Yearly Archives

2020

ଭାରତ ନିଆଁ ସହ ଖେଳୁଛି : ଚୀନ୍‌

ନୂଆଦିଲ୍ଲୀ : ତାଇୱାନ୍‌ର ‘ନେସ୍‌ନାଲ୍‌ ଡେ’ ଅବସରରେ ନୂଆଦିଲ୍ଲୀର ଚୀନ୍‌ ଦୂତାବାସ ବାହାରେ ଲାଗିଥିବା ଶୁଭକାମନା ସଂବନ୍ଧୀୟ ପୋଷ୍ଟର ଉପରେ ଆପତ୍ତି କରି ଚୀନ୍‌ର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍‌ ଟାଇମ୍‌ସ୍‌ ଏକ ଆଲେଖ୍ୟ ପ୍ରକାଶ କରିଥିବା ବେଳେ ଏଠାରେ କୁହାଯାଇଛି ଯେ, ଏଭଳି ଘଟଣା ପୂର୍ବରୁ
Read More...

ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ ଲଢିବେ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲେଶ୍ୱର ସଦରରୁ ସ୍ୱରୂପ କୁମାର ଦାସ ଏବଂ ତିର୍ତ୍ତୋଲରୁ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ ଭାବେ ସାମ୍‌ନାକୁ ଆସିଛନ୍ତି । ଉଭୟ ନିର୍ବାଚନ
Read More...

ଉପଜିଲ୍ଲାପାଳଙ୍କ ନୃସିଂହନାଥ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ନୃସିଂହନାଥ ପରିଦର୍ଶନରେ ଯାଇ ମନ୍ଦିର ପରିସର ମଧ୍ୟରେ ମନ୍ଦିରର ସେବାୟତ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ସେବାୟତ ତଥା କର୍ମଚାରୀମାନେ ତାଙ୍କର ଅଭାବ ଅସୁବିଧା
Read More...

ଜୋର୍‌ ଜୁଲୁମ୍‌ର ଶିକାର ହେଉଛ‌ନ୍ତି ଅଭିଭାବକ : ଉପଜିଲ୍ଲାପାଳ‌ଙ୍କୁ କଲେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମାଡରେ ସବୁପଟେ ଆର୍ଥିକ ଅବସ୍ଥା ଦୋହଳି ପଡିଥିବା ବେଳେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଦ୍ମପୁର ସହରର ଭେଉଁରିଆ ଗ୍ରାମର କେତେକ ଅଭିଭାବକ ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ
Read More...

ତାତିଲେ ଅପରାଜିତା : ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୋଭିଡ଼୍‌ ନିୟମକୁ ନେଇ ଏବେ ରାଜନୀତି ମଇଦାନ୍‌ରେ ଦେଖା ଦେଇଛି ଉଷ୍ମତା । କୋଭିଡ-୧୯ ନିୟମ ଉଲଂଘନ ଯୋଗୁଁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ବିଏମ୍‌ସି ଦ୍ୱାରା ସିଲ୍‌ କରାଯିବା ପରେ ତାତିଛନ୍ତି ଅପରାଜିତା ଷଡ଼ଙ୍ଗୀ ।
Read More...

ମହିମା ଆଶ୍ରମର ସୁପରିଚାଳନା ପାଇଁ କର୍ମକର୍ତ୍ତା ନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚାୟତରେ ଆଧ୍ୟାମିକ ବାତାବରଣ ଜାଗ୍ରତ କରିବା ପାଇଁ ସାଧୁ ଗିରିଜା ଶଙ୍କର ଦାଶଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଅଂଚଳର ଅଗଣିତ ଭକ୍ତଙ୍କ ପ୍ରଚେଷ୍ଟାରେ ୨୦୦୯ ମସିହାରେ ଅନେକ ଆଲୋଚନା ପରେ ପଲସାନୀ ଗ୍ରାମର
Read More...

ଅମାନବୀୟ ଘଟଣା : ୪ ମାସ ହେଲା ଗୋଟାଏ ପରିବାରକୁ ନିଆଁ ପାଣି ବାସନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ପଂଚାୟତର ଜମୁନାପାଲି ଗାଁରେ ଏକ ଅମାନବୀୟ ଘଟଣା ଜଣାପଡ଼ିଛି । ଗୋଟାଏ ପରିବାରକୁ ଗତ ୪ ମାସ ହେଲା ନିଆଁ ପାଣି ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡିତ ପରିବାର ଜିଲ୍ଲାପାଳ ଓ ଏସପିଙ୍କ
Read More...

ଦାଦନ ଶ୍ରମିକ ଚାଲାଣ ପ୍ରତି କେବେ ଚେତିବ ପ୍ରଶାସନ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାଦନ ଶ୍ରମିକ ଦୁଃଖ ବଲାଙ୍ଗିର ଜିଲ୍ଲାର କପାଳରେ ଗୋଟେ ଜିଅନ୍ତା ଘା’ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଏଇ ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ବୁହା ହୁଅନ୍ତି । ପ୍ରତିବର୍ଷ ଅନେକ ଦାଦନ ଦୁଃଖ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ ବି କରେ । ସବୁଠୁ ବଡ଼
Read More...

‘ପଶ୍ଚିମ ଓଡ଼ିଶାର ଲୋକବ।ଦ୍ୟ’ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ନୃତ୍ୟଗୁରୁ ମୋହିତ କୁମାର ସ୍ୱାଇଁଙ୍କ ଦ୍ଵାରା ଲିଖିତ 'ପଶ୍ଚିମ ଓଡ଼ିଶାର ଲୋକବ।ଦ୍ୟ' ପୁସ୍ତକ ସ୍ଥାନୀୟ ପବ୍ଲିକ ଲାଇବ୍ରେରୀରେ ଉନ୍ମୋଚିତ ହୋଇଯାଇଛି । ଏହି ସଭାରେ ଶିକ୍ଷାବିତ୍ ପ୍ରଫେସର୍ ଆଦିତ୍ୟ ପ୍ରସାଦ ପାଢ଼ୀ, ଗବେଷକ ଡ. ଶ୍ୟାମ ସୁନ୍ଦର ଧର, ଗୁରୁ
Read More...

ଭୟଭୀତ ପାକିସ୍ତାନୀ ଏୟାର୍‌ଫୋର୍ସ ଚିଫ୍‌ଙ୍କ ଚେତାବନୀ

ଇସ୍‌ଲାମାବାଦ : ପାକିସ୍ତାନର ଏୟାର୍‌ଫୋର୍ସ ଚିଫ୍‌ ଚେତାବନୀ ଦେଇଛନ୍ତି ଯେ, ଭାରତ ଆଗାମୀ କିଛି ମାସ ମଧ୍ୟରେ ଫ୍ରାନ୍ସରୁ ଆଣିଥିବା ନୂଆ ରାଫେଲ୍‌ ଫାଇଟର୍‌ ଜେଟ୍‌ ଦ୍ୱାରା ପାକିସ୍ତାନ ଉପରେ ଆକ୍ରମଣ କରିବାର ଯୋଜନା କରୁଛି । ପାକିସ୍ତାନୀ ଏୟାରଫୋର୍ସ ଚିଫ୍‌ ମୁଜାହିଦ ଅନୱର ଦାବୀ କରିଛନ୍ତି
Read More...