ସିନ୍ଧେକେଲା : ୧୧ ତାରିଖ ଦିନ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ସିନ୍ଧେକେଲା, (ଗୁରୁଦୟାଲ ହଂସ) : ଆସନ୍ତା ୧୧ ତାରିଖ ଦିନ ସିନ୍ଧେକେଲାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ବିଜେଡ଼ି. ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ସ୍ଥାନୀୟ ଦୁଆରସେନୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ଼୍ ନିୟମ ପାଳନ ସହ ଆୟୋଜିତ ଏହି ଏଥିରେ ବିଜେଡ଼ି.ର ବହି ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.