କରୋନା ଯୋଦ୍ଧା ସମ୍ମାନିତ
ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ଭାରତୀୟ ମାନବ ଅଧିକାର ସଚେତନ ଆସୋସିଏସନ ଏବଂ ଜାତୀୟ ବ୍ରାହ୍ମଣ ଅଧିକାର ମଂଚର ମିଳିତ ଉଦ୍ୟମରେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । ଓଡିଶା ପ୍ରଶାସନିକ ସେବା ଅଧିକାରୀ ତଥା ଜଣେ ସମାଜସେବୀ!-->…
Read More...
Read More...