Yearly Archives

2020

ଜମି ଜବରଦଖଲ ବିରୋଧରେ ଅଣ୍ଟା ଭିଡିଲେ ଗ୍ରାମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ତହସିଲ ଅଧୀନ ବରଗାଁ ପଞ୍ଚାୟତ ମଲିକୁଦ ଗ୍ରାମରେ ସରକାରୀ ଜମି ଓ ମନ୍ଦିର ଜମିକୁ ଜବରଦଖଲ ଅଭିଯୋଗ କରି ଚାଷଜମିରୁ ଧାନ କାଟିଲେ ଗ୍ରାମବାସୀ । ସୂଚନା ଅନୁସାରେ ମଲିକୁଦ ମୌଜାର ଶ୍ରୀଭଗବତ ଗୋସ୍ବାମୀ ଠାକୁରଙ୍କ ନାମରେ ଖତିୟାନ ନଂ.୨୬ ରେ ଥିବା ଏ.୨୫.୮୯
Read More...

ଆଇପିଏଲ୍‌ : ବୋଲିଂରେ ବୁମୁରା-ବୋଲ୍ଟ ଓ ବ୍ୟାଟିଂରେ ଇଶାନ୍-ଡିକକ୍‌ଙ୍କ କମାଲ ପ୍ରଦର୍ଶନ ବଳରେ ଚେନ୍ନାଇକୁ ୧୦ ୱିକେଟରେ…

ସାରଜା : ‘କର ବା ମର’ ସ୍ଥିତିରେ ପଡ଼ିଥି‌ଲେ ମଧ୍ୟ ଶୁକ୍ରବାର ମ୍ୟାଚ୍‌ରେ ଚେନ୍ନାଇ ଦୟନୀୟ ଭାବେ ୧୦ ୱିକେଟରେ ହାରିଛି। ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଘାତକ ବୋଲର ଟ୍ରେଣ୍ଟ୍‌ ବୋଲ୍ଟ ଏବଂ ଯଶପ୍ରୀତ୍ ବୁମରା ମିଳିତ ଭାବେ ୬ ୱିକେଟ୍ ଅକ୍ତିଆର କରିବାରୁ ଚେନ୍ନାଇର ଚମକହୀନ ପ୍ରଦର୍ଶନ ଜାରି
Read More...

ଶୋଚନୀୟ ହୋଇ ପଡିଛି ପୂର୍ତ୍ତ ବିଭାଗ ରାସ୍ତା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମଲିକୁଦ ଛକରୁ ନାରାୟଣପ୍ରସାଦ ପଞ୍ଚାୟତକୁ ସଂଯୋଗ କରିଥିବା ପ୍ରଧାନମନ୍ତ୍ରୀ ରାସ୍ତା ଗତବର୍ଷ ପୂର୍ତ୍ତବିଭାଗ ଦ୍ବାରା ହାତକୁ ନିଆଯାଇଛି । ନୂତନ ଭାବେ ନିର୍ମିତ ହୋଇଥିବା ରାସ୍ତା ବରଗାଁ ପଞ୍ଚାୟତର ତିଲିକାମାଲ ଠାରୁ ସେଲମାପଡା ମଧ୍ୟରେ ଅତି
Read More...

ଟିଟିଲାଗଡରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଭାଇ ଜିଉନ୍ତିଆ

ଟିଟିଲାଗଡ , (ଗୌରବ ଦର୍ଜୀ) : ବର୍ଷରେ ଥରେ ଆସେ ଦଶହରା ମାସ । ଏଥିରେ ମା ଦୁର୍ଗା ଧରାପୃଷ୍ଠରେ ଅବତରଣ କରନ୍ତି । ଅଧର୍ମର ନାଶ ଓ ଧର୍ମର ଜୟ ପାଇଁ ମା ଦୁର୍ଗା ଏହି ଧରାପୃଷ୍ଠରେ ଅବତରଣ କରିଥାନ୍ତି। ଏହି ମାସ ଶୁକ୍ଳ ପକ୍ଷ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପୂଜା ହୋଇଥାଏ । ଏହା ମଧ୍ୟରେ ପଶ୍ଚିମ
Read More...

ସରମୁହାଣରେ ଭାଇ ଜିଉନ୍ତିଆ ପାଳନ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ ସରମୁହାଣ ଠାରେ କୋଭିଡ କଟକଣା ପାଳନ କରି ଭାଇ ଜିଇନ୍ତିଆ ପାଳନ ହୋଇଯାଇଛି । ଭାଇଜୁଇନ୍ତିଆ ହେଇଉଛି କୋସଲ ଅଂଚଳର ମୁଖିଆ ତିହାର । ଭଉଣୀ ମାନେ ଭାଇର ମଙ୍ଗଳ କାମନା କରି ଉପବାସ କରିଥାନ୍ତି । ପୂର୍ବରୁ କୁଆଁରୀ ଝିଅ ମାନେ ଗାଁ ମୁଣ୍ଡକୁ ଯାଇ
Read More...

କବିତା : ସ୍ତ୍ରୀଲୋକର ଗପ

ରଂଜିତା ପଣ୍ଡା ଅପମାନର ବରଫଗୁଳା ଗିଳିପାରିବୁ ?ତ ସୁନାନାକି ,ଦଶପଦ ଶୁଣି ପଦେ କଥା ଫେରେଇବୁତ କଳିହୁଡି…। ଦୁଆରବଂଧକୁ ମୁଣ୍ଡିଆ ମାରିଓଠ କାମୁଡି ରହିବୁ ତ ସାତସତୀ ,ଦୁଆରବଂଧ ଡେଇଁବୁ ତ ସତର ନିନ୍ଦାରେବାର ନାମରେ ମିଳିପାରେ ଅଖ୍ୟାତି…। ଚାରିକାନ୍ଥ ଏପାଖେ ଅଛୁ ତଦି ମୁଠା ପଖାଳ
Read More...

ବୁଡାମାଲରେ ପୋଲିସ ଫାଣ୍ତି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମରେ ଏକ ପୋଲିସ ଫାଣ୍ତିର ଆବଶ୍ୟକତା ରହିଛି । ବର୍ତ୍ତମାନ ବୁଡେନ ଥାନାରେ ଅନ୍ତର୍ଭୁକ୍ତ ବୁଡାମାଲ ଗ୍ରାମ । ବୁଡାମାଲ ଗ୍ରାମରୁ ପ୍ରାୟ ବୁଡେନ ଥାନାଟି ବାଇସ ରୁ ପଚିଶ କିଲୋମିଟର ଦୂରରେ ଥିବାରୁ
Read More...

ବେପରୁଆ ଗାଡି ଚାଲଣର କୁପରିଣତି : ଅଳ୍ପକେ ବର୍ତିଲା ଝିଅର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା କାରଣରୁ ସହର ମଧ୍ୟରେ ଅତ୍ୟଧିକ ଜନଗହଳି ଦେଖିବାକୁ ମିଳିଛି । ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଯୋଗୁଁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏକ ଘରୋଇ ବଡ଼ପଣ୍ଡା ବସର ଜନଗହଳି ପୂର୍ଣ୍ଣ
Read More...

କୋଭିଡ୍‌ କଟକଣା ମଧ୍ୟରେ ମା’ ନିଆଲିମଲିଙ୍କ ଯାତ୍ରା ସଂପନ୍ନ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରର ଅନ୍ୟ ଏକ ପ୍ରଖର ଦେବୀ ପୀଠ ମା’ ନିଆଲିମଲିଙ୍କ ଯାତ୍ରା ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ୱାର୍ଡ ନଂ.୧୪ ଇଲେକ୍ଟ୍ରି ଗ୍ରୀଡ୍‌ ନିକଟରେ ଥିବା ସର୍ବପୁରାତନ ଦେବୀ ପୀଠ ମା’ ନିଆଲିମଲିଙ୍କ ଯାତ୍ରା ଚଳିତ ବର୍ଷ ପୂର୍ବ ବର୍ଷ
Read More...

୪୭ କେଜି ଗଞ୍ଜେଇ ସହ ଜବତ୍‌ ହେଲା କାର୍‌ : ୧ ଗିରଫ

ଭଞ୍ଜନଗର : ଆଜି ଅସୁରବନ୍ଧ ଗ୍ରାମ ନିକଟସ୍ଥ ଦାନ୍ତଲିଙ୍ଗି ଛକ ଠାରେ ଏକ କାର୍‌ରେ ଚାଲାଣ ହେଉଥିବା ୪୭ କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ । ଗଂଜେଇ ଚୋରା ଚାଲାଣକାରୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳର ଶେଷଦେବ ମାଲିକୁ ମଧ୍ୟ ଗିରଫ କରାଯାଇଛି ।
Read More...