ବିଙ୍ଗ ହ୍ୟୁମାନ ତରଫରୁ ଏଟିଏମ ବୁଥ ସାନିଟାଇଜ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହି ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ବଲାଙ୍ଗିର ତରଫରୁ ସହରର ସମସ୍ତ ଏଟିଏମ ବୁଥକୁ ସାନିଟାଇଜ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ବ୍ରଜଗୋପାଳ ସିଂ, ରୋଶନ ସୁନା, ମଣ୍ଟୁ କୁମ୍ଭାର, ମୋହିତ ତ୍ରିପାଠୀ, କନ୍ଦର୍ପ ସାହୁ, ବୀରେନ ସାହୁ, ମୁକେଶ ପଧାନ, ରିଙ୍କୁ ମେହେର,ସୁନୀଲ ନାଏକ, ପଞ୍ଚାନନ ପଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.