ପୁଣି ଭାରତକୁ ରାଫେଲ୍‌ ଦେଲା ଫ୍ରାନ୍ସ

ପ୍ୟାରିସ୍‌ : ଦ୍ୱିତୀୟ ଦଫାରେ ଫ୍ରାନ୍ସ ଭାରତକୁ ୫ଟି ରାଫେଲ ଦେଇଛି । ବର୍ତ୍ତମାନ ଏହି ରାଫେଲ ଗୁଡିକ ଫ୍ରାନ୍ସରେ ରହିଛି । ଅକ୍ଟୋବର ସୁଦ୍ଧା ଭାରତ ମାଟିରେ ଏହି ରାଫେଲ୍‌ ଗୁଡିକ ପହଚିଂବ ବୋଲି ଫ୍ରାନ୍ସରେ ଥିବା ଭାରତର ରାଷ୍ଟ୍ରଦୂତଙ୍କ ଠାରୁ ସୂଚନା ମିଳିଛି । ଏହି ରାଫେଲ୍‌ ବିମାନଗୁଡିକ ପଶ୍ଚିମବଙ୍ଗ ସ୍ଥିତ କଲଇକୁଣ୍ଡାରେ ଥିବା ବାୟୁସେନାଙ୍କ ଘାଟିରେ ମୁତୟନ ହେବ, ଯାହାକି ଭାରତ ଏବଂ ଚୀନ ସୀମାରେ କଡା ନଜର ରଖିବ ।

Leave A Reply

Your email address will not be published.