pakka
Daily Archives

ନରସିଂହ ବିଶିଙ୍କ ଶ୍ରାଦ୍ଧ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଟାଉନ ହାଇସ୍କୁଲଠାରେ ସ୍ୱର୍ଗତ ନରସିଂହ ବିଶିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ
Read More...

ପରିବେଶ ସୁରକ୍ଷା ନିମନ୍ତେ ଦିବସଙ୍କୁ ମିଳିଲା ବିଜୁ ପଟ୍ଟନାୟକ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଦିବସ କୁମାର ସାହୁଙ୍କୁ ୨୦୨୦ ମସିହା ପାଇଁ 'ଜଙ୍ଗଲ ଏବଂ ପରିବେଶ ବିଭାଗ, ଓଡିଶା ସରକାରଙ୍କ
Read More...

ମରଣଯନ୍ତା ପାଲଟିଛି ଘେଁସ ବଡଯୋର ଭି-ଟର୍ଣ୍ଣିଂ : ବାଇକ ଦୁର୍ଘଟଣାରେ ଦୁଇ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ଘେଁସ ନିକଟବର୍ତି ବଡଯୋର ଅଂଚଳ ପାଳଟିଛି ମରଣଯନ୍ତା । ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ପୁଣି ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେର ସୋହେଲା
Read More...

ପଦ୍ମପୁର ନାଗରିକ କମିଟିର ଉପସଭାପତିଙ୍କ ଇସ୍ତଫା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନାଗରିକ କମିଟି ଉପସଭାପତି ତଥା ସମାଜସେବୀ ନିରୋଜ ଦୋରା ନିଜ ପଦ ତଥା ମୂଳ ସଦସ୍ୟ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ମିଳିଥିବା ସୂତ୍ରରୁ ପ୍ରକାଶ ଯେ, ପଦ୍ମପୁରର ବିଭିନ୍ନ ସମସ୍ୟାକୁ ନେଇ ପୂର୍ବରୁ ନାଗରିକ କମିଟି ବେଶ୍ ସକ୍ରିୟ ଥିଲା ।
Read More...

ପଦ୍ମପୁର ସମଲେଶ୍ୱରୀ ମନ୍ଦିରରେ ମା’ଙ୍କର ଧବଳମୁଖୀ ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା' ଜଗତ ଜନନୀ ଆଦି ଶକ୍ତିଙ୍କର ଧରାପୃଷ୍ଠକୁ ଆବତାର ପବିତ୍ର ପାର୍ବଣରେ ମା'ଙ୍କର ସାନିଧ୍ୟ ଓ ଆଶୀର୍ବାଦ ଲାଭ ପାଇଁ ଯିଏ ଯେମିତି ପାରୁ ପର୍ଯ୍ୟନ୍ତ ଭକ୍ତି ମାର୍ଗରେ ପୂର୍ଜାର୍ଚନା କରିବାକୁ ଚେଷ୍ଟା କରିଥାନ୍ତି । ମା'ଙ୍କର ନବ ଦିନାତ୍ମକ ପୂଜାରେ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ପଂଚମ ଦିନରେ ସାମିଲ ହେଲେ ବରିଷ୍ଠ ନାଗରିକ ମଂଚ

ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର, ଆନ୍ଦୋଳନରୁ ଓହରିବାକୁ ତହସିଲଦାରଙ୍କ ଅନୁରୋଧ ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀରେ ଗଣଧାରଣା ଆଜି ପଂଚମ ଦିନରେ ପହଂଚିଛି । ଆଜି ଏହି ଆନ୍ଦୋଳନରେ ମ.ରାମପୁର ବ୍ଲକ ଉର୍ଲଦାନୀ ପଂଚାୟତବାସୀଙ୍କ
Read More...

ଟ୍ରେନ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ଆଣିବା ପାଇଁ ପ୍ରଶାସନକୁ ନିବେଦନ କଲେ ପରିବାର ଲୋକେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନିଜ ଗାଁରେ କାମ ନ ମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ । ହେଲେ ସେଠାରେ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶବ ଆଣିବାକୁ ପରିବାର ଲୋକଙ୍କ ପାଖରେ ନାହିଁ ଅର୍ଥ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମରେ ଦେଖିବାକୁ
Read More...

ରୁଗୁଡ଼ିପଡ଼ା ନବଦିନାତ୍ମକ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡ଼ିପଡ଼ା ନବଦିନାତ୍ମକ ଦୁର୍ଗାପୂଜା ପାଇଁ ବୁଧବାର ଭୋର ସକାଳ ୫ଟାରେ ସ୍ଥାନୀୟ ମଣ୍ଡପଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗର ଠାରେ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗାମଣ୍ଡପକୁ
Read More...

ବିଭିନ୍ନ ସ୍ଥାନରେରେ ସାର ଗୋଦାମ ଉପରେ ଚଢ଼ାଉ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଞ୍ଚଳରେ ସାର କଳାବଜାରୀ ଅଭିଯୋଗ ପାଇବା ପରେ ପ୍ରଶାସନ ତତ୍ପର ହୋଇଛି । ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଳକର ଚୋରମରା, ପିପଲଦୁନି ଓ ବିଜେପୁର ଅଞ୍ଚଳର ବିଭିନ୍ନ ପଂଜିକୃତ ସାର
Read More...

ଧର୍ମ ପରାୟଣ ପୁରୁଷଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ଗୁଡଖାପଲା ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ତଥା ଜଣେ ଧର୍ମାତ୍ମା ପୁରୁଷ ଦାମ୍ବୋଦର ଦାଶଙ୍କ ଦେହାନ୍ତ ଗତ ୫ ତାରିଖ ସକାଳ ୯ଘ.୧୫ମି. ସମୟରେ ଗୁଡଖାପଲା ବାସ ଭବନରେ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ଜ୍ୟୈଷ୍ଠ ପୁତ୍ର
Read More...