Yearly Archives

2020

ଗତ ୨୪ ଘଂଟାରେ ଓଡ଼ିଶାରେ ୨୪୨୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୪୨୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୪୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୦୦୬
Read More...

ବିବାହ ପାଇଁ ପରିବାର ଲୋକେ ବରପାତ୍ର ଠିକ୍ କଲା ପରେ ଯୁବତୀଙ୍କ ଆତ୍ମହତ୍ୟା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ କୁଲତାଯୋର ଗାଁର ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ମ୍ରୁତ୍ୟୁ ଘଟିଛି । ମୃତ ଯୁବତୀ ଜଣକ ହେଲେ ପଞ୍ଚମୀ ଭୁଏ(୨୨) । ସୂଚନା ଅନୁସାରେ ଗତକାଲି ବିଳମ୍ବିତ
Read More...

ବ୍ୟାଙ୍କ ନୋଟ୍‌, ମୋବାଇଲ୍‌ ସ୍କ୍ରିନ୍‌ରେ କରୋନା ଭାଇରସ୍‌ ୨୮ ଦିନ ପର୍ଯ୍ୟନ୍ତ ବଂଚି ରହେ : ଅଷ୍ଟ୍ରେଲିଆ ଗବେଷକ

ନେଲବର୍ନ୍‌ : ଅଷ୍ଟ୍ରେଲିଆର ଗବେଷକମାନେ ଦାବୀ କରିଛନ୍ତି ଯେ, ୨୦ ଡିଗ୍ରୀ ସେଲ୍‌ସିଅସ୍‌ ତାପମାତ୍ରାରେ କରୋନା ଭାଇରସ୍‌ ବ୍ୟାଙ୍କ ନୋଟ୍‌, କାଚ, ମୋବାଇଲ୍‌ ସ୍କ୍ରିନ୍‌ ଏବଂ ଷ୍ଟିଲ୍‌ରେ ୨୮ ଦିନ ପର୍ଯ୍ୟନ୍ତ ବଂଚି ରହେ । ସେମାନଙ୍କ ଅନୁସାରେ କରୋନା ଭାଇରସ୍‌ ଫ୍ଲୁ ଭାଇରସ୍‌ଠାରୁ ମଧ୍ୟ ଅଧିକ
Read More...

କରୋନା କାଳରେ ୭ ମାସ ଧରି ସ୍କୁଲ ବନ୍ଦ ଯୋଗୁଁ ସ୍କୁଲ ପରିସର ହେଲାଣି ଜଙ୍ଗଲ ଭଳି : ବିଦ୍ୟାର୍ଥୀଙ୍କୁ ପଥଭ୍ରଷ୍ଟ କଲାଣି…

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ଯୋଗୁଁ ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ବନ୍ଦ ରହିଛି । ଶିକ୍ଷାରେ ଅବନତି ଘଟିବା ଅଶଙ୍କାରେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସରକାର । ଏହା ମଧ୍ୟ ଆଜି ପର୍ୟ୍ୟନ୍ତ ବଳବତ୍ତର ରହିଛି ।
Read More...

୧୩ ଦିନରୁ ୯୦ ଫୁଟ୍‌ ତଳେ ଦବି ରହିଛନ୍ତି ଶ୍ରମିକ : ଉଦ୍ଧାର କରି ପାରିନି ପ୍ରଶାସନ

ଜୟପୁର : ରାଜସ୍ଥାନର ପାଲି ଜିଲ୍ଲାରେ ୯୦ ଫୁଟ୍‌ ଗଭୀର କୂପରେ ଜଣେ ଶ୍ରମିକ ୧୩ ଦିନ ହେବା ଦବି ରହିଛନ୍ତି । ପ୍ରଶାସନ ତାଙ୍କୁ ଉଦ୍ଧାର କରି ପାରି ନଥିବା କୁହାଯାଇଛି । ପ୍ରଶାସନ ହାତ ଟେକି ଦେଇଥିବା ସାଧାରଣରେ ଆଲୋଚନା ହେଉଛି । ପୋଲିସ ପକ୍ଷରୁ ସଂପୃକ୍ତ ଶ୍ରମିକଙ୍କୁ ମୃତ ଘୋଷଣା
Read More...

ପିଆର୍‌ ହାଇସ୍କୁଲ କ୍ୟାମ୍ପସ୍‌ରୁ ଉଦ୍ଧାର ହେଲା ବିରାଟକାୟ ପାହାଡ଼ି ଅଜଗର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିଆର୍‌ ହାଇସ୍କୁଲ କ୍ୟାମ୍ପସ୍‌ ଭିତରେ ମହାଦେବ ମନ୍ଦିର ସମ୍ମୁଖରୁ ଆଜି ସକାଳ ୬ଟା ସମୟରେ ଉଦ୍ଧାର ହୋଇଛି ଏକ ବିରାଟକାୟ ପାହାଡ଼ି ଅଜଗର । ଗୋଟିଏ ଗଛ ଡାଳରେ ରହିଥିବା ଏହି ଅଜଗରକୁ ଲୋକେ ଦେଖିଥିବା ବେଳେ ସାପ ଧରାଳି କାହ୍ନା ଶତପଥୀ ଓ
Read More...

ଆଇପିଏଲ : ବେଷ୍ଟ୍‌ ବନାମ ବେଷ୍ଟ୍‌ରେ ଦିଲ୍ଲୀକୁ ଚକ୍‌ମା ଦେଇ ମୁମ୍ବାଇ ଶୀର୍ଷରେ, ୫୩ ରନ୍‌ର ଦ୍ରୁତ ପାଳି ଖେଳି ଡି କକ୍…

ଆବୁଧାବି : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୦ର ୨୭ ତମ ମ୍ୟାଚ୍‌ରେ ରବିବାର ଚଳିତ ବର୍ଷ ଆଇପିଏଲର ଏପର୍ୟ୍ୟନ୍ତ ଶ୍ରେଷ୍ଠ ଦୁଇ ଦଳ ଭାବେ ଉନ୍ନତ ପ୍ରଦର୍ଶନ କରିଥିବା ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା
Read More...

ଭୀମସାର୍ ଡ଼ାକ୍ତରଖାନାରେ ଆଜିଠାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ

ସମ୍ବଲପୁର, (ଦାମୋଦର ପଣ୍ଡା) : ବୁର୍ଲା ଭୀମସାର୍ ଡ଼ାକ୍ତରଖାନାରେ ଆଜିଠାରୁ କୋଭିଡ୍ ରୋଗୀଙ୍କ ଚିକିତ୍ସା ସେବା ଆରମ୍ଭ ହେବାକୁ ଯାଉଛି। ତେବେ ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ସେବା ଆରମ୍ଭ ହେବାକୁ ଆହୁରି ଏକ ସପ୍ତାହ ସମୟ ଲାଗିବ ବୋଲି ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ ସୂଚନା ଦେଇଛନ୍ତି
Read More...

ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା । କାରଣ ସବୁ ବର୍ଷ ଭଳି ଠିକ୍ ଚାଷ ସମୟରେ ଦେଖାଦେଇଛି ହାତୀ ଉପଦ୍ରବ । ଉଲୁଣ୍ଡା ବନାଞ୍ଚଳରେ ପାଖାପାଖି ପାଞ୍ଚ ଦିନ ହେଲାଣି ଜାରିରହିଛି ହାତୀପଲର ଉତ୍ପାତ । ଜଂଗଲ ଛାଡି ଗାଁକୁ
Read More...

ଆସନ୍ତାକାଲି ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨, ୨୦୨୦ରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ଶ୍ରୀମତୀ ବିଜୟାରାଜେ ସିନ୍ଧିଆ ଗ୍ୱାଲିଅର ରାଜମାତା ଭାବରେ ଜଣାଶୁଣା ।
Read More...