Yearly Archives

2020

ମାଦକ ଦ୍ରବ୍ୟ ସେବନ କରେନି କି ଅପପ୍ରଚାର ମଧ୍ୟ କରେନି ବୋଲି କହିଲେ କରଣ ଜୋହର

ମୁମ୍ବାଇ : କେବେ ବି ମୁଁ ମାଦକ ଦ୍ରବ୍ୟ ସେବନ କରେ ନି କି ଏହାର ଅପପ୍ରଚାର ମଧ୍ୟ କରେନି ବୋଲି ନିଜର ଟ୍ୱିଟର ଏକାଉଣ୍ଟରେ ଶୁକ୍ରବାର ଦିନ ପୋଷ୍ଟ କରି ଡ୍ରଗ୍ସ ସହ ମୋର କୋ÷ଣସି ଲିଙ୍କ୍‌ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଚଳଚ୍ଚିତ୍ର ର୍ନିମାତା କରଣ ଜୋହର । ସୂଚନାଯୋଗ୍ୟ ଯେ କରଣଙ୍କ ଏକ
Read More...

ବର୍ଷାଙ୍କୁ ଧନ୍ୟବାଦ ଜଣାଇଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବଢ଼ୁଥିବା ଶିଶୁ ଶ୍ରମିକ ପ୍ରଥାକୁ ବିରୋଧ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏନେଇ ସେ ଏଠାକାର କିଛି ଶିଶୁ ଶ୍ରମିକଙ୍କ ଫଟୋ ପୋଷ୍ଟ କରି ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଅପିଲ କରିଛନ୍ତି । ବର୍ଷା ଏହି ଟ୍ୱିଟକୁ
Read More...

କର୍ମକର୍ତ୍ତା ନିର୍ବାଚନ ସହ ପଥପ୍ରାନ୍ତେ କବିତା ଆସର

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହରରୁ ଅନତି ଦୂରରେ ଥିବା ବୁବୁଡା ଗ୍ରାମର ବାଟ୍ କଢ଼ୁଆଲ ତଥା ଏସ୍.ଏମ୍ କ୍ରିଏସନ୍ ପକ୍ଷରୁ କୋଭିଡ-୧୯କୁ ଦୃଷ୍ଟିରେ ରଖି ବୁକୁରାମୁଣ୍ଡା ସ୍ଥିତ ଏକ ଶାନ୍ତ ପରିବେଶରେ ସୃଷ୍ଟି ହୋଇଥିବା ମହିମା ଅଲେଖ ଆଶ୍ରମଠାରେ ଏକ କବିତା ଆସର ଅନୁଷ୍ଠିତ
Read More...

ଗୋହତ୍ୟାକୁ ନେଇ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ କୁସମେଲ ପାଖ ନଦୀଠାରେ ଏକ ଗାଈକୁ ହତ୍ୟା କରି ପକେଇ ଦିଆଯାଇଥିବା ବେଳେ ଗାଈ ହତ୍ୟାକରୀକୁ ବଲାଙ୍ଗିର ଜିଲ୍ଲା କୁସମେଲ ଗ୍ରାମର ଲୋକମାନେ ଓ ରୁଦ୍ରସେନାର କର୍ମକର୍ତ୍ତାମାନେ ପୋଲିସ ଜିମାରେ ଦେଇଥିଲେ ଓ ହତ୍ୟାକାରୀ ଉପରେ ଦୃଢ଼
Read More...

ବହୁଧା ପର୍ଯ୍ୟଟନର ସୁଯୋଗ ଥିବା ସୁବର୍ଣ୍ଣପୁର ସହର ଓ ଜିଲ୍ଲା ଭିତ୍ତିଭୂମି ବିକାଶର ଅପେକ୍ଷା ରଖେ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର, ଅଷ୍ଟ ମ'କାରର ଭୂଖଣ୍ଡରେ ରହିଛି ପର୍ଯ୍ୟଟନର ଅନେକ ବିଭବ । ବହୁ ପ୍ରାଚୀନ ମନ୍ଦିର, ମଠ, ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୁର ପରିବେଶ ସହ କଳା କାରିଗରି ଏ ମାଟିକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଆଜି ସମଗ୍ର ବିଶ୍ୱ ପର୍ଯ୍ୟଟନ ଦିବସ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ଚିକିତ୍ସାଳୟମାନଙ୍କରେ ୨୪X୭ ସହାୟତା କେନ୍ଦ୍ର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ଚିକିତ୍ସାଳୟମାନଙ୍କରେ ୨୪X୭ ସହାୟତା କେନ୍ଦ୍ର ଆରମ୍ଭ କରାଯାଇଛି । ତେବେ କରୋନା ରୋଗୀଙ୍କ ପରିବାର ବର୍ଗ ଫୋନ୍‌ ଯୋଗେ ସଂପୃକ୍ତ ରୋଗୀଙ୍କର ସବିଶେଷ ସ୍ଥିତି ବୁଝିବା ପାଇଁ ଏହି ସୁଯୋଗ ସୃଷ୍ଟି କରାଯାଇଥିବା
Read More...

କରୋନା ନିୟନ୍ତ୍ରଣ କମିଟିର ଜନ ସଚେତନତା ର‍୍ୟାଲି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ନବ ନିର୍ମିତ କରୋନା ନିୟନ୍ତ୍ରଣ କମିଟି ସହରରେ ଏକ କରୋନା ସଚେତନତା ର‍୍ୟାଲି କରିଛି । କମିଟିର ବିଭିନ୍ନ କର୍ମକର୍ତ୍ତା ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ସାମନାରେ ଏକଜୁଟ ହୋଇଥିଲେ । କରୋନାକୁ ନେଇ ସଚେତନ କରିବା ପାଇଁ ବିଭିନ୍ନ ପ୍ଲା କାର୍ଡ
Read More...

ବାପାମାଆ ଛେଉଣ୍ଡ ଦୁଇ ଭାଇଙ୍କୁ ସହଯୋଗର ହାତ ବଢ଼ାଇଲେ କଲିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତର ତୁଲସିଡୁଙ୍ଗୁରି ଗ୍ରାମର ଅନାଥ ଶିଶୁ ଟିକୁ ବନଗୁଲା(୫) ଓ ରିକୁ ବନଗୁଲା(୨ବର୍ଷ ୬ମାସ)ଙ୍କୁ ବଲାଙ୍ଗିରର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ସହଯୋଗର ହାତ
Read More...

ସଂକଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ

ବରଗଡ଼, (ନିରୋଜ କୁମାର ପାଣୀ) : ବିଶ୍ୱ ମହାମାରୀ କାରୋନା ସମୟରେ ସାଧାରଣତଃ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଉଛି । ଏଣୁ ରକ୍ତ ଅଭାବକୁ ଦୂର କରିବା ପାଇଁ ସଂକଳ୍ପ ପରିବାର ତରଫରୁ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ଆଜି ଏହି ରକ୍ତସଂଗ୍ରହ ଅଭିଯାନରେ ସାମିଲ ହୋଇଛନ୍ତି
Read More...

ବିଙ୍ଗ ହ୍ୟୁମାନ ତରଫରୁ ଏଟିଏମ ବୁଥ ସାନିଟାଇଜ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହି ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ବଲାଙ୍ଗିର ତରଫରୁ ସହରର ସମସ୍ତ ଏଟିଏମ ବୁଥକୁ ସାନିଟାଇଜ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ବ୍ରଜଗୋପାଳ ସିଂ, ରୋଶନ
Read More...