଛାତ୍ରୀ ଗୁରୁତର

ଖୋ‌ର୍ଦ୍ଧା : ବ୍ରହ୍ମପୁର - ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ିରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ । ଫଳରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହୋଇ ବର୍ତ୍ତମାନ ରେଳବାଇ କର୍ମଚାରୀଙ୍କର ସହାୟତାରେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମୁଖ୍ୟ…
Read More...

କଟକ-ଭୁବନେଶ୍ୱରରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ହୁ ହୁ ହୋଇ ବଢିବାରେ ଲାଗିଛି ମହାମାରୀ କରେନା । ତେବେ ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ରାଜ୍ୟରେ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ କରିଛ‌ନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସମୟରେ କଟକ, ଭୁବନେଶ୍ୱରରେ ରାତି ୯ରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ ।…
Read More...

ଓଲଟିଲା ମିନିବସ୍ : ୧୦ ଯାତ୍ରୀ ଆହତ

ବ୍ରହ୍ମପୁର : ଗଞ୍ଜାମ କବିସୂର୍ଯ୍ୟନଗରରେ ଏକ ମିନିବସ୍ ଓଲଟି ପଡିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, 'ଶିବଶମ୍ଭୁ' ନାମକ ଯାତ୍ରୀବାହୀ ମିନି ବସ୍ ପୋଲସରାରୁ ଆସିକା ଅଭିମୁଖେ ଆସୁଥିବା ବେଳେ କବିସୂର୍ୟ୍ୟନଗର ନୂତନ ଥାନା ନିକଟରେ ଭାରସାମ୍ୟ ହରାଇ…
Read More...

ନାବାଳିକା ଶାଳୀକୁ ବାହା ହେବା ପାଇଁ ରସିକିଆ ଭିଣୋଇଁର ଜିଦି : ମନମୁଣ୍ଡା ଥାନାରେ ମାମଲା ରୁଜ୍ଜୁ, ଜ୍ୱାଇଁ ଓ ତାର ୩…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ମନମୁଣ୍ଡା ଥାନା ରକ୍ସା ଗ୍ରାମ ପଞ୍ଚାୟତ ଚଉଁରୀଆପଦର ଗ୍ରାମରେ ଗତ ପଣାସଂକ୍ରାନ୍ତି ଦିନ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ୧୪ ବର୍ଷୀୟ ଶାଳୀକୁ ବିବାହ କରିବାର ଜିଦ୍‌ ଧରି ଶଳାକୁ ଅପହରଣ କରି ନେଇ ଯାଉଥିବା ବେଳେ ଗ୍ରାମବାସୀ ଗୋଡାଇବା…
Read More...

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ‌ଙ୍କ ଜେଲରୁ ବାହାରିବାର ରାସ୍ତା ସଫା : ଝାଡଖଣ୍ଡ ହାଇକୋର୍ଟରୁ ମିଳିଲା ଜାମିନ

ରାଞ୍ଚି : ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଚାରା ଘୋଟାଲା ଦୁର୍ନୀତି ମାମଲାରେ ରାଞ୍ଚି ହାଇକୋର୍ଟରୁ ଜାମିନ ପାଇଛନ୍ତି । ଏହା ସହିତ ତାଙ୍କ ଜେଲରୁ ବାହାରିବା ରାସ୍ତା ସଫା ହୋଇଯାଇଛି । ଲାଲୁ ପ୍ରସାଦ ଦୁମ୍‌କା ଟ୍ରେଜେରୀରୁ ହୋଇଥିବା ହେର୍‌ଫେର୍‌ ମାମଲାରେ ଜାମିନ ପାଇଥିଲେ ।…
Read More...