Yearly Archives

2020

ଦ୍ରୁତ ଗତିରେ ମାଡ଼ି ଆସିଲା ଟ୍ରକ୍ : ଭାରସାମ୍ୟ ହରାଇ କଲା ଅନେକ କ୍ଷୟକ୍ଷତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ରେ ଘଟି ଯାଇଛି ଏକ ଦୁର୍ଘଟଣା । ଲୋକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଗତକାଲି ରାତି ସାଢେ଼ ୮ ଟାରୁ ୯ଟା ମଧ୍ୟରେ ଘଟିଛି ଏଇ ଘଟଣା । ପ୍ରତ୍ୟକ୍ଷଦର୍ଶୀ କହନ୍ତି, ଏକ ଟ୍ରକ୍ (ଓଆର୍ ଏକ ପାଞ୍ଚ ଏଫ୍ ତିନି ଆଠ ଛଅ ଶୁନ) ଡିଏଭି କଲେଜ୍ ପଟରୁ ଦ୍ରୁତ…
Read More...

କବିତା : ଚିରସ୍ରୋତା ସ୍ରୋତସ୍ୱିନୀ

ବନ୍ଦନା କର ତମେ କ୍ଷତାକ୍ତ କଲେ ବିମୁଁ ନିଶ୍ଚିହ୍ନ ହେବିନିଶୁଷ୍କ ସେଇ ଉଚ୍ଛ୍ୱାସ ମୋଚିରସ୍ରୋତା ସ୍ରୋତସ୍ୱିନୀ ।ମରିବି ମରିବି ବୋଲିନିଜକୁ ବି ମାରିବିନିମୁମୁର୍ଷୁ ମୋ ଜୀବକୋଷଆଜି ପୁଣି ଓଜସ୍ୱିନୀ ।ରକ୍ତଠୁ ନିଜର ସିନ୍ଦୁରଠୁ ସୁନ୍ଦରପ୍ରେମ ଓ ପଶ୍ଚାତାପ, ଅତୀତ ଓ ଅଭିଶାପ । …
Read More...

ବନ୍ଧୁକ ଗୁଳି ଜବତ ସହ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜାକୁ ଗିରଫ କଲା ପୋଲିସ

ଭଦ୍ରକ : ଭଦ୍ରକ ଜିଲ୍ଳା ପୁରୁଣା ବଜାର ଠାରୁ ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜା ଗିରଫ ହୋଇଛି । ସୁଚନା ଅନୁସାରେ ଭଦ୍ରକ ପୁଲିସ୍‌ ଏବଂ ଏସ୍‌ଟିଏଫ୍‌ର ମିଳିତ ଚଢଉରେ ସେକ୍‌ ରାଜା ଗିରଫ ହେବା ସହ ବନ୍ଧୁକ, ଜୀବନ୍ତ ଗୁଳି ଓ ବାଇକ୍‌ ଜବତ କରିଛି । ସେକ୍‌ ରାଜା ନାମରେ ବହୁତ…
Read More...

୫ ଡକାୟତ ଗିରଫ

ଗଂଜାମ, (କେପିଏନ୍‌ଏସ୍‌) : ଗଂଜାମ ଜିଲ୍ଲା ଅନ୍ତର୍ଗତ କବିସୂର୍ଯ୍ୟନଗର ପୋଲିସ ୫ ଜଣ ଡକାୟତଙ୍କୁ ଗିରଫ୍‌ କରିବା ସହ ସେମାନଙ୍କଠାରୁ ନଗଦ ୩୨ ହଜାର ଟଙ୍କା ସହ ୪ ବାଇକ୍‌ ସହ ତିନୋଟି ମୋବାଇଲ୍‌ ଜବତ୍‌ କରିଛି । ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖ ଦିନ ସ୍ଥାନୀୟ ଏକ ଦୋକାନରୁ ଡକାୟତି ହୋଇଥିବା…
Read More...

‘ମାତୃଜ୍ୟୋତି’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଡାକ୍ତର, ସିଡିପିଓ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ୟ୍ୟକ୍ରମକୁ ଜିଲ୍ଲାବ୍ୟାପି ସଫଳତାର ସହ କାର୍ୟ୍ୟକାରୀ କରିବା ପାଇଁ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଜିଲ୍ଲାର ଡାକ୍ତର, ସିଡିପିଓଙ୍କ ସମେତ ସମସ୍ତ ଆଶା ଓ…
Read More...

କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଶାରଦୀୟ ପୂଜା

ରାଉରକେଲାରେ ଶାରଦୀୟ ପୂଜା ନିମନ୍ତେ ବିଭିନ୍ନ ପୂଜା କମିଟି ନିଜ ନିଜ ସ୍ତରରେ ଅନୁମତି ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆବେଦନ କରିପାରିବେ ରାଉରକେଲା, (କେପିଏନ୍‌ଏସ୍‌) : ସମ୍ପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା,…
Read More...

ପବନ ବେଗ ଯୋଗୁଁ ଭାଙ୍ଗି ଯାଇଛି ଧାନ ଗଛ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେତେବେଳେ ମରୁଡି, କେତେବେଳେ ରୋଗ ପୋକ ତ ଆଉ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଛି ଛାଷୀ ମୁଣ୍ତୁରେ । ଏହି ସବୁ ସହି ନିଜର ବିଲରେ ଧାନ ଅମଳ କରିଥାଏ ଚାଷୀ । ହେଲେ ନିଜ ଆଖି ଆଗରେ ଫସଲ ନଷ୍ଟ ହେବାର ଦୃଶ୍ୟ ଯେ କେତେ ପୀଡାଦାୟକ ତାହା କେବଳ ଚାଷୀ ହିଁ…
Read More...

ଗ୍ରାମାଞ୍ଚଳରେ ମାତିଲେଣି ଚୋର ଡକାୟତ ଦଳ : ଗୋଟିଏ ରାତିରେ ୩ ଦୋକାନରୁ ତାଲା ଭାଙ୍ଗି ସାମଗ୍ରୀ ଓ ଟଙ୍କା ଚୋରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରାତିରେ ଦେଓଗାଁ ଥାନାଞ୍ଚଳର ବିଭିନ୍ନ ସ୍ଥାନର ୩ଟି ଦୋକାନରୁ ଚୋରୀ ହୋଇଥିବା ଜଣାପଡ଼ିଛି । ଦେଓଗାଁ ଥାନାରୁ ମାତ୍ର ୫୦ଫୁଟ ଦୂରତାରେ ଥିବା ବସଷ୍ଟାଣ୍ଡର ଏକ ପାନ ଦୋକାନରୁ ତାଲା କାଟି ଦୋକାନ ଭିତରେ ଥିବା ପାନ ମସଲା, ଥଣ୍ଡା ପାନୀୟ ଜଳ ସାମଗ୍ରୀ ଓ…
Read More...

ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି କ୍ରମରେ ଦେଓଗାଁ ବ୍ଲକ ବିଜୁଦଜନତା ଦଳ ପକ୍ଷରୁ ଦେଓଗାଁ ସାପ୍ତାହିକ ବଜାର…
Read More...

ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ଏଆଇକେକେଏମ୍‌ଏସ୍‌.ର ଦେଓଗାଁ ବ୍ଲକରେ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅଲ୍‌ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଂଗଠନ ଦେଓଗାଁ ବ୍ଲକ ଶାଖ ତରଫରୁ ଚାଷୀଙ୍କ ବିଭିନ୍ନ ଦାବୀକୁ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଚଳିତ ବର୍ଷ ଧାନ ଚାଷରେ ଚକଡା ରୋଗ ଯୋଗୁଁ ବ୍ଲକର ଅଧିକାଂଶ ଅଂଚଳରେ ବ୍ୟାପକ ମାତ୍ରାରେ…
Read More...