Monthly Archives

April 2021

ରାଜ୍ୟର ସମସ୍ତ ଜିଲ୍ଲାର ସହରାଂଚଳରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ସହରାଂଚଳରେ ଆସନ୍ତା କାଲି ଠାରୁ ନାଇଟ୍‌ କର୍ଫ୍ୟୁ ଜାରି ହେବ । ରାଜ୍ୟ ସରକାରଙ୍କ ଏହି ଘୋଷଣା ଅନୁସାରେ ୧୦ଟି ବୋର୍ଡର୍‌ ଜିଲ୍ଲାରେ ଜାରି ହୋଇଥିବା ନାଇଟ୍‌ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଲାଗୁହେବ । ଅନ୍ୟ ୨୦ ଜିଲ୍ଲାର
Read More...

ବିଜୁଳି ଦର ବୃଦ୍ଧି ବିରୁଦ୍ଧରେ ଆପ୍‌ର ଧାରଣା : ଦାବୀପତ୍ର ପ୍ରଦାନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିଜୁଳି ଦର ବୃଦ୍ଧି ବିରୁଦ୍ଧରେ ତଥା ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ପର୍ୟ୍ୟନ୍ତ ବିନା ମୁଲ୍ୟରେ ବିଜୁଳି ଯୋଗାଇ ଦେବା ଦାବୀରେ ଧାରଣା ପ୍ରଦର୍ଶନ କରିବା ସହ
Read More...

ଅବହେଳିତ ଅବ‌ସ୍ଥାରେ ଭାରତୀୟ ସୀମା ସୁରକ୍ଷା ବଳର ସୈନିକ କୃଷ୍ଣ ଚନ୍ଦ୍ର ପରୁଆ : ରୋଗାଗ୍ରସ୍ତ ହେବା ପରେ ସ୍ୱେଚ୍ଛାକୃତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବହେଳିତ ଅବସ୍ଥାରେ ପଡ଼ି ରହିଛନ୍ତି ଭାରତୀୟ ସୀମା ସୁରକ୍ଷା ବଳର ସୈନିକ ତଥା ସ୍ଥାନୀୟ ମାଲପଡ଼ା ନିବାସୀ କୃଷ୍ଣ ଚନ୍ଦ୍ର ପରୁଆ । ଯିଏ ଛାତି ଫୁଲେଇ ଭାରତ ମାତାର ତ୍ରିରଙ୍ଗା ଝଣ୍ଡା ଲହରେଇ ସୀମା ସୁରକ୍ଷାରେ ନିୟୋଜିତ ହୋଇଥିଲେ, ସିଏ ରୋଗାଗ୍ରସ୍ତ ହେବା ପରେ
Read More...

ବଲାଙ୍ଗିର ଜିଲ୍ଲାରେ ତିନି ଅଙ୍କକୁ ଛୁଇଁଲା ଦିନକର ସଂକ୍ରମଣ ସଂଖ୍ୟା : ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ୁଛି କରୋନା ସଂକ୍ରମଣ । ବଲାଙ୍ଗିର ଜିଲ୍ଲାରେ ତିନି ଅଙ୍କକୁ ଛୁଇଁଛି ଦିନକର ସଂକ୍ରମଣ ସଂଖ୍ୟା । ଆଜି ୧୧୦ ଜଣ ନୂଆ ଆକ୍ରାନ୍ତ ଜିଲ୍ଲାରେ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୧୦ରୁ ୩, ୧୫ରୁ ୪, ୧୮ରୁ
Read More...

ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କୁ ପଥର ମଫିଆଙ୍କ ଧମକ ଅଭିଯୋଗ : ପୁରୁଣାକଟକ ଥାନାରେ ଆଟ୍ରୋସିଟି ମାମଲା ରୁଜୁ

ନିନ୍ଦା ପ୍ରସ୍ତାବ କରି କାର୍ୟ୍ୟାନୁଷ୍ଠାନ ଦାବୀ କଲା ହରଭଙ୍ଗା ଓକିଲ ସଂଘବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର ଅତିରିକ୍ତ ତହସିଲଦାରଙ୍କ ଘରକୁ ନିଶାଶକ୍ତ ଅବସ୍ଥାରେ ଆସି ଦୁର୍ବ୍ୟବହାର କରିବା ସହ ତାଙ୍କୁ ଜାତିଆଣ ଆକ୍ଷେପ କରି ଧମକ ଚମକ ଦେଇଥିବା ପୁରୁଣା କଟକ ଥାନାରେ
Read More...

ପୋଖରୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗାଁ ଫୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଜଣେ ବୃଦ୍ଧଙ୍କର ଗୋଡ ଖସିଯାଇ ମୁଣ୍ଡରେ ଆଘାତ ଲାଗିବାରୁ ପାଣି ଭିତରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ମୋତେ
Read More...

ବଲାଙ୍ଗିରରେ ନୂଆ ଉପଜିଲ୍ଲାପାଳ ଭାବେ ଯୋଗଦେବେ ଲମ୍ବୋଧର ଧରୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନୂଆ ଉପଜିଲ୍ଲାପାଳ ଭାବେ ସୁନ୍ଦରଗଡ଼ ସବ୍‌ଡେଗା ବ୍ଲକ ବିଡ଼ିଓ ଲମ୍ବୋଦର ଧରୁଆ, ଓଏଏସ୍‌, ଗ୍ରେଡ୍‌ ‘ଏ’(ଏସ୍‌ବି) ଯୋଗଦାନ କରିବେ । ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ସୁଧାକର ନାୟକ
Read More...

ଗଣ୍ଡାବଜା ପତ୍ରିକା ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ

ଲୋଇସିଂହା, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅଗ୍ରସେନ ଭବନ ଲୋଇସିଂହା ଠାରେ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଗଣ୍ଡାବଜା ପତ୍ରିକା ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ସମାଜ ସଂସ୍କାରକ ଦିଲିପ ବେହେରା,
Read More...

ନରସିଂହ ସେନା ପକ୍ଷରୁ ପଣା ସଂକ୍ରାନ୍ତି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ସେନା ପକ୍ଷରୁ ଓଡିଆ ନବ ବର୍ଷ, ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ତଥା ଆମ୍ବେଦକର ଜୟନ୍ତୀ ଛତାମଖନା ଠାରେ ପାଳିତ ହୋଇଯାଇଛି । ସବୁ ଓଡିଆଙ୍କ ପାଇଁ ଏହା ଏକ ମହାନ ପର୍ବ । କିନ୍ତୁ କରୋନା ମହାମାରୀ ଏବଂ ସାରା ଦେଶରେ କରୋନା କଟକଣା ଯୋଗୁଁ କେବଳ
Read More...

କଲ୍‌ଚରାଲ ଏକାଡେମୀ ପକ୍ଷରୁ ବିଷୁବ ମିଳନ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଲଚରାଲ ଏକାଡେମୀ ପକ୍ଷରୁ ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ବିଷୁବ ମିଳନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ ଧ୍ରୁବଚରଣ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ଆସରରେ ଓଡ଼ିଶାର
Read More...