Yearly Archives

2020

ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଗୁଣନିଧି ତ୍ରିପାଠୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡା ବାସିନ୍ଦା ବିଶିଷ୍ଟ ସମାଜସେବୀ, ସଂଗଠକ ତଥା ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ରାକ୍ତନ ସାଧାରଣ ସମ୍ପାଦକ ଗୁଣନିଧି ତ୍ରିପାଠୀଙ୍କ ୫୯ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଯକୃତ ଜନିତ ରୋଗରେ ପୀଡିତ ଥାଇ
Read More...

ଆର୍ଥରାଇଟିସ୍‌ ରୋଗୀ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏଇ ତିନୋଟି ଜିନିଷ : ବଢ଼ିଯିବ ଗଣ୍ଠି ଦରଜ

ନୂଆଦିଲ୍ଲୀ : ଆର୍ଥରାଇଟିସ୍‌ ଏବେ ଆମ୍‌ ରୋଗ ହୋଇଗଲାଣି । ଆଜିକାଲିର ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ଆର୍ଥାରାଇଟିସ୍‌ ରୋଗ ବଢ଼ିଚାଲିଛି । ବୁଢ଼ାବୁଢ଼ୀଙ୍କ କଥା ଛାଡ଼ନ୍ତୁ, ଯୁବକାବସ୍ଥାରେ ବି ଏ ରୋଗରେ ପୀଡ଼ିତ ହେଉଛନ୍ତି ଅନେକେ । ଯଦି ଆପଣ ଆର୍ଥାରାଇଟିସ୍‌ ରୋଗରେ ପୀଡ଼ିତ, ତେବେ ଏଇ
Read More...

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର, (ଦାମୋଦର ପଣ୍ଡା) : ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ଠାରେ ଗତକାଲି ଘଟିଥିବା ବର୍ବର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ବାଗକୁ ଆଜି ସମ୍ବଲପୁର ପୋଲିସ ଗିରଫ କରିଛି । ଏନେଇ ସମ୍ବଲପୁର ସଦର ଏସଡିପିଓ ତପନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତକାଲି ଏହି
Read More...

ବଲାଙ୍ଗିରରେ ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳ ବଲାଙ୍ଗିରଙ୍କ ନିର୍ଦ୍ଦେଶ କ୍ରମେ ଆର୍ନ୍ତଜାତୀୟ ଶିଶୁ କନ୍ୟା ଦିବସ ୨୦୨୦ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସକାଳ ଘ.୯ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ
Read More...

ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଏକ ହିନ୍ଦୁ ମନ୍ଦିରରେ ଭଂଗାରୁଜା

ନୂଆଦିଲ୍ଲୀ : ପାକିସ୍ତାନର ସିନ୍ଧ ପ୍ରାନ୍ତରେ ସ୍ଥାନୀୟ ପୁଲିସ ହିନ୍ଦୁ ସମୁଦାୟଙ୍କ ଏକ ମନ୍ଦିରରେ ଭଂଗାରୁଜାର ମାମଲା ରୁଜ୍ଜୁ କରିଛି । ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ୍‌ ମଧ୍ୟ କରାଯାଇଛି । ସିନ୍ଧର ବଦୀନ ଜିଲ୍ଲା ଅନ୍ତର୍ଗତ କଡ଼ିୟୁ ଘନୋର ସହରରେ ଗତ କାଲି ସକାଳେ ଭଂଗାରୁଜା
Read More...

ଲାଇଟ୍, ସାଉଣ୍ଡ ଏବଂ ଟେଣ୍ଟ ଆସୋସିଏସନ୍‌ର ସାମୁହିକ ମିଳନ ଅନୁଷ୍ଠିତ

ଟିଟିଲାଗଡ , (ଗୌରବ ଦର୍ଜୀ) : କୋରୋନା ମହାମାରୀ ଦେଶର ସମସ୍ତ ବ୍ୟବସାୟୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । କୋରୋନା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲକ୍ ଡାଉନ୍ କରିବା ପରେ ଆରମ୍ଭ କରିଛନ୍ତି ଅନ୍‌ଲକ୍ ପ୍ରକ୍ରିୟା । ସେପ୍ଟେମ୍ବର ୧ ତାରିଖରୁ ଅନ୍‌ଲକ୍ ୫.୦ ଆରମ୍ଭ
Read More...

କରୋନା ପାଇଁ ସଚେତନତାରେ ସୁରକ୍ଷା ଆମର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବଲାଙ୍ଗିର ଜିଲ୍ଲାରେ ବଢିବାରେ ଲାଗିଛି । ସଚେତନତାରେ ସୁରକ୍ଷା ଆମର ବାର୍ତ୍ତା ନେଇ ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ଲୋଇସିଂହା ଓ ସାପ୍ତାହିକ ହାଟ ହୀରାପୁର ଠାରେ କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ
Read More...

ସଂକଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ

ବରଗଡ଼, (ନିରୋଜ କୁମାର ପାଣୀ): କୋଭିଡ-୧୯ ପାଇଁ ସମସ୍ତ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଅଭାବ ଦେଖା ଯାଉଥିବାରୁ ସଂକଳ୍ପ ପରିବାର ତରଫରୁ ରକ୍ତ ସଂଗ୍ରହ ଅଭିଯାନ ଚାଲିଛି । ରକ୍ତସଂଗ୍ରହ ଅଭିଯାନର ଆଜି ରବିବାର ଦିନ ପଞ୍ଚମ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବନଛୋରଡ଼ିହି ଯୁବକ ସଂଘର ନେତୃତ୍ୱରେ
Read More...

ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪୨ : ଜିଲ୍ଲାରେ ଆଜି ନୂଆ ୮୫ ଚିହ୍ନଟ, ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୪୨ ରହିଛି । ତେବେ ଆଜି ଜିଲ୍ଲାରେ ନୂଆ ଆକ୍ରାନ୍ତ ୮୫ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୨୪ ଓ ଟିଟିଲାଗଡ଼ ପୌରାଂଚଳରେ ୫ ଜଣ
Read More...

ଫେଲ୍‌ ମାରିଲା ଡକାୟତି ଯୋଜନା

ଯାଜପୁର : ଫେଲ୍‌ ମାରିଗଲା ଡକାୟତି ଯୋଜନା । ପୁଲିସ୍‌ ହାତରେ ଧରାପଡିଲେ ୫ ଲୁଟେରା । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ୫ ଜଣ ଲୁଟେରା ଯୋଜନା କରୁଥିଲେ ଲୁଟ୍‌ ପାଇଁ । କିନ୍ତୁ କୌଣସି କାରଣରୁ ଖବର ପାଇ ପୋଲିସ ଚଢଉ କରି ୫ ଜଣ ଡକାୟତ ଗିରଫ କରିବାରେ ସକ୍ଷମ ହୋଇଛି ।
Read More...