ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ : ଘରେ ରହିବାକୁ ସରକାରଙ୍କ ଅପିଲ
ମୁମ୍ବାଇ, (କେପିଏନ୍ଏସ୍) : ସାରା ରାଷ୍ଟ୍ରରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ମହାରାଷ୍ଟ୍ରରେ ତାଣ୍ଡବ ରଚିଛି ଘନଘୋର ବର୍ଷା । ବୁଧବାର ଦିନ ହୋଇଥିବା ଲଗାତାର ବର୍ଷା ଯୋଗୁଁ ଆରବ ସାଗର ଫୁଲି ଉଠି ସହର ଆଡ଼କୁ ମାଡ଼ି ଆସିଛି । ଫଳରେ ମୁମ୍ବାଇ ସହରର ବିଭିନ୍ନ ଅଂଚଳ ଜଳାନ୍ନବ!-->…
Read More...
Read More...