Yearly Archives

2020

କବିତା : ମାଁର ଦୁଖ୍

ବଂଶୀଧର ମାଝୀକିଏ ବୁଝି ପାରବା ମାଁର ଦୁଃଖକାଂଦସି କାଏଁ ଯେ ପୁର୍‌ଥିଯେ ବୁଝି ପାରସି ଆତ୍‌ମାର ଲୁହୁନେତାର ପଛେ କିହେ ନାଇଁ । ଚାଲିଛେ ଯେତେ ପାପର ଖେଲ୍‌ସବୁ ଦେଖୁଛେ ଧରମ୍ ଦେବତାରକତ ଦେଇ ଜମନ୍ ହେଇଛୁ ଯାହାକେସେ କରି ଦେଇଛେ ଏକଲା । ବାଦଲ୍‌କେ ଦେଖି କହୁଛେ ମାଏଟମଉଲା ପୁର୍‌ଥିର
Read More...

ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ବୋଟାନି ବିଭାଗରେ ଟପ୍ପର ହେଲେ ଶୁଭ୍ରାଂଶୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସେନ୍‌ଚ୍ୟୁରିଆନ୍‌ ବିଶ୍ୱବିଦ୍ୟାଳୟର ୬ଟି କ୍ୟାମ୍ପସ୍‌ ଥିବାବେଳେ ଭୁବନେଶ୍ୱର କ୍ୟାମ୍ପସ୍‌ରେ ଥିବା ପିଜି ବୋଟାନି ବିଭାଗରେ ଟପ୍ପର ହୋଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଗ୍ରାମର ଦିଲ୍ଳୀପ ସାହୁଙ୍କ ଝିଅ ଶୁଭ୍ରାଂଶୀ ସଂଶ୍ଲିଷ୍ଟା ସାହୁ ।
Read More...

କରୋନା ପରେ ‘କେଟ୍‌ କ୍ୟୁ ଭାଇରସ୍‌’ : ଆଇସିଏମ୍‌ଆର୍‌ର ଚେତାବନୀ, ଭାରତରେ ଆତଙ୍କ ସୃଷ୍ଟି କରିପାରେ ନୂଆ ଚୀନ୍‌…

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ସହ ସାରା ବିଶ୍ୱ କରୋନା ଭାଇରସ୍‌ କବଳରୁ ବଂଚିବା ପାଇଁ ଲଢେ଼ଇ କରୁଥିବା ବେଳେ ଅନ୍ୟପଟେ ଚୀନ୍‌ର ନୂଆ ଭାଇରସ୍‌ର ଆତଙ୍କ ବିଶ୍ୱ ଉପରେ ଚକ୍‌କର୍‌ କାଟିବା ଆରମ୍ଭ କଲାଣି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସଂଧାନ ପରିଷଦ (ଆଇସିଏମ୍‌ଆର୍‌) ଭାରତ ସରକାରଙ୍କୁ ଚେତାବନୀ
Read More...

ଗିରଫ ହେଲେ ବୌଦ୍ଧର ଡେପୁଟି କଲେକ୍ଟର ଶରତ ବାଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କରିଛି ପୋଲିସ୍ । ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ମାଡ଼ ମାରିଥିବା ନେଇ ଝାରସୁଗୁଡା ବିଟିଏମ ପାଣ୍ତିରେ ଅଭିଯୋଗ କରିଥିଲେ ତାଙ୍କ ଧର୍ମପତ୍ନୀ । ପତ୍ନୀଙ୍କ ‌ଦ୍ୱାରା ଶରତଙ୍କ ନାମରେ ନିର୍ୟ୍ୟାତନା ଅଭିଯୋଗ ହେବା
Read More...

ସୁଶାନ୍ତ ସିଂହ ମୃତ୍ୟୁ ମାମଲାକୁ ନେଇ ଅର୍ବାଜ୍‌ ଖାନ୍‌ ମକଦ୍ଦମା ରୁଜୁ କଲେ

ମୁମ୍ବାଇ : ଅଭିନେତା ତଥା ଫିଲ୍ମ୍‌ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅର୍ବାଜ ଖାନ ମାନହୀନ ମାମାଲା ରୁଜୁ କରିଛନ୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଏବଂ ତାଙ୍କ ମ୍ୟାନେଜର୍‌ ଦିଶାଙ୍କ ମୃତ୍‌୍ୟୁ ମାମାଲାରେ ତାଙ୍କ ନାଁ ଯୋଡିବାରୁ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ
Read More...

ଅନୁରାଗଙ୍କ ଅସଦାଚରଣ ମାମଲା : ରାଜ୍ୟପାଳଙ୍କୁ ଭେଟିଲେ ପାୟଲ ଘୋଷ

ମୁମ୍ବାଇ : ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ୍‌ ର୍ନିମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମାଲାକୁ ନେଇ ମହାରାଷ୍ଟ୍ରର ରଜ୍ୟପାଲ ଭଗତ ସିଂକୁ ଭେଟିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଜି ରାଜ୍ୟପାଳଙ୍କୁ ଭେଟି ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଅଭିନେତ୍ରୀ ପାୟଲ କହିଛନ୍ତି ।
Read More...

ମଲି ମହକନ୍ ପକ୍ଷରୁ କୋଶଲି ସଂସ୍କୃତି ଦିନ୍ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କୋଶଲାଞ୍ଚଳର ବିଭିନ୍ନ ଜିଲ୍ଲାରେ ମଙ୍ଗଳବାର କୋଶଲି ସଂସ୍କୃତି ଦିନ୍ ପାଳନ କରାଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳର "ମଲି ମହକନ୍" ପକ୍ଷରୁ ସଂପାଦକ ବଂଶୀଧର ମାଝୀଙ୍କ ିତତ୍ତ୍ୱାବଧାନରେରେ ଏକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବିତା ଆସରରେ
Read More...

ଚେନ୍ନାଇ ସୁପରକିଙ୍ଗ୍‌ସ ୱେବ୍‌ ସାଇଟ୍‌ରୁ ସୁରେଶ ରାଇନାଙ୍କ ନାମ ହଟିଲା

ନୂଆଦିଲ୍ଳୀ : ଚଳିତ ବର୍ଷ ଆଇପିଏଲ୍‌ ତାଲିକାରୁ ସୁରେଶ ରାଇନାଙ୍କ ନାମ ହଟିଲା । ବ୍ୟାକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲ୍‌ ଆରମ୍ଭ ହେବା ପୁର୍ବରୁ ଭାରତ ଫେରି ଆସିଥିଲେ । ଫେରି ଆସିବା ପରେ ରାଇନା ପୁଣି ଫେରି ପାରନ୍ତି ବୋଲି ତାଙ୍କର ପ୍ରଶଂସକମାନେ ଆଶା କରୁଥିଲେ । ତେବେ ସେ ନିଜେ
Read More...

ବଲାଙ୍ଗିର ପୌରପରିଷଦ ପକ୍ଷରୁ ୧୦ ଦିନିଆ ଜନସମ୍ପର୍କ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ କ୍ରମଶଃ ଲୋକଙ୍କୁ ଆତଙ୍କିତ କରୁଥିବା ବେଳେ ଏହାକୁ ନେଇ ବଲାଙ୍ଗିର ପୌରାଞ୍ଚଳର ଜନସାଧାରଣ କୌଣସି ରକମର ଗୁଜବ, ଅପପ୍ରଚାର ଓ ଆତଙ୍କରେ ବିଶ୍ୱାସ ନକରି ସଚେତନ ଓ ସୁରକ୍ଷିତ ରହିବା ପାଇଁ ବଲାଙ୍ଗିର ପୌରପରିଷଦ ତରଫରୁ ଗତ ୧୬ ରୁ୨୫ ସେପ୍ଟେମ୍ବର,
Read More...

ଧାନରେ ଲାଗୁଛି ଅଜଣା ରୋଗ, ଔଷଧ ପକାଇଲେ ଦବି ଯାଉଛି ଧାନ: ନକଲି କୀଟନାଶକକୁ ନେଇ ଚର୍ଚ୍ଚା : ସାର ପରେ ଔଷଧକୁ ନେଇ…

ଦେଓଗାଁ, (ମନୀଷ କୁମାର ସାହୁ) : ବାଲିଆ ମାଟିରେ ଦିଶେ ଶାଗୁଆ କ୍ଷେତ ଝଲ ମଲ ….. ବୋଲି ଦଶହରା ମାସରେ ଚାଷୀ ଗର୍ଜି ଉଠେ ଗାଁ ଦାଣ୍ଡରେ। କିନ୍ତୁ ଚଳିତ ବର୍ଷର ଚାଷକୁ ନେଇ ଝଲ ମଲ ହେବା ବଦଳରେ ଚାଷୀ ଆଖିରୁ ଝରୁଛି ଲୁହ । କେତେବେଳେ ୟୁୁରିିିଆ ସାରକୁ ନେଇ ତ ପୁଣି କେତେବେଳେ କୀଟନାଶକକୁ ନେଇ
Read More...