csstore

ଭାରତ ନିଆଁ ସହ ଖେଳୁଛି : ଚୀନ୍‌

ନୂଆଦିଲ୍ଲୀ : ତାଇୱାନ୍‌ର ‘ନେସ୍‌ନାଲ୍‌ ଡେ’ ଅବସରରେ ନୂଆଦିଲ୍ଲୀର ଚୀନ୍‌ ଦୂତାବାସ ବାହାରେ ଲାଗିଥିବା ଶୁଭକାମନା ସଂବନ୍ଧୀୟ ପୋଷ୍ଟର ଉପରେ ଆପତ୍ତି କରି ଚୀନ୍‌ର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍‌ ଟାଇମ୍‌ସ୍‌ ଏକ ଆଲେଖ୍ୟ ପ୍ରକାଶ କରିଥିବା ବେଳେ ଏଠାରେ କୁହାଯାଇଛି ଯେ, ଏଭଳି ଘଟଣା ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ଅବସ୍ଥାରେ ଥିବା ଭାରତ-ଚୀନର ସଂପର୍କକୁ ଆହୁରି ଦୂଷିତ କରିବ ବୋଲି ଚୀନ୍‌ର ବିଶେଷଜ୍ଞମାନେ କହିଛନ୍ତି । ବିଶେଷଜ୍ଞମାନେ ଭାରତର ସତ୍ତାରୁଢ଼ ଦଳକୁ କହିଛନ୍ତି ଯେ, ଏଭଳି ବ୍ୟବହାର ଛାଡ଼ି ଭାରତ ଅନୁଭବ କରୁ ଯେ, ସେ ନିଆଁ ସହ ଖେଳୁଛି । ସୂଚନାଯୋଗ୍ୟ ଯେ, ୧୦ ଅକ୍ଟୋବରକୁ ତାଇୱାନ୍‌ ନିଜର ରାଷ୍ଟ୍ରୀୟ ଦିବସ ପାଳନ କରେ ।

jayashree
Leave A Reply

Your email address will not be published.