Yearly Archives

2020

କରୋନା ସ୍ଥିତି ଅସମ୍ଭାଳ : ଆଜି ରାଜ୍ୟରେ ସର୍ବାଧିକ ୧୮୩୩ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଦିନକୁ ଦିନ କରୋନା ସ୍ଥିତି ରାଜ୍ୟରେ ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୧୮ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସରକାରୀ…
Read More...

ଦେଶରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୨୪ ଘଂଟାରେ ୬୨,୫୩୮ ସଂକ୍ରମିତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୫୩୮ରେ ପହଂଚିଛି । ପୁଣି ୮୮୬ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତଙ୍କ ମଧ୍ୟରୁ ୧୩,୭୮,୧୦୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୬,୦୭,୩୮୪ ଜଣ ଦେଶର…
Read More...

ବ୍ରହ୍ମବାଦୀ ଭୀମ ଭୋଇ

ପୃଥିବୀ ପୃଷ୍ଠରେ ପଙ୍କରୁ ପଦ୍ମ ଆବିର୍ଭାବ ବିଷୟର ବହୁଳ ଉଦାହରଣ ରହିଛି । ଏପରି ଏକ ଦରିଦ୍ର କନ୍ଧ ପରିବାରରେ ଭୀମ ଭୋଇଙ୍କ ବାଲ୍ୟ କାଳ ଅତିବାହିତ ହୋଇଥିଲା । ଉକ୍ରଳର ଧର୍ମୀୟ ପରଂପରା ଅତ୍ୟନ୍ତ ପ୍ରାଚୀନ । ପ୍ରତ୍ୟେକ ଧର୍ମରେ ଜଣେ ଜଣେ ମହାନ ସାରଥୀଙ୍କ ଭୂମିକା ରହିଛି । ସନ୍ଥ ଭୀମ ଭୋଇ…
Read More...

ସମ୍ବଲପୁରରେ କାୟାବିସ୍ତାର କରୁଛି କରୋନା : ନୂଆଁଖାଇ ଦିନ ସଟ୍ ଡାଉନ୍ ହଟାଇବାକୁ ଆରଡିସିଙ୍କୁ ଦାବୀ

ସମ୍ବଲପୁର (ଦାମୋଦର ପଣ୍ଡା):ସମ୍ବଲପୁର ଜିଲ୍ଲାରେ ଗତ ଶୁକ୍ରବାର ୧୦୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ସଂଖ୍ୟା ୮୩୬ ରେ ପହଁଚିଛି । କେବଳ ସମ୍ବଲପୁର ମହାନଗର ଅଂଚଳରେ ସେହି ଦିନ ୯୬ ଜଣ ଚି଼ହ୍ନଟ ହୋଇ ମୋଟ ୭୦୯ ଜଣ ଆକ୍ରାନ୍ତ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଅଗଷ୍ଟ ମାସସାରା…
Read More...

ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ । ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା…
Read More...

ଭାରତର କୋଭିଡ-୧୯ ସୁସ୍ଥତା ହାର ୬୭.୬୨% ଛୁଇଁଲା

୧୩.୨ ଲକ୍ଷ ଅତିକ୍ରମ କଲା ମୋଟ ସୁସ୍ଥଙ୍କ ସଂଖ୍ୟା• ମୃତ୍ୟୁହାର କ୍ରମାଗତ ହ୍ରାସ ପାଇ ୨.୦୭ ପ୍ରତିଶତରେ ପହଁଚିଲା ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୨୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଭାରତର ସମୁଦାୟ କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୧୩,୨୮,୩୩୬ରେ…
Read More...

ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି)କୁ ମିଳିଲା ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି । ଏହାର ଲାଇଭ…
Read More...

ବରୋବାହାଲ ଗାଁର ଉଇହୁଙ୍କା ଭିତରେ ଶିବ ଲିଙ୍ଗ ଆବିର୍ଭାବ

ବଙ୍ଗୋମୁଣ୍ଡା (ହୁଲେଶ୍ୱର ହଂସ) : ବିଶ୍ୱାସ କରି ନ ହେବା ଭଳି ଏକ ଘଟଣା ଘଟିଛି ବଂଗୋମୁଣ୍ଡା ବ୍ଲକର ବରୋବାହାଲ ଗାଁରେ । ଆଜିର ବିଜ୍ଞାନ ଯୁଗରେ ଯଦି ବି ଏହାକୁ ବିଶ୍ୱାସ କରାଯାଇ ପାରୁନାହିଁ, ତଥାପି ଧାର୍ମିକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏ ଖବର ଜୋର୍ ଧରିଛି । ବଲାଙ୍ଗିର ଜିଲ୍ଲା…
Read More...

କବିତା : ଝଡ଼

ମୁଁ ଜାଣେଝଡ଼ରେ ଭାଙ୍ଗିଲେ ପୁଣି ଉଠିବୁ ଅମାନିଆ ଲୁହକୁ ଜମା ଅନାନାପବନକୁ ଭୂତ ଭାବି ଥରିବାର ନାହିଁବନ୍ୟା ଅଜଗର ସୁଅଯାଉ ଯୁଆଡେ଼ ବାଡ଼ ଭାଙ୍ଗି ଆ, ପିଲାପିଲିଙ୍କୁ ପାଖରେ ବସେଇଆଶ୍ୱସ୍ତ ହ'ଦିଅଁଙ୍କୁ ଦୟାବନ୍ତ କହରାତିକୁ କହ ପ୍ରିୟ ସାଥୀକ୍ଷତିକୁ ନୂଆ ଆଶାର ଫରୁଆ ତଳେଲୁଚେଇ ଦେ' …
Read More...

କଂଟାବାଂଜି : ୪ଟି ୱର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

କଂଟାବାାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଛି । ପ୍ରଶାସନ ପକ୍ଷରୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ଚାରୋଟି ୱର୍ଡ ଯଥାକ୍ରମେ ୨, ୫, ୧୦ ଓ ୧୧କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ତେବେ ଅଭାବୀ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ…
Read More...