ଝୁଲନ୍ତା ମୃତ ଦେହ ଉଦ୍ଧାର
କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରାଜାପଡାର ସ୍ସ୍ୱର୍ଗତ ସତ୍ୟନାରାୟଣ ପୁରୋହିତଙ୍କ ସାନ ପୁଅ ବିନାୟକ ପୁରୋହିତ(୨୩)ଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଘରୁ ଲାଞ୍ଜିଗଡ଼ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଲାଞ୍ଜିଗଡ଼ ରାଜାପଡାର ବିନାୟକ ସନ୍ଧ୍ୟାରେ ଘରକୁ!-->…
Read More...
Read More...