ଜାମସେଠରେ ଦୁଇ ଦିନିଆ ସଟଡାଉନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନକୁ ଦିନ କରୋନା ଗାଁଗୁଡିକୁ ଧୀରେ ଧୀରେ ମାଡ଼ି ବସୁଥିବା ବେଳେ ଚିନ୍ତାର ବିଷୟ ସାଜିଛି । ବରଗଡ଼ ଜିଲ୍ଳା ପାଇକମାଳ ବ୍ଳକ ଜାମସେଠ ଗ୍ରାମପଞ୍ଚାୟତରେ ମଙ୍ଗଳବାର ସକାଳ ୭ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ସଟଡାଉନ ରହିବ । ଗାଁରେ ପଜିଟିଭ କେସ!-->…
Read More...
Read More...