Yearly Archives

2020

କୋଭିଡ୍ ପରୀକ୍ଷା ନେଇ ଦୁଃଖ : ୩ ଘଂଟା କାଳ ହସ୍ପିଟାଲ ବାରଣ୍ଡାରେ ଗର୍ଭବତୀ ପଡ଼ି ରହିଲେ

ଝାରସୁଗୁଡ଼ା : ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ପରୀକ୍ଷା ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ତିନି ଘଂଟା ଧରି ହସ୍ପିଟାଲ ବାରଣ୍ଡାରେ ଛଟପଟ ହୋଇଛ‌ନ୍ତି ଜଣେ ଗର୍ଭବତୀ ମହିଳା । ସୂଚନା ଅନୁସାରେ ସ୍ଥାନୀୟ ବନ୍ଧବାହାଲ ଅଂଚଳର ପ୍ରୀତି କୁମ୍ଭାର ନା‌ମ୍ନୀ
Read More...

ରାଜ୍ୟରେ ଖସୁଛି କ୍ରମାଗତ ଭାବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୯୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୯୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୯୮୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୭୦୯
Read More...

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ : ଆକ୍ରମଣକାରୀ ଫେରାର୍‌

ଦିଗପହଣ୍ଡି : ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନସ୍ଥ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ମୃତକ ବଚନ ସ୍ୱାଇଁ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା
Read More...

ପିଆଜ ମୂଲ୍ୟ ହ୍ରାସ ଏବଂ ଏହାର ଉପଲବ୍ଧତା ବଢାଇବାକୁ ସରକାରଙ୍କ ପଦକ୍ଷେପ

• ଅକ୍ଟୋବର ୨୩ରୁ ପିଆଜର ଧାର୍ୟ୍ୟ ମହଜୁଦ ପରିମାଣ ଲାଗୁ ହେଲା, ପାଇକାରି ବ୍ୟବସାୟୀ ୨୫ ମେଟ୍ରିକ ଟନ ଓ ଖୁଚୁରା ବେପାରୀ ୨ ମେଟ୍ରିକ ଟନ ପିଆଜ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ରଖିପାରିବେ• ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା ପାଇଁ ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କଲେ ନୂଆଦିଲ୍ଲୀ,
Read More...

ମୋଟ ୧୦ କୋଟି ପରୀକ୍ଷଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

● ଶେଷ ୧ କୋଟି ନମୁନା ପରୀକ୍ଷା ମାତ୍ର ୯ ଦିନରେ● ଗତକାଲି ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୪.୫ ଲକ୍ଷ ପରୀକ୍ଷଣ ନୂଆଦିଲ୍ଲୀ, (ପିଆଇବି) : ଜାନୁୟାରୀ ୨୦୨୦ ଠାରୁ ଭାରତ କୋଭିଡ-୧୯ ନମୁନା ପରୀକ୍ଷଣରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି । ଏହି ପରୀକ୍ଷଣ ସଂଖ୍ୟା ଆଜି ୧୦ କୋଟି (୧୦,୦୧,୧୩,୦୮୫)
Read More...

ଦୀର୍ଘ ୩୫ ବର୍ଷ ପରେ ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ଦୀର୍ଘ ୩୫ ବର୍ଷ ପରେ ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ଭାରତ ଓ ଆନ୍ତର୍ଜାତିକ ଶ୍ରମ ସଂଗଠନ ମଧ୍ୟରେ ଥିବା ଦୀର୍ଘ ୧୦୦ ବର୍ଷର ସଫଳ ସଂପର୍କରେ ଏହି ନୂଆ ଦାୟିତ୍ୱ ଆଉ ଏକ ଅଧ୍ୟାୟ ଯୋଡିଛି । ଭାରତର ଶ୍ରମ
Read More...

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

● ପ୍ରଥମ ଥର ପାଇଁ ଦୁଇ ମାସ ମଧ୍ୟରେ ସକ୍ରିୟ କରୋନା ମାମଲା ୭ ଲକ୍ଷ ତଳେ ରହିଛି● ୨୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ ହଜାରରୁ ତଳେ ନୂଆଦିଲ୍ଲୀ, (ପିଆଇବି) : କୋଭିଡ ବିରୋଧରେ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଦୁଇ ମାସ (୬୩ ଦିନ)
Read More...

ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓଡିଶା ସମେତ ୧୬ଟି ରାଜ୍ୟକୁ ପ୍ରଥମ ଦଫାରେ ଦେଲେ ୬ ହଜାର କୋଟି…

ନୂଆଦିଲ୍ଲୀ, (ପିଆଇବି) : ୨୦୨୦-୨୧ ଅର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର
Read More...

ଅସହାୟ ବୃଦ୍ଧାଙ୍କ ଗୁହାରୀ ଶୁଣୁ ନାହିଁ ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର ନିଃସହାୟ ବିଧବା ମହିଳା ମିଥିଲା ନାଗ(୭୦) ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇ ବି ଭତ୍ତା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୧୯୯୭ ମସିହାରୁ ତାଙ୍କ ସ୍ୱାମୀ ସୁବାକର ନାଗ ବାତ ଓ
Read More...

ନବମ ବେଶରେ ଆଜି ମା’ : ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନବମ ବେଶରେ ମା’ ସିଦ୍ଧି ପ୍ରଦାୟିନୀ ‘ସିଦ୍ଧିଦାତ୍ରୀ’ ଦେବୀ ପୀଠ ମାନଙ୍କରେ ବିରାଜମାନ କରିଛନ୍ତି । ସହରର ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟସବୁ ଦେବୀ ମନ୍ଦିରରେ ମା’ ଆଜି ସିଦ୍ଧିଦାତ୍ରୀ ରୂପରେ ପୂଜା ଗ୍ରହଣ କରିବେ ।
Read More...